Latest Odisha News

BREAKING NEWS

୨୭ ବର୍ଷ ପରେ ମିଳିଲା ନ୍ୟାୟ: ଟ୍ରିପଲ ମର୍ଡର ଘଟଣାରେ ତିନି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର:୨୭ ବର୍ଷ ପରେ ମିଳିଲା ନ୍ୟାୟ । ଭୁବନେଶ୍ୱର ଟ୍ରିପଲ ମର୍ଡର ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ କୋର୍ଟ ଆଜି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଅତିରିକ୍ତି ଜିଲ୍ଲା ଜଜ୍ କୋର୍ଟ ଭୁବନେଶ୍ୱର ଶୁକ୍ରବାର ଏହି ରାୟ ଶୁଣାଇଛନ୍ତି । ଆଜକୁ ୨୭ ବର୍ଷ ତଳେ ହୋଇଥିବା ଘଟଣାର ସମସ୍ତ…

ମହିଳାଙ୍କ ଡରରେ ବନ୍ଦ ଘରେ ୫୫ ବର୍ଷ

ଜଣେ ୭୧ ବର୍ଷୀୟ ଆଫ୍ରିକୀୟ ବ୍ୟକ୍ତି ମହିଳାଙ୍କୁ ଏତେ ଭୟ କରନ୍ତି ଯେ ସେ ଦୀର୍ଘ ୫୫ ବର୍ଷ ହେଲା ଗୋଟିଏ ୧୫ ଫୁଟ୍ ବାଡ଼ ଘେରା ନିର୍ଜନ ଘରେ ଏକାନ୍ତବାସରେ ଜୀବନ କଟାଇ ଆସୁଛନ୍ତି । କାଲିକ୍‌ଷ୍ଟ ଏଞ୍ଜାମୱିତା ନାମକ ଏହି ବ୍ୟକ୍ତିଙ୍କୁ ଯେତେବେଳେ ମାତ୍ର ୧୬ ବର୍ଷ ହୋଇଥିଲା, ସେତେବେଳେ ମହିଳାଙ୍କ…

ପ୍ରଦୂଷଣ ରୋକିବାକ ପ୍ରୟାସ, ଚଳିତବର୍ଷ ବି ଦିଲ୍ଲୀରେ ଫୁଟିବନି ବାଣ

ନୂଆଦିଲ୍ଲୀ: ଆଗକୁ ଆସୁଛି ଦୀପାବଳୀ । ଦେଶର ରାଜଧାନୀକୁ ପ୍ରଦୂଷଣ ମୁକ୍ତ କରିବାକୁ ଦିଲ୍ଲୀ ସରକାରଙ୍କ ଜାରି ରହିଛି ପ୍ରୟାସ । ଚଳିତବର୍ଷ ମଧ୍ୟ ରାଜଧାନୀ ଦିଲ୍ଲୀରେ ବାଣ ଫୁଟାଇବା ଉପରେ ରୋକ ଲଗାଇଛନ୍ତି ସରକାର । ଦିଲ୍ଲୀର ବର୍ଦ୍ଧିତ ପ୍ରଦୂଷଣକୁ ଆଖି ଆଗରେ ରଖି ସରକାର ଏହି ନିଷ୍ପତ୍ତି…

ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ଟ୍ରକ ଚାଳକ; କିଡନୀ ଦାନ କରିବାକୁ ପ୍ରସ୍ତୁତ

ମୁମ୍ବାଇ: ଜଣେ ଟ୍ରକ ଚାଳକଙ୍କ ଅନନ୍ୟ ପ୍ରେମ କାହାଣୀକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । କାରଣ ସେ ସାଉଥ୍ ଅଭିନେତ୍ରୀ ସଞ୍ଚିତା ବସୁଙ୍କ ପ୍ରେମରେ ପଡ଼ିଛନ୍ତି । ଆଉ ସେ ତାଙ୍କ ପ୍ରେମ ପାଇବା ପାଇଁ ଦୁଇଟି ଯାକ କିଡ଼ନୀ ଦାନ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ସାଉଥ୍ ଫିଲ୍ମ…

ମାର୍ଶ, ୱାର୍ଣ୍ଣରଙ୍କ ବିସ୍ଫୋରକ ଶତକ: ଅଷ୍ଟ୍ରେଲିଆ ନିକଟରୁ ୬୨ ରନରେ ପରାସ୍ତ ହେଲା ପାକିସ୍ତାନ

ବାଙ୍ଗାଲୋର: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ମିଚେଲ ମାର୍ଶ ଓ ଡେଭିଡ ୱାର୍ଣ୍ଣରଙ୍କ ବିସ୍ଫୋରକ ଶତକ ପରେ ବୋଲରମାନଙ୍କ ଶୃଙ୍ଖଳିତ ବୋଲିଂ ଯୋଗୁ ଅଷ୍ଟ୍ରେଲିଆ ୬୨ ରନରେ ପାକିସ୍ତାନକୁ ପରାସ୍ତ କରିଛି । ଅଷ୍ଟ୍ରେଲିଆ ପ୍ରଦତ ୩୬୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ୪୫.୩ ଓଭରରେ…

୪୦ ସେକେଣ୍ଡରେ ରୋକିହେବ ଆତ୍ମହତ୍ୟା: ଡବ୍ଲୁଏଚଓ

ନୂଆଦିଲ୍ଲୀ: ବିଶ୍ବରେ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରୁଛନ୍ତି । ଯେଉଁଥିପାଇଁ ପ୍ରତିବର୍ଷ କେବଳ ଆତ୍ମହତ୍ୟା ଯୋଗୁଁ ପ୍ରାୟ ୮ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି। ଆତ୍ମହତ୍ୟା ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ଏହା ମୃତ୍ୟୁର ଦ୍ୱିତୀୟ ବୃହତ୍ତମ କାରଣ ଭାବରେ ଉଭା ହେଉଛି ।…

ଏବେ ବି ବଜାରରେ ୧୦ ହଜାର କୋଟି ଟଙ୍କାର ୨୦୦୦ ନୋଟ ମହଜୁଦ ଅଛି : ଆରବିଆଇ

ନୂଆଦିଲ୍ଲୀ: ଏବେ ବି ବଜାରରେ ୧୦ ହଜାର କୋଟି ଟଙ୍କାର ୨୦୦୦ ନୋଟ ମହଜୁଦ ଅଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ଖୁବ ଶୀଘ୍ର ଏହି ନୋଟଗୁଡିକ ଫେରି ଆସିବ ବୋଲି ସେ ଦୃଢ଼ ଆଶା ପୋଷଣ କରିଛନ୍ତି । ଏ ପର୍ଯ୍ୟନ୍ତ ୮୭ ପ୍ରତିଶତ ୨୦୦୦ ନୋଟ ବ୍ୟାଙ୍କ ଜମା ରୂପେ…

ଫଟୋଗ୍ରାଫରଙ୍କୁ ଧକ୍କା ମାରିଲେ ରଣବୀର

ମୁମ୍ବାଇ: ବଲିଉଡ଼ର ଜଣାଶୁଣା ଅଭିନେତା ହେଉଛନ୍ତି ରଣବୀର କପୁର । ସେ ଅନେକ ସମୟରେ ନିଜର ବ୍ୟକ୍ତିଗତ ଓ ପ୍ରଫେସନାଲ ଲାଇଫ୍‌?କୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଫିଲ୍ମରେ ତାଙ୍କ ଅଭିନୟକୁ ଲୋକେ ଯେତିକି ପସନ୍ଦ କରନ୍ତି, ପ୍ରକୃତ ଜୀବନରେ ତାଙ୍କ ବ୍ୟବହାରକୁ ନେଇ ତାଙ୍କୁ ସେତିକି ଟ୍ରୋଲ ବି…

ଏମିତିି ଗାଁ, ଯେଉଁଠି ବାଘ-ମଣିଷ ରୁହନ୍ତି ଏକାଠି

ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ସମ୍ପର୍କ ଅତି ନିବିଡ଼ । ସେଥିଲାଗି ଲୋକେ ଘରେ ପଶୁପକ୍ଷୀ ରଖିବାକୁ ପସନ୍ଦ କରିଥାନ୍ତି । ନିଜ ପିଲାଙ୍କ ପରି ସେମାନଙ୍କର ଯତ୍ନ ବି ନେଇଥାନ୍ତି । ବାହାରକୁ ଗଲେ ତାକୁ ନେଇ ସାଙ୍ଗରେ ବି ଯାଇଥାନ୍ତି । ଏହାର ପ୍ରମାଣ ଭାରତର ଏକ ଗ୍ରାମରେ ଦେଖିବାକୁ ମିଳିଛି ।…

ବସ ଧର୍ମଘଟ ସ୍ଥଗିତ, ଆସନ୍ତାକାଲିଠୁ ସ୍ବାଭାବିକ ହେବ ସ୍ଥିତି

ଭୁବନେଶ୍ୱର: ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଡାକରା ଦିଆଯାଇଥିବା ଧର୍ମଘଟ ସ୍ଥଗିତ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଧର୍ମଘଟ ଆନ୍ଦୋଳନ ସ୍ଥଗିତ ରହିଛି। 31 ଯାଏ ଆନ୍ଦୋଳନକୁ ସ୍ଥଗିତ ରଖିଛି ସଂଘ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆନ୍ଦୋଳନ ସ୍ଥଗିତ ରହିଛି ବୋଲି ସଂଘ…