ଆନ୍ଧ୍ର ଟ୍ରେନ୍ ଟ୍ରାଜେଡି : ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି , ୪୫ଟ୍ରେନ୍ ବାତିଲ୍
ଭୁବନେଶ୍ବର : ଆନ୍ଧ୍ର –ଓଡିଶା ସୀମାରେ ଟ୍ରେନ୍ ଦୁର୍ଘଟଣା ଘଟଣା । କଣ୍ଟାକାପାଲୀ ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଲୋକ ପାଇଲଟ୍ , ଗାର୍ଡଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରାୟ ୫୦ ଜଣ ଆହତ ହୋଇଥିବା ନେଇ ସୂଚନା ଦେଇଛନ୍ତି ସିପିଆରଓ । ସେପଟେ…