ରାଜ୍ୟର ଶାସନ ବ୍ୟବସ୍ଥା ବାବଦରେ ଅବଗତ କରାଇବାକୁ ଦିଲ୍ଲୀ ଯିବେ ବିଜେପି ବିଧାୟକ
ଭୁବନେଶ୍ୱର: ରାଜ୍ୟର ସରକାର ଏବେ ଦଳରେ ପରିଣିତ ହୋଇଛି। ଦଳୀୟ କାମରେ ମାତିଛନ୍ତି ସରକାରୀ କର୍ମଚାରୀ। ଏହା କହିଛନ୍ତି ବିରୋଧୀ ଦଳ ନେତା। ଏବେ ଏହି କଥା ଦେଶର ପ୍ରମୁଖ ଅଧିକାରୀ ଏବଂ ବ୍ୟକ୍ତିଙ୍କ କାନରେ ଖବର ପକାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।…