ବିଜୟା ଦଶମୀରେ ଅସ୍ତ୍ର ପୂଜା ଭାରତ ଆଧିପତ୍ୟ ପାଇଁ ନୁହେଁ ବରଂ ସୁରକ୍ଷା ପାଇଁ କରୁଛି: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ମଙ୍ଗଳବାର ବିଜୟା ଦଶମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତରେ କୌଣସି ଭୂମି ଉପରେ ଆଧିପତ୍ୟ ବିସ୍ତାର କରିବା ପାଇଁ ନୁହେଁ ବରଂ ନିଜ ଭୂମିର ସୁରକ୍ଷା ପାଇଁ ଅସ୍ତ୍ର ପୂଜା କରାଯାଏ।
ବିଜୟା ଦଶମୀରେ ଶସ୍ତ୍ର ପୂଜାର ପରମ୍ପରା ରହିଛି। ଭାରତ ମାଟିରେ କୌଣସି…