Latest Odisha News

BREAKING NEWS

ଟାଇଗର ୩ରେ କାଟ୍ରିନାଙ୍କ ଫାଷ୍ଟ ଲୁକ୍ ସେୟାର କଲେ ସଲମାନ

ମୁମ୍ବାଇ: ଆଗକୁ ଆସୁଛି ବଲିଉଡ଼ ଅଭିନେତା ସଲମାନ ଖାଁ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଅଭିନିତ ଫିଲ୍ମ ଟାଇଗର ୩ । ଏହି ଫିଲ୍ମର ରିଲିଜ ତାରିଖ ଯେତେ ପାଖେଇ ଆସୁଛି ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ସେତେ ବଢିବାରେ ଲାଗିଛିି । ଏହି ଫିଲ୍ମ ଦୀପାବଳି ଅବସରରେ ରିଲିଜ ହେବାକୁ ଯାଉଛି ।…

୭୦ ବର୍ଷ ବୟସରେ ପାଦ ଦେଲେ ରେଖା

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରେଖା ୭୦ ବର୍ଷରେ ପାଦ ଦେଇଛନ୍ତି । ସେ ଆଜି ତାଙ୍କ ଜନ୍ମଦିନକୁ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି । ସୋସିଆଲ ମିଡ଼ିଆରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ୧୯୫୪ ମସିହା ଅକ୍ଟୋବର ୧୦ ତାରିଖରେ ଚେନ୍ନାଇରେ ଜନ୍ମଗ୍ରହଣ…

ଡକାୟତି ଉଦ୍ୟମ ପଣ୍ଡ, ପିସ୍ତଲ ସହ ତିନି ଡକାୟତ ଗିରଫ

ବରଗଡ଼: ଟାଉନ ଥାନା ପୋଲିସର ବଡ଼ ସଫଳତା। ସୋମବାର ସନ୍ଧ୍ୟାରେ ବରଗଡ଼ ଜିରା ନଦୀ ପାଖରେ ଏକ ଡକାୟତ ଦଳ ଡକାୟତି ପାଇଁ ପ୍ଲାନ୍ କରୁଥିବା ବେଳେ ବରଗଡ ପୋଲିସକୁ ସୂଚନା ମିଳିଥିଲା। ବରଗଡ଼ ଏସପି ପ୍ରହଲ୍ଲାଦ ସହାଇ ମିନାଙ୍କ ନିର୍ଦ୍ଦେଶ କ୍ରମେ ଡକାୟତ ଦଳକୁ ଧରିବା ପାଇଁ ବରଗଡ଼ ଟାଉନ ଥାନାର ଏକ…

ରାଜଧାନୀରୁ ଧରାପଡିଲେ ଚୋର ଗ୍ୟାଙ୍ଗ୍, ଦିନରେ ଏକାକୀ ଘରର ସ୍ଥାନକୁ କରୁଥିଲେ ଟାର୍ଗେଟ୍

ଭୁବନେଶ୍ୱର: ଦିନ ଦ୍ବିପ୍ରହରେ ଏକାକୀ ଘରର ସ୍ଥାନକୁ ଟାର୍ଗେଟ କରୁଥିଲେ ଚୋର ଗ୍ୟାଙ୍ଗ୍। ଲୋକଙ୍କ ଘରେ ପ୍ରବେଶ କରି ଚତୁରତାର ସହ ଲ୍ୟାପଟପ୍, ମୋବାଇଲ୍ ଫୋନ୍, ଟ୍ୟାବ୍ ଏବଂ ସୁନା ଅଳଙ୍କାର ଚୋରି କରିବା ପରେ ଖସିଯାଉଥିଲେ। ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଭରତପୁର ଥାନା ପୋଲିସ।…

ବିଗ୍ ବି ଙ୍କୁ ୮୦ ଡ଼େଇଁବ , ଲୋକଙ୍କ ଭଲପାଇବା ଦେଖି କାନ୍ଦି ପକାଇଲେ

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ ବୁଧବାର ଅର୍ଥାତ୍ ଅକ୍ଟୋବର ୧୧ ତାରିଖରେ ୮୦ ଡ଼େଇଁବ । ସେ ପାଳନ କରିବାକୁ ଯାଉଛନ୍ତି ତାଙ୍କ ୮୧ ତମ ଜନ୍ମ ଦିବସ । ଏହି ଅବସରରେ ଟେଲିଭିଜନ ରିୟଲିଟି ଶୋ’ ‘କୌନ ବନେଗା କରୋଡପତି’ର କମିଂ ଏପିସୋଡରେ ଏହି ବିଶେଷ ଦିନକୁ ପାଳନ କରାଯାଇଛି । ତେବେ…

ଶେଷ ହେଲା କୋରାପୁଟ-ଜଗଦଲପୁର ରେଳ ସେକ୍ସନରେ ପୁନଃରୁଦ୍ଧାର କାର୍ଯ୍ୟ

ଭୁବନେଶ୍ୱର: କୋରାପୁଟ-ଜଗଦଳପୁର ରେଳ ସେକ୍ସନରେ ପୁନଃରୁଦ୍ଧାର କାର୍ଯ୍ୟ ସମାପ୍ତ। ମାନବର ଏବଂ ଜରତି ଷ୍ଟେସନ୍ ମଧ୍ୟରେ ମାଟି ଓ ପଥର ଧସିଯିବା ଯୋଗୁଁ ଟ୍ରେନ ସେବା ପ୍ରଭାବିତ ହୋଇଥିଲା। କୋଟଭାଲାସା-କୋରାପୁଟ-କିରାଣ୍ଡୁଲ (କେ.କେ) ରେଳ ଲାଇନର କୋରାପୁଟ-ଜଗଦଲପୁର ରେଳ ସେକ୍ସନର ମାନବର ଏବଂ ଜରତି…

୨୦୨୪ ଆର୍ଥିକ ବର୍ଷ ପାଇଁ ଆଇଏମଏଫ ଭାରତର ଅଭିବୃଦ୍ଧି ଆକଳନକୁ ୬.୩ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ମଙ୍ଗଳବାର ୨୦୨୪ ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ୬.୧ ପ୍ରତିଶତ ରୁ ୬.୩ ପ୍ରତିଶତକୁ ବୃଦ୍ଧି କରିଛି, ଯାହା ଏପ୍ରିଲ-ଜୁନ୍ ତ୍ରୈମାସରେ ଆଶା କରାଯାଉଥିବା ବ୍ୟବହାରଠାରୁ ଅଧିକ ବୋଲି ଦର୍ଶାଇଛି। ଆଇଏମ୍ଏଫ୍…

ପେଟରେ ସଂକ୍ରମଣ କାରଣରୁ ଜସ୍ମିନ ଅସୁସ୍ଥ, ଡ଼ାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଜସ୍ମିନ ଭସିନ ଅସୁସ୍ଥ । ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ଥିବା ନେଇ ଜସ୍ମିନ୍ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏଥିସହିତ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଫଟୋରେ ତାଙ୍କ ହାତରେ ସାଲାଇନ୍…

‘କାଡାଭେରିକ୍‌’ ଶପଥ ନେଲେ ଏମ୍‌ବିବିଏସ୍ ଛାତ୍ରଛାତ୍ରୀ, ଲକ୍ଷ୍ୟ ମୃତଦେହକୁ ସମ୍ମାନ ଦେବା

ଭୁବନେଶ୍ୱର: ଚିକିତ୍ସା ଶିକ୍ଷାର ନୈତିକ ମାନକୁ ଉନ୍ନତ କରିବା ଉଦ୍ଦେଶ୍ୟରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ (କିମ୍‌ସ)ର ମାନବ ଆନାଟୋମି ବିଭାଗ ପକ୍ଷରୁ କାଡାଭେରିକ୍ ଶପଥ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏମ୍‌ବିବିଏସ୍ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନେ ‘କାଡାଭେରିକ୍…

ଶଙ୍ଖକୁ ବିରୋଧ କରି ଓଡିଆ ସଂସ୍କୃତିକୁ ଅପମାନିତ କରୁଛି ବିଜେପି: ବିଜେଡି

ଭୁବନେଶ୍ୱର: ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ନୂଆ ଯୋଜନା ଆମ ଓଡିଶା ନବୀନ ଓଡିଶା। ମାତ୍ର ଯୋଜନା ଆରମ୍ଭରୁ ହିଁ ଲୋଗକୁ ନେଇ ଛିଡା ହୋଇଛି ଅନେକ ବିବାଦ। ଏହି ନୂତନ ଯୋଜନାର ଲୋଗ ଭାବେ ବିଜେଡିର ଦଳୀୟ ଚିହ୍ନ ଶଙ୍ଖକୁ ବ୍ୟବହାର କରାଯାଇଥିବାରୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ବିରୋଧୀ…