ଯୁଦ୍ଧ କ୍ଷେତ୍ରକୁ ଯିବା ପୂର୍ବରୁ ବିବାହ କଲେ ସୈନ୍ୟ ପ୍ରେମୀଯୁଗଳ
ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ହମାସ ଆତଙ୍କବାଦୀ ଇସ୍ରାଏଲ ଉପରେ ଗତ ଶନିବାର ଆକସ୍ମିକ ଆକ୍ରମଣ କରିଥିଲା । ପରେ ଇସ୍ରାଏଲ ତାର ସମସ୍ତ ସୈନ୍ୟଙ୍କୁ ଡିୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲା । ଅର୍ଥାତ ଯେଉଁ ସୈନ୍ୟମାନେ ଛୁଟିରେ ଘରକୁ ଯାଇଥିଲେ ସେମାନଙ୍କୁ…