ଭାଗ୍ୟ ବଦଳାଇ ଦେଲା ମାଛ, ରାତାରାତି କୋଟିପତି ହୋଇଗଲେ ମତ୍ସ୍ୟଜୀବୀ
କରାଚି: ଭାଗ୍ୟ ବଦଳାଇ ଦେଲା ମାଛ। ରାତାରାତି ବନିଗଲେ କୋଟିପତି। ଆପଣ ଲଟେରୀ ମାଧ୍ୟମରେ କୋଟି କୋଟି ଜିତିବାର ଖବର ଦେଖିଥିବେ କିମ୍ବା ପଢ଼ିଥିବେ। କିନ୍ତୁ ଜଣେ ମାଛ ବିକାଳୀ ଔଷଧିୟ ଗୁଣ ଥିବା ଦୁର୍ଲଭ ମାଛ ବିକି କୋଟିକୋଟି ଟଙ୍କା କମାଇଛନ୍ତି। ଗରିବ ଉପରେ ଭାଗ୍ୟଦେବୀ ଏପରି ପ୍ରସନ୍ନ ହେଲେ…