ବିଗ୍ବସ୍ରୁ ପ୍ରତିଯୋଗୀଙ୍କୁ ଉଠାଇ ନେଲା ପୋଲିସ
ମୁମ୍ବାଇ: ଛୋଟପରଦାର ସବୁଠୁ ବେଶୀ ଲୋକପ୍ରିୟ ରିୟଲିଟି ଶୋ ହେଉଛି ବିିଗ୍ବସ । ଟେଲିକାଷ୍ଟ ହେବାପରଠାରୁ ବିବାଦୀୟ ହୋଇପଡ଼ିଛି ଏହି ଶୋ’ । ଏବେ ଶୋ’ ମଝିରୁ ଜଣେ ପ୍ରତିଯୋଗୀଙ୍କୁ ଉଠାଇ ନେଇଛି ପୋଲିସ । ସେ ହେଲେ ବର୍ଥୁର ସନ୍ତୋଷ । ରିୟଲିଟି ଶୋ’ରେ ବାଘ ନଖର ପେଣ୍ଡେଣ୍ଟ ପିନ୍ଧିଥିବା ଅଭିଯୋଗରେ…