Latest Odisha News

BREAKING NEWS

ଗାଜା ଉପରେ ଇସ୍ରାଏଲର ଆଖିବୁଜା ଆକ୍ରମଣ: ୪୧ ବନ୍ଧକଙ୍କ ମୃତ୍ୟୁ

ନୂଆଦିଲ୍ଲୀ:ଇସ୍ରାଏଲ ଗାଜା ମଧ୍ୟରେ ଲଗାତାର ୨୧ ଦିନ ଧରି ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଉଭୟ ପକ୍ଷରୁ ମିଶି ୮,୫୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଏମାନଙ୍କ ୩ ହଜାର ଶିଶୁ ଥିବା କୁହାଯାଉଛି । ୭ ଅକ୍ଟୋବରରେ ହମାସ ଇସ୍ରାଏଲ ଉପରେ ରକେଟ ଆକ୍ରମଣ କରିଥିଲା ।…

ରାୟଗଡାରେ ପୃଥକ୍ ବାଇକ୍ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ, ୪ ଗୁରୁତର

ରାୟଗଡା : ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ  । ରାୟଗଡାରେ ପୃଥକ ବାଇକ୍ ଦୁର୍ଘଟଣାରେ ଦୁଇ ମୃତ , ୪ ଗୁରୁତର  । ଚାନ୍ଦିଲି ଥାନା ଭୁଜବଳ ଗାଁ ରାସ୍ତାରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଶ୍ରୀମନ୍ଦିରର ନିଷେଧ କର୍ମ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିସରରେ କିଛି କର୍ମକୁ ନିଷେଧ କରାଯାଇଛି। କେବଳ ଶ୍ରୀମନ୍ଦିର ନୁହେଁ ପୃଥବୀର ସମସ୍ତ ମନ୍ଦିର ଓ ଦେବ ପୀଠରେ ଏହା ନିଷେଧ ଅଟେ। ସାଧାରଣ ଭାବରେ…

ଆକାଶମାର୍ଗରେ ଦାଦାଗିରି ଦେଖାଇଲା ଚୀନ: ଆମେରିକା ବିମାନକୁ ଖସାଇବାକୁ ଚେଷ୍ଟା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ:ପୁଣି ତେଜିଲା ଆମେରିକା-ଚୀନ ବିବାଦ ।  ତାଇବାନକୁ ନେଇ ଚୀନ-ଆମେରିକା ବିବାଦ ଦିନକୁ ଦିନ  ବଢିବାରେ ଲାଗିଛି । ଇତିମଧ୍ୟରେ ଆମେରିକା ଦାବି କରିଛି, ଚୀନ ଦକ୍ଷିଣ ଚୀନ ସାଗରରେ ରୁଟିନ ଅପରେଶନ ଜାରି ରଖିଛି । ସେତିକି ନୁହେଁ, ଆମେରିକା ବୟୁସେନାର ବି-୫୨ ବିମାନକୁ  ରୋକିବାକୁ…

ଦୁର୍ଗାପୂଜା ବିସର୍ଜନ ଶୋଭାଯାତ୍ରା ବେଳେ ବୃଦ୍ଧଙ୍କୁ ହୃଦଘାତ

ଭୁବନେଶ୍ୱର: ଗୁରୁବାର ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ଡିଜେ ମ୍ୟୁଜିକର ବିକଟାଳ ଶବ୍ଦ ଯୋଗୁଁ ଜଣେ ବୃଦ୍ଧ ହୃଦଘାତର ଶିକାର ହୋଇଥିବା ସୂଚନା ମିଳିଛି। ବିଭିନ୍ନ ପର୍ବପର୍ବାଣୀ ଓ ସାମାଜିକ କାର୍ଯ୍ୟକ୍ରମରେ ଅଧିକ ଡେସିବଲ ବାଦ୍ୟ ଉପରେ କମିସନରେଟ୍ ପୁଲିସର କଟକଣା ସତ୍ତ୍ୱେ…

ହଠାତ ଦୁଇ ମନ୍ତ୍ରୀଙ୍କୁ ଚୀନ୍ ରାଷ୍ଟ୍ରପତି କଲେ ବହିଷ୍କାର, ଅସୁରକ୍ଷିତ ନା ଶକ୍ତିଶାଳୀ ହେବାକୁ ପଦକ୍ଷେପ?

ବେଜିଂ: ତିନି ମାସ ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦ୍ୱାରା ମନୋନୀତ ଦୁଇ ଜଣ ହାଇ ପ୍ରୋଫାଇଲ୍ ମନ୍ତ୍ରୀଙ୍କୁ ବିନା କୌଣସି ସରକାରୀ ସ୍ପଷ୍ଟୀକରଣରେ ହଟାଇ ଦିଆଯାଇଛି। ଏହା ସି ଜିନପିଙ୍ଗଙ୍କ କ୍ଷମତା ଓ ରାଜନୈତିକ ଅଭିଳାଷ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେତେକ ବିଶ୍ଳେଷକ ମତ…

ଭାରତର ପୂର୍ବତନ କୋଚ ଗ୍ରେଗ୍ ଚାପେଲଙ୍କ ଆର୍ଥିକ ସ୍ଥିତି ଶୋଚନୀୟ, ଫଣ୍ଡରେଜ କଲେ ସାଙ୍ଗମାନେ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ରିକେଟର ପୂର୍ବତନ କୋଚ ତଥା ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ତଥା କୋଚ୍ ଗ୍ରେଗ୍ ଚାପେଲ୍ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ବନ୍ଧୁମାନେ ତାଙ୍କ ପାଇଁ ଏବେ ପାଣ୍ଠି ସଂଗ୍ରହ କରିବା ପାଇଁ ଏକ GoFundMe ପୃଷ୍ଠାର ଶୁଭାରମ୍ଭ କରିଛନ୍ତି। ଚାପେଲ…

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ, ହିମନ୍ତ ଏବଂ ପ୍ରିୟଙ୍କାଙ୍କୁ ନୋଟିସ୍

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ନିର୍ବାଚନ କମିଶନ ନୋଟିସ ଜାରି କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ୱ ଶର୍ମା ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ…

କତାରରେ ଆଠ ଭାରତୀୟଙ୍କୁ ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ନ୍ୟାୟଗତ ଲଢ଼େଇ କରିବ ଭାରତ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଆଠ ଜଣ ପୂର୍ବତନ କର୍ମଚାରୀଙ୍କୁ ଗୁପ୍ତଚର ଅଭିଯୋଗରେ କାତାରରେ ଫାଶୀ ଦଣ୍ଡାଦେଶ ନିଷ୍ପତ୍ତିକୁ ଭାରତ ନିନ୍ଦା କରିଛି। ଏପରିକି ଦଣ୍ଡିତ ହୋଇଥିବା ବ୍ୟକ୍ତିଙ୍କୁ ନ୍ୟାୟିକ ସହାୟତା ଯୋଗାଇ ଦେବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏକଦା ପ୍ରମୁଖ ଭାରତୀୟ…

ମହୁଆଙ୍କ ବିଦେଶ ଗସ୍ତ ବାବଦରେ ଗୃହମନ୍ତ୍ରାଳୟକୁ ରିପୋର୍ଟ ମାଗିପାରେ ଏଥିକ୍ସ କମିଟି

ନୂଆଦିଲ୍ଲୀ: ଲୋକସଭାର ଏଥିକ୍ସ କମିଟି ଗୃହ ମନ୍ତ୍ରାଳୟକୁ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୈତ୍ରାଙ୍କ 5 ବର୍ଷର ବିଦେଶ ଗସ୍ତର ସବିଶେଷ ତଥ୍ୟ ଦେବାକୁ କହିପାରେ। ଆଜି ଏଥିକ୍ସ କମିଟି ବୈଠକ ବସିବା ପରେ ଏହି ସୂଚନା ମିଳିଛି। ମହୁଆ ତାଙ୍କ ବିଦେଶ ଗସ୍ତ ପାଇଁ ଲୋକସଭାକୁ ସୂଚନା ଦେବା…