ପୁଷ୍କରିଣୀ ପାଣି ହୋଇଗଲା ଗୋଲାପୀ, ଛୁଇଁବାକୁ ମନା
ପୁଷ୍କରିଣୀର ପାଣି ହୋଇଗଲା ଗୋଲାପି । ଏହା ପଢିବା ପରେ ଆପଣଙ୍କୁ ଟିକେ ଖଟ୍କା ଲାଗିପାରେ । ଭାବୁଥିବେ ହଠାତ୍ କିପରି ଏକ ପୁଷ୍କରିଣୀର ପାଣି ଗୋଲାପି ହୋଇଯିବ । କିନ୍ତୁ ଘଟଣାଟି ସତ । ହାୱାଇର ମାଉଇ ପ୍ରଦେଶ ଅନ୍ତର୍ଗତ କିଲିଆ ଜାତୀୟ ବନ ସଂରକ୍ଷଣ ପ୍ରକଳ୍ପରେ ରହିଥିବା ଏକ ପୁଷ୍କରିଣୀର ରଙ୍ଗ…