Latest Odisha News

BREAKING NEWS

ଏମପି ଭଳି ରାଜସ୍ଥାନରେ ବି ଫସିଲା ବିଜେପି, ଟିକେଟ ନ ପାଇ ଅନିତାଙ୍କ ବିଦ୍ରୋହ!

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେପି ପୁଣିଥରେ ଆଉ ଏକ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ରାଜସ୍ଥାନ ପାଇଁ ଦଳ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୪୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। ସବୁଠୁ ବଡ଼ କଥା ହେଲା ସେ ଭିତରେ ଦଳର ସାତ ଜଣ…

ବିଜେପି ସାଂସଦ କହୁଛନ୍ତି କଂଗ୍ରେସ ଆତଙ୍କବାଦୀଙ୍କୁ ସମର୍ଥନ କରୁଛି !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏସବୁ ରାଜ୍ୟରେ ରାଜନୈତିକ ଲଢେଇ ତୀଵ୍ର ହୋଇଛି। ଏହି ଅବସରରେ ତେଲେଙ୍ଗାନା ବିଜେପିର ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ବନ୍ଦୀ ସଞ୍ଜୟ କୁମାର କଂଗ୍ରେସ ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। କଂଗ୍ରେସ…

ଛତିଶଗଡରେ ‘ଧାନ’ ଜିତାଇବ ଆଉ ହରାଇବ !

ଭୁବନେଶ୍ୱର: ଛତିଶଗଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଛି। କଂଗ୍ରେସ ଶାସିତ ଏହି ରାଜ୍ୟରେ ଆଗାମୀ ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ହେବାକୁ ଯାଉଛି। ଏହି କ୍ରମରେ ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ଅର୍ଥାତ ନଭେମ୍ବର ସାତ ଓ ସତର ତାରିଖରେ ନିର୍ବାଚନ ହେବ। ତାରିଖ…

ବାଂଲାଦେଶକୁ ଶୋଚନୀୟ ଭାବେ ପରାସ୍ତ କଲା ଇଂଲଣ୍ଡ

ଧର୍ମଶାଳା: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ଚାମ୍ପିୟନ ଇଂଲଣ୍ଡ ଶୋଚନୀୟ ଭାବେ ୧୩୭ ରନର ବ୍ୟବଧାନରେ ବାଂଲାଦେଶକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୫୦ ଓଭରରେ ୯ୱିକେଟ ହରାଇ ୩୬୪ ରନ କରିଥିଲା । ଡେଭିଡ ମଲାନ ୧୪୦ରନର ବିସ୍ଫୋରକ…

ବିପଦରେ ଗଣତନ୍ତ୍ର, ଓଡ଼ିଶାରେ ସ୍ଥାଣୁ ଓ ଅଦୃଶ୍ୟ ସରକାର ଚାଲିଛି-ମନମୋହନ ସାମଲ

ବଲାଙ୍ଗୀର / ଭୁବନେଶ୍ୱର:ରାଜ୍ୟରେ ଗଣତନ୍ତ୍ର ବିପଦରେ ।  ପଂଚାୟତରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡୁ ପଡିଛି । ମୁଖ୍ୟମନ୍ତ୍ରୀଙ୍କ ଦେଖା ମିଳୁନାହିଁ । ଓଡ଼ିଶାରେ କିଏ ସରକାର ଚଳାଉଛି ତାହା ଜାଣି ହେଉନାହିଁ । ଓଡ଼ିଶାର ମନ୍ତ୍ରୀ, ବିଧାୟକଙ୍କ ବାକ୍‌ଶକ୍ତି ହରାଇବା ସହ ସେମାନଙ୍କୁ ଗୃହ ବନ୍ଦୀ…

ବେଆଇନ ଭାବେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଅଟକ ରଖିବା ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ମୁକ୍ତ କରିବା ଦାବି ଉପରେ ସୁପ୍ରିମକୋର୍ଟ କେନ୍ଦ୍ରରୁ ଜବାବ ମାଗିଛନ୍ତି। ଏହି ଆବେଦନରେ ସାରା ଦେଶରେ ଥିବା ଜେଲ କିମ୍ବା ନାବାଳକ ସୁଧାର ଗୃହରେ ବେଆଇନ ତଥା ଅବାଧରେ ଅଟକ ଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ମୁକ୍ତ କରିବାକୁ ଦାବି କରାଯାଇଛି। ଏହା…

ଅମର୍ତ୍ତ୍ୟ ସେନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସ୍ପଷ୍ଟୀକରଣ ରଖିଲେ ଝିଅ ନନ୍ଦନା: କହିଲେ ‘ବାପା ଭଲ ଅଛନ୍ତି’

ନୂଆଦିଲ୍ଲୀ:ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପ୍ରସାରିତ ଖବର ଉପରେ ସ୍ପଷ୍ଟୀକରଣ ରଖିଲେ ତାଙ୍କ ଝିଅ ନନ୍ଦନା ଦେବ ସେନ । କିଛି ସମୟ ପୂର୍ବରୁ ସେ ଟୁଇଟ କରି କହିଛନ୍ତି, ତାଙ୍କ ବାପା ବଞ୍ଚିଛନ୍ତି ଏବଂ ସୁସ୍ଥ ଅଛନ୍ତି । ସୂଚନାଥାଉ କି,  ୨୦୨୩ରେ…

ସାଇବର ଠକଙ୍କ ଜାଲରେ ଜୟପୁର ବିଧାୟକ, ଆକାଉଣ୍ଟରୁ ୪ ଲକ୍ଷ ଗାଏବ

ଭୁବନେଶ୍ୱର: ଆଜିକାଲି ସାଇବର ସ୍କାମ ବୃଦ୍ଧି ପାଇବାରେ ଲାଗିଛି। ବ୍ୟବସାୟିକ ଡିଲ୍‌ ଆଳରେ ଠକୁଛନ୍ତି ସାଇବର ଠକ। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ପର୍ଯ୍ୟନ୍ତ ସାଇବର ଠକଙ୍କ ଜାଲରେ ପଡିଛନ୍ତି। ଏଥିରୁ ରାଜନେତାମାନେ ମଧ୍ୟ ବର୍ତ୍ତି ନାହାଁନ୍ତି। ଏବେ ସାଇବର ଲୁଟେରାର…

ନୂଆପଡା ଜିଲ୍ଲା ପରକୋଟ ଗାଁରେ ଅଘଟଣ: ଚେକ୍ ଡ୍ୟାମରେ କରେଣ୍ଟ ଲାଗି ଦମ୍ପତ୍ତି ମୃତ

ନୂଆପଡା : ଚେକ ଡ୍ୟାମରେ କରେଣ୍ଟ ଲାଗି ଦମ୍ପତ୍ତି ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖରିଆରରୋଡ଼ ପରକୋଟ ଗାଁରେ  । ବିଲରେ ପାଣି ମଡାଇବାକୁ ଯାଇଥିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି  । ମୃତକ ପରକୋଟ ଗାଁର ରାମେଶ୍ୱର ରାଉତ ଏବଂ…

ମାଓ ଅପରେଶନବେଳେ ଲାଣ୍ଡମାଇନ ଠାବ: ଅଳ୍ପକେ ବର୍ତ୍ତିରେ ଯବାନ

ମାଲକାନଗିରି:ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ସୁରକ୍ଷା କର୍ମୀ । କମ୍ବିଂ ଅପରେଶନବେଳେ ଯାଉଥିବାବେଳେ ଠାବ ହେଲା ଲାଣ୍ଡମାଇନ । ଯବାନଙ୍କୁ ଟାର୍ଗେଟ କରି ବିଛାଇଥିଲେ ମାଓବାଦୀ । ଏମିତି ଘଟଣା ଘଟିଛି ମାଲକାନଗିରି ଜିଲା ପଡ଼ିଆ ଥାନା ଅନ୍ତର୍ଗତ ମାଟେରୁ ପଂଚାୟତର କମାରଗୁଡ଼ା ଜଙ୍ଗଲରେ…