Latest Odisha News

BREAKING NEWS

ଗୁଣପୁର ସଦର ମହକୁମଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଗୁଣପୁର: ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଗୁଣପୁର ଉପଖଣ୍ଡ ସଦର ମହକୁମା ସ୍ଥିତ ଉପଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ…

ବିଶ୍ୱର ସବୁଠାରୁ ନିଷ୍ଠୁର ମହିଳା ହେଉଛନ୍ତି କିମ ଜୋଙ୍ଗଙ୍କ ଭଉଣୀ

ନୂଆଦିଲ୍ଲୀ:ବିଶ୍ୱର ସବୁଠାରୁ ନିଷ୍ଠୁର ମହିଳା କିଏ ଜାଣନ୍ତି ? ବିଶ୍ୱର ସବୁଠାରୁ ଖତରନାକ ମହିଳା ହେଉଛନ୍ତି ଉତ୍ତର କୋରିଆର ଶାସକ କିମ ଉନ ଜୋଙ୍ଗଙ୍କ ସାନ ଭଉଣୀ କିମ ୟୋ ଜୋଙ୍ଗ । ଏକଥା ଆମେ କହୁନୁ । ଏକଥା କହୁଛି ‘ଦ ସିଷ୍ଟର’ ପୁସ୍ତକ । ନିକଟରେ ଏହି ପୁସ୍ତକ ସାମ୍ନାକୁ ଆସିଛି ।ଏହି…

ସୁଲତାନ ଜୋହର କପ ହକି: ଭାରତୀୟ ଟିମରେ ୩ ଓଡିଆ

ଭୁବନେଶ୍ୱର: ମାଲେସିଆରେ ହେବାକୁ ଥିବା ସୁଲତାନ ଜୋହର କପ ହକି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଘୋଷିତ ଟିମରେ ଓଡିଶାର ୩ଜଣ ଖେଳାଳିଙ୍କୁ ସୁଯୋଗ ମିଳିଛିି । ଏହି ୩ଜଣ ହେଲେ ଅମନଦୀପ ଲାକ୍ରା, ସୁନୀଲ ଜୋଜୋ ଓ ସୁନୀତ ଲାକ୍ରା । ଉତମ ସିଂ ଦଳର ନେତୃତ୍ୱ ନେବେ । ଜୋହର ବାହରୁରେ ଏହି ଜୁନିୟର…

ଉର୍ମାଗଡ଼ ଜଳପ୍ରପାତରେ ଖସିପଡ଼ି ଦଶମ ଶ୍ରେଣୀ ଛାତ୍ର ନିଖୋଜ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ଉର୍ମାଗଡ଼ ଜଳପ୍ରପାତରେ ଖସିପଡ଼ି ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ର ଜଣକ ହେଲେ କଟ୍ରିଙ୍ଗିଆ ପଞ୍ଚାୟତ ନାକଡ଼ିସରୁ ଗ୍ରାମର ଲିଙ୍ଗା ବେହେରାଙ୍କ ପୁଅ ରାଖଲ ବେହେରା (୧୫)। ସେ ଆଦର୍ଶ ବିଦ୍ୟାଳୟର ଦଶମ…

ଟାଟା ପାଓ୍ବାରର ମନମୁଖୀ ଶାସନକୁ ବିରୋଧ: ୭ ଦଫା ଦାବି ନେଇ ବିଦ୍ୟୁତ୍ କର୍ମଚାରୀଙ୍କ ଧାରଣା

ମୟୁରଭଞ୍ଜ: ମୟୁରଭଞ୍ଜରେ ନେସ୍କୋ ପାଓ୍ବାର ଏମ୍ପ୍ଲଇଜ ୟୁନିୟନ୍ ପକ୍ଷରୁ ସଂଘର ଜିଲ୍ଲା ସଭାପତି ସୁବ୍ରମଣ୍ୟମଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି  । ସଂଘର ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଓ ସଂଘର ପରାମର୍ଶଦାତା ପୌରପରିଷଦ ଅଧ୍ୟକ୍ଷ…

ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବେନି ଶୁଭମନ ଗିଲ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ତାର ଦ୍ୱିତୀୟ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବାରୁ ଭାରତୀୟ ଟିମର ମନୋବଳ ଉଚ୍ଚରେ ରହିଛି । ତେବେ ଦଳର ଯୁବ ଖେଳାଳି ଶୁଭମନ ଗିଲ ଏହି ମ୍ୟାଚରେ ଖେଳିବେ ନାହିଁ । ଏପରିକି ସେ ଟିମ…

୧୦ମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ବର୍ଷକୁ ୨ଥର ପରୀକ୍ଷା ଦେବା ବାଧ୍ୟତାମୂଳକ ନୁହେଁ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ବିଷୟରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ବର୍ଷକରେ ଦୁଇ ଥର ବୋର୍ଡ ପରୀକ୍ଷା ନେଇ ଦ୍ୱନ୍ଦ୍ୱ ଦୂର କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏଣିକି ବର୍ଷକୁ ଦୁଇ ଥର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ବସିବାକୁ ବାଧ୍ୟତାମୂଳକ ନୁହେଁ ବୋଲି…

ଜମିବାଡିକୁ କେନ୍ଦ୍ର କରି ପୁତୁରା ଦାଦାକୁ ହତ୍ୟା କରିବା ଘଟଣା: ଅଭିଯୁକ୍ତ ପୁତୁରା ଗିରଫ

ପୁରୀ: ପୁରୀ ସଦର ଗୋପାଳପୁର ସାହି ହତ୍ୟାକାଣ୍ଡ ଘଟଣା  । ଅଭିଯୁକ୍ତ ପୁତୁରାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ  । ଗତ ୭ ତାରିଖରେ ଏହି ଘଟଣା ଘଟିଥିଲା । ଦୀର୍ଘଦିନ ଧରି ଜମିବାଡ଼ିକୁ କେନ୍ଦ୍ର କରି ପୁତୁରା ଭୀମସେନ ଓରଫ ପପୁ ବରାଳ ଏବଂ ଦାଦା ବୀର ବରାଳଙ୍କ ମଧ୍ୟରେ ବିବାଦ ଲାଗି…

ହାଇଦ୍ରାବାଦ-ଦୁବାଇ ଫ୍ଲାଇଟକୁ ହାଇଜ୍ୟାକ୍ ଧମକ, ପୋଲିସ ଖାଲି କରାଇଲା ପୁରା ବିମାନ

ହାଇଦ୍ରାବାଦ: ହାଇଦ୍ରାବାଦରୁ ଦୁବାଇ ଅଭିମୁଖେ ଉଡ଼ାଣ ଭରୁଥିବା ଏୟାର ଇଣ୍ଡିଆର ବିମାନକୁ ହାଇଜାକ ଧମକ। ଇମେଲ ମାଧ୍ୟମରେ ଏହି ଧମକପୂର୍ଣ୍ଣ ମେସେଜ ଆସିଛି। ପୋଲିସ ସୂଚନାନୁସାରେ, ହାଇଦ୍ରାବାଦ-ଦୁବାଇ ଏୟାର ଇଣ୍ଡିଆ ବିମାନକୁ ହାଇଜାକ କରାଯିବ ବୋଲି ଜଣେ ଅଜ୍ଞାତ ବ୍ୟକ୍ତି ବିମାନବନ୍ଦର…

ଇସ୍ରାଏଲରୁ ଆସିଲା ହୃଦୟଥରା ଦୃଶ୍ୟ: ଘରୁ ଟାଣି ଆଣି ଦମ୍ପତିଙ୍କୁ ହତ୍ୟା କଲେ ହମାସ ଆତଙ୍କୀ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ବିଧ୍ୱସ୍ତ ଅଞ୍ଚଳରୁ ଆସିଛି ହୃଦୟଥରା ଦୃଶ୍ୟ । ଅତି ନିଷ୍ଠୁର ଭାବେ ଘରେ ପଶି ସାଧାରଣ ଲୋକଙ୍କୁ ହତ୍ୟା କରୁଛନ୍ତି ହମାସ ଆତଙ୍କୀ । ଇସ୍ରାଏଲ ସରକାରଙ୍କ ପକ୍ଷରୁ ସୋଶିଆଲ ମିଡିଆରେ ଏ ନେଇ ସୂଚନା ଦିଆଯାଇଛି ଯେ ଶନିବାର ଆତଙ୍କୀ ଆକ୍ରମଣ ପରେ ଅନେକ ଶିଶୁ…