ରମାଦେବୀ ଯୁକ୍ତ ୨ ହଷ୍ଟେଲରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ, ତଦନ୍ତ ଲାଗି ନିର୍ଦ୍ଦେଶ ଦେଲା ଗଣଶିକ୍ଷା ବିଭାଗ
ଭୁବନେଶ୍ୱର: ରମାଦେବୀରେ ରାଗିଂ ହୋଇଥିବା ଅଭିଯୋଗ ଆସିଛି। ଅଭିଯୋଗ ଆଣିଛନ୍ତି ଯୁକ୍ତ ୨ ହଷ୍ଟେଲ ଛାତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଲା ଗଣଶିକ୍ଷା ବିଭାଗ। ସେପଟେ ଅଭିଯୋଗକୁ ଖଣ୍ଡନ କଲେ ଅଧ୍ୟକ୍ଷା।
ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ,…