Latest Odisha News

BREAKING NEWS

ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ: ୧୮ ଘଣ୍ଟା ମଧ୍ୟରେ ନେଇପାରେ ବାତ୍ୟାର ରୂପ !

ଭୁବନେଶ୍ବର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ସକ୍ରିୟ ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ସ୍ଥିର ଥିବା ଜଣାପଡିଛି । ବର୍ତ୍ତମାନ ପାରାଦୀପଠାରୁ ଏହା ୪୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଆଗାମୀ ୧୮ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।…

ଡ୍ୟୁଟି ସମୟରେ ପ୍ରାଣ ହରାଇଲେ ଅଗ୍ନିବୀର ଅକ୍ଷୟ: ସେନା

ନୂଆଦିଲ୍ଲୀ: ସିଆଚିନରେ ଡ୍ୟୁଟି କରୁଥିବା ବେଳେ ଜଣେ ଅଗ୍ନିବୀରଙ୍କର ମୃତ୍ୟୁ ହୋଇଥିବା ସେନାର ଲେହ-ମୁଖ୍ୟାଳୟ ଫାୟାର ଆଣ୍ଡ ଫ୍ୟୁରୀ କର୍ପସ ପକ୍ଷରୁ ରବିବାର କୁହାଯାଇଛି। ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏବଂ ସେନାର ସମସ୍ତ ପାହ୍ୟାର ଅଧିକାରୀମାନେ ମହାରାଷ୍ଟ୍ରର ଅଗ୍ନିବୀର ଅକ୍ଷୟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଶ୍ରୀମନ୍ଦିରର ରୋଷ ବ୍ୟବସ୍ଥା

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ବିଧି ବ୍ୟବସ୍ଥା ଭିତରେ ଅନେକ ଶାସ୍ତ୍ର ଆଲୋଚନା ପରେ, ପଣ୍ଡିତମାନଙ୍କ ଉପଦେଶ ପ୍ରକାରେ, ଶ୍ରୀମନ୍ଦିର ପରମ୍ପରାରେ କିଛି ସାମଗ୍ରୀର ପ୍ରବେଶକୁ…

ନଦୀରେ ବୁଡ଼ିଯାଇ ଡାକ୍ତରଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରୁଷିକୁଲ୍ୟା ନଦୀରେ ରବିବାର ଜଣେ ମେଡିକାଲ ଛାତ୍ରଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ବ୍ରହ୍ମପୁର ଗୋଷାଣୀନୂଆଗାଁର ରାକେଶ କୁମର ପାଢ଼ୀ ନାମକ ଏହି ଜୁନିୟର ଡାକ୍ତର ଓ ତାଙ୍କ ଦୁଇ ସାଙ୍ଗ ସୋରଡ଼ାକୁ ବଣଭୋଜି କରିବାକୁ ଯାଇଥିଲେ। ପିକନିକ ସମୟରେ ସେମାନେ ନଦୀ କୂଳରେ…

ଦଶହରା: ଭିଡକୁ ଦେଖି କଟକ-ଭୁବନେଶ୍ୱରରେ ୧୦ ଘଣ୍ଟା ପାଇଁ ଭାରିଯାନ ଚଳାଚଳ ବନ୍ଦ

ଭୁବନେଶ୍ୱର: ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ଦଶହରା ଉତ୍ସବ ପାଳନ ବେଳେ ଟ୍ରାଫିକ୍ ସମସ୍ୟାକୁ ରୋକିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ୧୦ ଘଣ୍ଟା ପାଇଁ ଭାରିଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି, ଦଶହରା ସମୟରେ ସାଧାରଣ ଜନତାଙ୍କ ସୁବିଧା ଓ…

ଏମିତି ଜଣେ ବଡ଼ି ବିଲ୍‌ଡ଼ର,ଯାହାର ବେକର ଚଉଡ଼ା ୨୦ ଇଞ୍ଚ

କଲମ୍ବିଆ: ସାଧାରଣତଃ ମଣିଷଙ୍କ ବେକର ମୋଟା ୧୪ରୁ ୧୭ ଇଞ୍ଚ ମଧ୍ୟରେ ହୋଇଥାଏ । ହେଲେ ନିକଟରେ କଲମ୍ବିଆର ବଡିବିଲ୍ଡରଙ୍କ ବେକ ସବୁଠୁ ମୋଟା ବୋଲି ଜଣାପଡ଼ିଛି । ତାଙ୍କ ବେକର ଚଉଡ଼ା ୨୦ ଇଞ୍ଚ । ଏହାକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ । କଲମ୍ବିଆର ବଡି ବିଲଡର ରୁବେଲ ମସ୍‌କ୍ୟେୁରାଙ୍କ ବେକ…

ଭଙ୍ଗାଯିବ ଅମିର ଖାନଙ୍କ ଆପାର୍ଟମେଣ୍ଟ

ମୁମ୍ବାଇ: ଖୁବ୍‌ଶୀଘ୍ର ଭଙ୍ଗାଯିବ ବଲିଉଡ଼ର ଚକୋଲେଟ୍ ହିରୋ ଅମିର ଖାନଙ୍କ ଆପାର୍ଟମେଣ୍ଟ । ମୁମ୍ବାଇର ପାଲି ହିଲ୍ ଅଞ୍ଚଳରେ ଥିବା ଏହି ବଡ଼ ଆପାର୍ଟମେଣ୍ଟକୁ ସମ୍ପୂର୍ଣ୍ଣ ଭଙ୍ଗାଯିବ । ଏହାକୁ ନେଇ ଅମିରଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅମୀରଙ୍କର ମୁମ୍ବାଇର ପାଲି ହିଲ୍…

ଆକାଶ ହୋଇଗଲା ଗୋଲାପୀ, ଲୋକେ ଭୟଭୀତ

ବ୍ରିଟେନ୍‌: ସୋସିଆଲ ମିଡ଼ିଆରେ ଆମେ ଅଜବ ଜିନିଷ ସବୁ ଦେଖିବାକୁ ପାଇଥାଉ । ଆଖିରେ ଦେଖିଲେ ବି ବିଶ୍ୱାସ କରିବା କଷ୍ଟକର ହୋଇପଡ଼େ । ଏବେ ଠିକ୍ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ହୋଇପଡ଼ିଛନ୍ତି । ଏହି ଭିଡ଼ିଓରେ ଆକାଶର ରଙ୍ଗ ସମ୍ପୂର୍ଣ୍ଣ…

ପରିଣୀତିଙ୍କୁ ନିଆରା ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରାଘବ

ମୁମ୍ବାଇ: ୩୫ ବର୍ଷ ବୟସରେ ପଦାର୍ପଣ କଲେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା । ଆଜି ସେ ତାଙ୍କର ୩୫ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ତାଙ୍କ ସ୍ୱାମୀ ରାଘବ ଚଢ଼ା ତାଙ୍କୁ ଏକ ସ୍ୱତନ୍ତ୍ର ଢ଼ଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି । ରାଘବ ତାଙ୍କ ପତ୍ନୀଙ୍କ ସହ କିଛି ଫଟୋ ସେୟାର କରି…

‘ମିଳିତ ବିରୋଧୀ ଏକତା ମେଣ୍ଟ’ର ଜନଆକ୍ରୋଶ ସମାବେଶ ସାମୟିକ ସ୍ଥଗିତ

ଭୁବନେଶ୍ୱର: ସ୍ଥଗିତ ରହିଲା 'ମିଳିତ ବିରୋଧୀ ଏକତା ମେଣ୍ଟ'ର ଜନଆକ୍ରୋଶ ସମାବେଶ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଜନବିରୋଧୀ ନୀତି ବିରୁଦ୍ଧରେ ରାଜ୍ୟର ଅଣବିଜେପି ଓ ଅଣ ବିଜେଡ଼ି ଦଳ ମାନଙ୍କ ପକ୍ଷରୁ ନଭେମ୍ବର ୮ ତାରିଖରେ ରାୟଗଡ଼ା ଠାରେ ଓ ନଭେମ୍ବର ୧୫ରେ ବାଲେଶ୍ୱର ଠାରେ ହେବାକୁ ଥିବା ମିଳିତ…