୫୦୦୦ କଙ୍କଡା ବିଛା ସହ ୩୩ ଦିନ, କଲେ ରେକର୍ଡ଼
ଥାଇଲାଣ୍ଡ: ସାଧାରଣତଃ କଙ୍କଡ଼ା ବିଛାକୁ ଦେଖିଲେ ଲୋକେ ଭୟରେ ଦୌଡ଼ି ପଳାଇଥାନ୍ତି । କାରଣ କଙ୍କଡ଼ା ବିଚ୍ଛା ବେଶୀ ବିଷାକ୍ତ ହୋଇଥାନ୍ତି । ଏହା କାମୁଡ଼ିଲେ ଅଧିକ ଯନ୍ତ୍ରଣା ଦେଇଥାଏ । ଏମିତି କି କେବେ କେବେ କଙ୍କଡ଼ା ବିଛା କାମୁଡ଼ିବାରେ ଲୋକଙ୍କର ମୃତ୍ୟୁ ବି ହୋଇଥାଏ । କିନ୍ତୁ ଏମିତି ଜଣେ ଯୁବତୀ…