ବିଶାଖାପାଟନମ୍ ମାଛଧରା ବନ୍ଦରରେ ଅଗ୍ନିକାଣ୍ଡ, ହୁ ହୁ ହୋଇ ଜଳିଗଲା ୪୦ ଡଙ୍ଗା
ଅମରାବତୀ: ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ମାଛଧରା ବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରବିବାର ବିଳମ୍ବିତ ରାତିରେ ମାଛଧରା ବନ୍ଦରରେ ଭିଷଣ ଅଗ୍ନିକାଣ୍ଡ ଘଟିଥିବା ସୂଚନା ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୪୦ ଟି ଡଙ୍ଗା ପୋଡି ପାଉଁଶ ହୋଇଯାଇଛି । ତେବେ କେଉଁ କାରଣରୁ ଡଙ୍ଗାରେ ନିଆଁ…