Latest Odisha News

BREAKING NEWS

ଝିଅର ପ୍ରଥମ ଝଲକ୍ ଦେଖାଇଲେ ଆଲିଆ, ଫଟୋ କଲେ ସେୟାର

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁର ଅଧିକାଂଶ ସମୟ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ରହିଥାନ୍ତି । ଏବେ ତାଙ୍କ ଝିଅକୁ ବର୍ଷେ ପୂରିଛି । ଏହି ଅବସରରେ ଆଲିଆ ପ୍ରଶଂସକଙ୍କୁ ଝିଅର ପ୍ରଥମ ଝଲକ୍ ଦେଖାଇଛନ୍ତି । ଇନ୍‌ଷ୍ଟାଗ୍ରାମରେ ତାଙ୍କ ଝିଅ…

ରାଜ୍ୟରେ ପ୍ରଥମ ଘଟଣା: ନାଗସାପର ଭୟ ଦେଖାଇ ନାବାଳିକା ଶୋଷଣ, ପୀଡ଼ିତାଙ୍କ ପରିବାରକୁ ଭେଟିଲା ସ୍ନେକ ହେଲ୍ପ ଲାଇନ

ନୟାଗଡ଼: ଓଡ଼ଗାଁ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ନାଗସାପ ଦ୍ଵାରା ଭୟଭୀତ କରାଇ ଶୋଷଣ କରିବା ମାମଲା ସାମ୍ନାକୁ ଆସିଛି। ଅଭିଯୁକ୍ତ ଜଗନ୍ନାଥ ସାହୁଙ୍କ ବିରୁଦ୍ଧରେ ଜାତିଆଣ ଆକ୍ଷେପ ସହିତ ସଙ୍ଗୀନ ପୋକସୋ ଦଫା ଲଗାଯାଇଛି ଏବଂ ଅଧୁନା ସେ ବିଚାରାଧୀନ କଏଦୀ ଭାବରେ ନୟାଗଡ଼ ଜିଲ୍ଲା କାରାଗାରରେ…

ପଞ୍ଜାବ ଜିତିଲା ସୟେଦ ମୁସ୍ତାକ ଅଲୀ ଟ୍ରଫି ଟାଇଟଲ

ମୋହାଲୀ: ବରୋଦାକୁ ୨୦ ରନରେ ପରାସ୍ତ କରି ପଞ୍ଜାବ ପ୍ରଥମ ଥର ପାଇଁ ସୟେଦ ମୁସ୍ତାକ ଅଲୀ ଟ୍ରଫି ଟାଇଟଲ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୦ ଓଭରରେ ୪ ୱିକେଟ ବିନିମୟରେ ୨୨୩ ରନ ସଂଗ୍ରହ କରିଥିଲା । ଅନମୋଲପ୍ରୀତ ସିଂ ୬୧ ବଲରେ ୧୧୩ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ନେହାଲ…

ଛାଡ଼ପତ୍ର ଖୁସିରେ ପାର୍ଟି ଦେଲେ ମଡ଼େଲ

ବ୍ରାଜିଲ: ଭାରତୀୟ ପରମ୍ପରାରେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ହେଉଛି ଜନ୍ମ ଜନ୍ମାନ୍ତର । ଅଗ୍ନିକୁ ସାକ୍ଷୀ ରଖି ପରସ୍ପର ସାତ ଜନ୍ମ ପାଇଁ ସାଥୀ ହୋଇ ରହିବେ ବୋଲି ନିଷ୍ପତ୍ତି ନେଇଥାନ୍ତି । ଯାହା ହେଉଛି ଭାରତୀୟ ପରମ୍ପରାର ପ୍ରତିଫଳନ । ତେବେ ବଦଳୁଥିବା ମାନସିକତା ଆଧାରରେ ଏହି ସମ୍ପର୍କରେ ଏବେ…

ନୟାଗଡ଼ ଚାଷୀ ଆତ୍ମହତ୍ୟା ଘଟଣାର ଅନୁଧ୍ୟାନ ପାଇଁ କମିଟି ଗଠନ

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଜଙ୍କିଆ ପଞ୍ଚାୟତ ଅନ୍ତର୍ଗତ ଓସ୍ତପଡ଼ା ଗ୍ରାମର ଚାଷୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାର ଅନୁଧ୍ୟାନ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛି। ପିସିସି ସଭାପତି ଶରତ ପଟ୍ଟନାୟକ, ପିସିସି ଉପସଭାପତି…

ଭାରତକୁ ୧ ଲକ୍ଷ ଶ୍ରମିକ ମାଗିଲା ଇସ୍ରାଏଲ

ତେଲ ଅବୀବ: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଇସ୍ରାଏଲର ବୋମା ମାଡରେ ଗାଜା ସହର ଧ୍ୱଂସ ହେବାରେ ଲାଗିଛି । ଏହା ମଧ୍ୟରେ ଇସ୍ରାଏଲ ୧ ଲକ୍ଷ ଶ୍ରମିକ ଭାରତକୁ ମଗାଇଛି । ସେମାନଙ୍କୁ ୯୦ ହଜାର ଫିଲିସ୍ତାନୀଙ୍କ ବଦଳରେ ରଖାଯିବ । ଅକ୍ଟୋବର ୭ରେ…

ରାଜ୍ୟର ୩୬ଟି ସାଂଗଠନିକ ଜିଲ୍ଲା ପାଇଁ ସଭାପତିଙ୍କ ନାମ ଘୋଷଣା କଲା ବିଜେପି

ଭୁବନେଶ୍ୱର: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଆଗାମୀ ନିର୍ବାଚନ ପୂର୍ବରୁ ରାଜ୍ୟର ରାଜନୈତିକ ଦଳଗୁଡ଼ିକ ହେଉଛନ୍ତି ସଜବାଜ। ସକ୍ରିୟ ହୋଇଛନ୍ତି ବିଭିନ୍ନ ଦଳର ନେତା। ଏହି କ୍ରମରେ ବିଜେପି ରାଜ୍ୟର ୩୬ଟି ସାଂଗଠନିକ ଜିଲ୍ଲା ପାଇଁ ସଭାପତିମାନଙ୍କ ନାମ ତାଲିକା ଘୋଷଣା କରିଛି। ରାଜ୍ୟ…

ଆଦର୍ଶ ବିଦ୍ୟାଳୟରେ ନାମଲେଖା ପରୀକ୍ଷା ପାଇଁ ପଞ୍ଜୀକରଣ ଆରମ୍ଭ, ୨୦ ପର୍ଯ୍ୟନ୍ତ ଚାଲିବ ପ୍ରକ୍ରିୟା

ଭୁବନେଶ୍ୱର: ଆଦର୍ଶ ବିଦ୍ୟାଳୟରେ ନାମଲେଖା ପରୀକ୍ଷା ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଚଳିତମାସ ୧ ତାରିଖଠାରୁ ଆରମ୍ଭ ହୋଇଯାଇଛି। ଚଳିତ ମାସ ୨୦ତାରିଖ ପର୍ଯ୍ୟନ୍ତ…

ରାମଚରଣଙ୍କ ଗେମ ଚେଞ୍ଜର ଫିଲ୍ମର ଗୀତ ଲିକ, ୨ ଗିରଫ

ମାଡ୍ରାସ:ରାମଚରଣ ତାଙ୍କର ଆଗାମୀ ଫିଲ୍ମ ଗେମଚେଞ୍ଜର ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ଦର୍ଶକଙ୍କ ଏହି ଫିଲ୍ମ ପ୍ରତି ବେଶ ଉତ୍କଣ୍ଠା ରହିଛି । ସେପ୍ଟମ୍ବର ୫ରେ ଏହି ଫିଲ୍ମର ଏକ ଗୀତ ଅନଲାଇନରେ ଲିକ ହୋଇଥିଲା । ୩୦ ସେକେଣ୍ଡର ଏହି ତେଲୁଗୁ କ୍ଲିପିଂ ଖୁବ କମ ସମୟରେ ଭାଇରାଲ ହୋଇ ଯାଇଥିଲା । ଏହା…

ମଞ୍ଚେଶ୍ୱର ଅଳିଆ ଡମ୍ପିଂୟାର୍ଡ ମାମଲାରେ ହସ୍ତକ୍ଷେପ କଲେ ଓଏଚଆରସି

ଭୁବନେଶ୍ୱର: ସୈନିକ ସ୍କୁଲ ନିକଟରେ ଥିବା ଅସ୍ଥାୟୀ ଟ୍ରାନଜିଟ୍ ଷ୍ଟେସନ୍ (ଟିଟିଏସ୍)ରେ ଅଳିଆ ପାହାଡ଼କୁ ନେଇ ଉଦବେଗ ପ୍ରକାଶ ପାଇବା ପରେ ଓଡ଼ିଶା ମାନବାଧିକାର କମିସନ (ଓଏଚ୍ଆରସି) ମଞ୍ଚେଶ୍ୱର ରେଳ କଲୋନି ନିକଟରେ ଅଳିଆ ପକାଯାଉଥିବା ନେଇ ରିପୋର୍ଟ ତଲବ କରିଛନ୍ତି। ଡିସେମ୍ବର ୧୧ ସୁଦ୍ଧା ଏ…