କୋର୍ଟ ପରିସରରେ ପଥର ଫିଙ୍ଗି ବୃଦ୍ଧ ଗିରଫ
ବ୍ରହ୍ମପୁର: ସୋମବାର ଗଞ୍ଜାମ ଜିଲ୍ଲା କୋର୍ଟ ପରିସରରେ ଜଣେ ବୃଦ୍ଧଙ୍କୁ ପଥର ଫିଙ୍ଗିବା ଅଭିଯୋଗରେ ଗିରଫ କରାଯାଇଛି। ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୁଣ୍ଡଣ୍ଡା ଗ୍ରାମର ସୁବାସ ଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ଜିଲ୍ଲାର ଛତ୍ରପୁରସ୍ଥିତ ଏସଡିଜେଏମ୍ କୋର୍ଟକୁ ଯାଇ ଅଭିଯୋଗକାରୀ ଓ ଓକିଲଙ୍କ…