Latest Odisha News

BREAKING NEWS

ଅଫେରା ରାଇଜରେ ‘ଗୁଲୁ ପାପା’: ନିଆରା ଶ୍ରଦ୍ଧାଞ୍ଜଳି ଭିଜାଇ ଦେଲା ସମସ୍ତଙ୍କ ମନ

ଭୁବନେଶ୍ୱର: ଖବର କାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶିତ ବିଜ୍ଞାପନଟିଏ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବିଜ୍ଞାପନଟି ଥିଲା ଏକ ଶ୍ରଦ୍ଧାଞ୍ଜଳି । ସାଧାରଣତଃ ଖବରକାଗଜର ପ୍ରଥମ ପୃଷ୍ଠାରେ ଶ୍ରଦ୍ଧାଞ୍ଜଳି ଖୁବ କମ ଦେଖିବାକୁ ମିଳିଥାଏ । ହେଲେ ଏ ଶ୍ରଦ୍ଧାଞ୍ଜଳି କୌଣସି ବିଶିଷ୍ଟ ଶିଳ୍ପପତି,…

ଡକାୟତି ଯୋଜନା ପଣ୍ଡ, ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ଡକାୟତି ଯୋଜନା ପଣ୍ଡ। ଯାତ୍ରୀଙ୍କ ନିକଟରୁ ସଶସ୍ତ୍ର ଡକାୟତି କରିବା ନିମନ୍ତେ ଯୋଜନା କରୁଥିବା ବେଳେ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜଟଣୀ ଥାନା ପୋଲିସ। ସୂଚନା ଅନୁସାରେ, ଜଟଣୀ ଥାନଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ନିଜ…

ଏମପିରେ ଭାଇ-ଭଉଣୀ ବଦଳାଇବେ ରାଜନୈତିକ ଦୃଶ୍ୟପଟ୍ଟ, ଦଳକୁ ନୂତନ ଗୁରୁମନ୍ତ୍ର ଦେବେ ରାହୁଲ ଓ ପ୍ରିୟଙ୍କା

ଭୋପାଳ: ୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତି ସରଗରମ ହେଉଛି। ମଧ୍ୟପ୍ରଦେଶରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏବେ ଭାଇ-ଭଉଣୀଙ୍କ ଯୋଡି ରାଜନୈତିକ ଦୃଶ୍ୟପଟ୍ଟ ବଦଳାଇବେ ବୋଲି ଚର୍ଚ୍ଚା ଚାଲିଛି। ସୂଚନାନୁସାରେ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ବିନ୍ଧ୍ୟ ଏବଂ…

ନୂଆପଡା ଜିଲ୍ଲାର ୪ ସ୍ଥାନରେ ଅବକାରୀ ବିଭାଗର ଚଢାଉ: ବିପୁଳ ଗଞ୍ଜେଇ ଜବତ, ୯ ମହିଳା ଗିରଫ

ନୂଆପଡା: ନୂଆପଡା ଅବକାରୀ ବିଭାଗକୁ ବଡ ସଫଳତା  । ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ଦଳକୁ ଗିରଫ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ଜିଲ୍ଲାର ୪ଟି ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୯ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି  ।  ସମସ୍ତ…

ବଦଳିଲାନି ଚିରାଫଟା ନୋଟ୍ : ରିଜର୍ଭ ବ୍ୟାଙ୍କ ସାମ୍ନାରେ ଟଙ୍କା ଉଡାଇଲେ ଗ୍ରାହକ

ଭୁବନେଶ୍ବର: ଆଜି ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଦେଖିବାକୁ ମିଳିଛି ଅଭୁତପୂର୍ବ ଦୃଶ୍ୟ  । ରାସ୍ତାରେ ଉଡିଲା ଚିରାଫଟା ୫ଶହ , ୨ ଶହ ଓ ଶହେ ଟଙ୍କିଆ  । ଭୁବନେଶ୍ବର ସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ  ଟଙ୍କା ବଦଳ ପାଇଁ ଆସିଥିବା କିଛି ଗ୍ରାହକ ଫାଟକ ସାମ୍ନାରେ ନୋଟ୍ ଉଡାଉଥିବା…

ହରିୟାଣାରେ ଭୟଙ୍କର ଦୁର୍ଘଟଣା: ଟ୍ରକ-କାର୍ ମୁହାଁମୁହିଁ ଧକ୍କା, ୬ ମୃତ

ରାଜସ୍ଥାନ: ହରିୟାଣାର ଭବାନୀ-ବାହାଲ ରାସ୍ତାର ସେରଲା ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରକକୁ କାର୍ ଧକ୍କା ଦେଇଛି  । ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି ।  ସୂଚନା ମୂତାବକ  ଗତକାଲି ବିଳମ୍ବିତ ରାତିରେ  ଏକ କାରରେ ୬ଜଣ ଯୁବକ ସେରଲା ଗାଁରୁ ଆସୁଥିଲେ ।  କାରଟି ଅତି…

Hair Care: ଆପଣଙ୍କ କେଶ ପାଇଁ ବିପଜ୍ଜନକ ହୋଇପାରେ ଏହି ହେୟାର ଟ୍ରିଟମେଣ୍ଟ ! ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ଆଜିକାଲି ଶାରୀରିକ ସ୍ୱାସ୍ଥ୍ୟ ସହିତ କେଶର ଯତ୍ନ ନେବା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। କେଶକୁ କୋମଳ ଏବଂ ଚମକ କରିବା ପାଇଁ, ଆମେ ଅନେକ ପ୍ରକାରର ସୈନ୍ଦର୍ଯ୍ୟ ଚିକିତ୍ସା ଗ୍ରହଣ କରୁ। କିନ୍ତୁ ଅନେକ ଥର ଏହି ଚିକିତ୍ସା କେଶକୁ ଅଧିକ କ୍ଷତି ପହଞ୍ଚାଏ। ସମସ୍ତେ ଘନ,…

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଅସୁସ୍ଥ: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କଟକ:ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ହୋଇପଡିଛି । ଚୌଦ୍ୱାରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି । ପ୍ରାୟ ୪ ଦିନ ହେବ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମିଳିଥିବା ସୂଚନା ଅନୁସାରେ ସେ କ୍ୟାନ୍ସର ଆକ୍ରାନ୍ତ…

ବାହାନଗା ଟ୍ରେନ ଦୁର୍ଘଟଣା: ୧୨୮ ଦିନ ପରେ ଜଳିଲା ୨୮ ମୃତଦେହ

ଭୁବନେଶ୍ୱର: ୧୨୮ ଦିନ ପରେ ଜଳିଲା ୨୮ ମୃତଦେହ । ଭରତପୁର ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର । ସବୁ ଅଚିହ୍ନା ଶବର ଶେଷକୃତ୍ୟ ସମ୍ପନ୍ନ କରିଛି ବିଏମସି । ଏମ୍ସ, ବିଏମସି ଅଧିକାରୀ, ପୂର୍ବତଟ ରେଳବାଇ ଅଧିକାରୀ ଏବଂ ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ କଣ୍ଟେନର ଖୋଲା ଯାଇଥିଲା । ଏହାର…

ଆସିପାରିଲାନି ଆମ୍ବୁଲାନ୍ସ : ପୁଣି ଖଟିଆ ପାଲଟିଲା ପ୍ରସୂତିଙ୍କ ସାହାଭରସା

ସୁବର୍ଣ୍ଣପୁର: ସରକାର ଗ୍ରାମାଞ୍ଚଳ ଗୁଡିକରେ ଉତ୍ତମ ରାସ୍ତାଘାଟର ସୁବିଧା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି  । କିନ୍ତୁ କେଉଁଠି ନା କେଉଁଠି ତାହା ଫେଲ ମାରୁଛି । ଆଜି ବି ଏମିତି କିଛି ଗାଁ ରହିଛି ଲୋକେ ମୌଳିକ ସୁବିଧା ପାଇବା ତ ଦୂରର କଥା ଏଠାକୁ ଯିବାକୁ ଭଲ ରାସ୍ତା ଖଣ୍ଡିଏ…