Latest Odisha News

BREAKING NEWS

ନାଟମଣ୍ଡପ ମରାମତି ପ୍ରସଙ୍ଗ: ଏନ୍‌ଓସି ଦେଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି (ଗୁରୁବାର) ଠାରୁ ନାଟମଣ୍ଡପର ମରାମତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କିନ୍ତୁ ଆସନ୍ତାକାଲି (ଶୁକ୍ରବାର) ଠାରୁ ଏଏସଆଇ ଏହି କାର୍ଯ୍ୟ ବିଧିବଦ୍ଧ ଭାବେ କରିବ । ଗରୁଡ଼ ସ୍ତମ୍ଭଠାରୁ ପ୍ରଥମେ ଆରମ୍ଭ ହେବ ମରାମତି କାମ । ଏଥିପାଇଁ ଶ୍ରୀମନ୍ଦିର…

ମାସେ ଭିତରେ ୩ ଜଣ ଚାଷୀ ଆତ୍ମହତ୍ୟା କରିସାରିଲେଣି, ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ମାସେ ଭିତରେ ୩ ଜଣ ଚାଷୀ ଆତ୍ମହତ୍ୟା କରିସାରିଲେଣି, ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି ବିଜେପି କୃଷକ ମୋର୍ଚ୍ଚା। ଏନେଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ୬ ଦଫା ଦାବି ସମ୍ବଳିତ ଦାବି ପତ୍ର ପ୍ରଦାନ କରିଛି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା। ରାଜ୍ୟରେ ଦୀର୍ଘ ୨୩ ବର୍ଷର ସ୍ଥାଣୁ,…

ବିଶ୍ୱକପ ଫାଇନାଲ ପାଇଁ ହେବ ଭବ୍ୟ ଆୟୋଜନ

ଅହମ୍ମଦାବାଦ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚର ବିଜେତାଙ୍କ ମଧ୍ୟରେ ଅନୁଷ୍ଠିତ ହେବ । ଫାଇନାଲ ମ୍ୟାଚ ପାଇଁ ଭବ୍ୟ ଆୟୋଜନ…

ମଣିପୁରରେ ପାଟ୍ରୋଲିଂ କରୁଥିବା ଆସାମ ରାଇଫଲ୍ସଙ୍କ ଉପରେ ଆକ୍ରମଣ

ଇମ୍ଫାଲ: ମଣିପୁରରେ ପାଟ୍ରୋଲିଂ କରୁଥିବା ଆସାମ ରାଇଫଲ୍ସ ସୈନିକଙ୍କୁ ଆକ୍ରମଣ କରାଯାଇଛି। ଉଗ୍ରବାଦୀମାନେ ପ୍ରଥମେ ଏକ ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ (IED) ବିସ୍ଫୋରଣ କରିଥିଲେ। ତା’ପରେ ଆସାମ ରାଇଫଲ୍ସର ଏକ କଣ୍ଟିଜେଣ୍ଟ ଉପରେ ଆକ୍ରମଣ କରିଥିଲେ। ମଣିପୁର ଟେଂଗ୍ନୋପାଲ ଜିଲ୍ଲାରେ…

ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ ପୋଡି ମାରିବା ଘଟଣା: ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡ

ଯାଜପୁର: ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା ଘଟଣାରେ ଆଜି ରାୟ ପ୍ରକାଶ ପାଇଛି । ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ନିମପଲ୍ଲୀ ଅଞ୍ଚଳ ସୁରିସାହିରେ ଗତ ୨୦୨୦ ମସିହା ଜୁଲାଇ ୭ ତାରିଖରେ ଶୈଳ ବାଲମୁଜ ଓ ସମ୍ବାରି ବାଲମୁଜ ନିଜ ଘରେ ଶୋଇଥିବାବେଳେ, ଗୁଣିଗାରେଡି ସନ୍ଦେହରେ…

ବିଶ୍ୱକପ ପରେ ପଦ ଛାଡିବେ ଡ୍ରାଭିଡ, ନୂତନ ଚୁକ୍ତି ନେଇ ହେଇନି କୌଣସି ଆଲୋଚନା

ମୁମ୍ବାଇ: ଭାରତ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲରେ ପ୍ରବେଶ କରି ତୃତୀୟ ଥର ପାଇଁ ଚାମ୍ପିୟନ ହେବା ଲକ୍ଷ୍ୟରେ ରହିଛି । ତେବେ ଟିମ ଇଣ୍ଡିଆର ଏହି ପ୍ରଦର୍ଶନ ପାଇଁ କୋଚ ରାହୁଲ ଡ୍ରାଭିଡଙ୍କୁ ଏବେ ସମସ୍ତ ଶ୍ରେୟ ଯାଉଛି । ପ୍ରଥମେ ତାଙ୍କ କୋଚିଂ ଶୈଳୀକୁ ନାପସନ୍ଦ କରାଯାଉଥିଲା ।…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର:ଆସନ୍ତାକାଲି ଉଦଘାଟନ ହେବ ବହୁ ପ୍ରତିକ୍ଷିତ ନନ୍ଦନକାନନ ରୋପୱେ

ଭୁବନେଶ୍ବର: ଆସନ୍ତାକାଲି (ଶୁକ୍ରବାର) ଉଦଘାଟନ ହେବ ବହୁ ପ୍ରତିକ୍ଷିତ ନନ୍ଦନକାନନ ରୋପୱେ । ଏହାକୁ ଉଦଘାଟନ କରିବେ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ୧୮ ତାରିଖ ଠାରୁ ଏଥିରେ ବସିପାରିବେ ପର୍ଯ୍ୟଟକ । ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରିବ ଏହି ରୋପୱେ । ଏହି…

ପୋଲିସ ବିଭାଗର ଗାଡି ଚୋରି କରି ଜେଲ୍ ଗଲେ ହୋମଗାର୍ଡ

ଭଦ୍ରକ: ଚୋରି ରୋକିବା ବଦଳରେ ନିଜେ ସାଜିଲେ ଚୋର । ପୋଲିସ ବିଭାଗର ଗାଡି ଚୋରି କରି ଜେଲ୍ ଗଲେ ହୋମ୍‌ଗାର୍ଡ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ହୋମଗାର୍ଡ ଜଣକ ହେଲେ ଭଦ୍ରକ ପୋଲିସର ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିବା ଚନ୍ଦନ ବାରିକ । ସେ ପୁଣି ଅନ୍ୟ କାହାରି…

ମିଲରଙ୍କ ଶତକ, ଅଷ୍ଟ୍ରେଲିଆ ସମ୍ମୁଖରେ ୨୧୩ ରନର ଲକ୍ଷ୍ୟ

କୋଲକାତା:ଇର୍ଡେନ୍ ଗାର୍ଡେନ୍‌ରେ ଦ୍ବିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ୪୯.୪ ଓଭରରେ ସମସ୍ତ ୱିକେଟ ହରାଇ ୨୧୨ ରନ୍ ସଂଗ୍ରହ କରିଛି । ଫଳରେ ଅଷ୍ଟ୍ରେଲିଆକୁ ଫାଇନାଲରେ ପହଞ୍ଚିବା ପାଇଁ ୨୧୩ ରନ୍‌ର ଲକ୍ଷ୍ୟ ମିଳିଛି । ବିସ୍ଫୋରକ ବ୍ୟାଟର ଡେଭିଡ ମିଲର ୧୧୬ଟି ବଲ୍ ସାମ୍ନା କରି ୮ଟି…

ତେଲେଙ୍ଗାନାରେ କଂଗ୍ରେସ ଜିତିଲା ସେମିଫାଇନାଲ !

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବା ସହ ଚୂଡାନ୍ତ ତାଲିକା ପଦାକୁ ଆସିଛି। ରାଜ୍ୟର କେଉଁ ସିଟରେ କିଭଳି ଲଢେଇ ହେବ ସେ ନେଇ ଚିତ୍ର ସ୍ପଷ୍ଟ ହୋଇଛି। ପ୍ରାର୍ଥୀପତ୍ର ଦାଖଲ ପରେ ବିଦ୍ରୋହୀଙ୍କ ପାଇଁ ଚିନ୍ତାରେ ଥିବା…