Latest Odisha News

BREAKING NEWS

ପୁଅ କହିଲେ ଝିଅ ଦେଲେ : କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ନିର୍ଦ୍ଦେଶକ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ହୋଇଛି । ପୁଅ ହୋଇଛି କହି ଝିଅ ଧରାଇବା ଭଳି ସାଂଘାତିକ ଅଭିଯୋଗ ଆସିଛି । ରାଜକନିକା ଅଞ୍ଚଳର ଜଣେ ବ୍ୟକ୍ତି ଏହି ଅଭିଯୋଗ ଆଣିଛନ୍ତି । କାଲି ରାତି ସାଢେ ୧୦ ଟାରେ ପୁଅ ହେଲା ବୋଲି ସୂଚନା ଦେଇଥିଲେ । ମାତ୍ର ଫଟୋ…

ନିୟମରେ ବଦଳି କଲା FCRA; ଏଣିକି ବିଦେଶୀ ଚାନ୍ଦାରୁ ସୃଷ୍ଟି ସମ୍ପତ୍ତି ତାଲିକା ଦେବେ ବେସରକାରୀ ସଙ୍ଗଠନ

ନୂଆଦିଲ୍ଲୀ: ବୈଦେଶିକ ଯୋଗଦାନ ନିୟମାବଳୀ ଅଧିନିୟମ (FCRA) ଅନୁଯାୟୀ ପଞ୍ଜୀକୃତ ଏନଜିଓଗୁଡ଼ିକୁ ବର୍ତ୍ତମାନ ବିଦେଶୀ ପାଣ୍ଠି ବ୍ୟବହାର କରି ସେମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଚଳନଶୀଳ ତଥା ଅସ୍ଥାବର ସମ୍ପତ୍ତିର ବିବରଣୀ ପ୍ରଦାନ କରିବେ। ଅର୍ଥାତ୍ ଏଫସିଆରଏ ନିୟମରେ ବଦଳି କରିଛି। ବିଦେଶୀ…

କିମ୍ବଦନ୍ତୀ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ଦାଦାସାହେବ ଫାଲକେ ପୁରସ୍କାର

ମୁମ୍ବାଇ: ଘୋଷଣା ହୋଇଛି ଭରତୀୟ ସିନେମାର ସବୁଠାରୁ ବଡ ସମ୍ମାନଜନକ ପୁରଷ୍କାର “ଦାଦା ସାହେବ ଫାଲକେ ପୁରସ୍କାର” । ବର୍ଷିୟାନ କିମ୍ବଦନ୍ତୀ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ଦାଦା ସାହେବ ଫାଲ୍‌କେ ପୁରସ୍କାର । ଏ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି ।…

ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ଶୁଣାଣି ଶେଷ, ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

କଟକ : ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ  । ଶୁଣାଣି ଶେଷ ପରେ ହାଇକୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି  । ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ୍ ସାବତ୍ରୀ ରଥଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଛି । ଏନେଇ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ୨୦୧୮ …

ରୋଜଗାର ମେଳା: ୫୧ ହଜାର କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ୫୧ ହଜାର କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନ ମନ୍ତ୍ରୀ ମୋଦି । ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ୪୬ଟି ସ୍ଥାନରେ ଆୟୋଜିତ ରୋଜଗାର ମେଳାର ଉଦଘାଟନ କରିବା ସହ ସେଠାରେ ଉପସ୍ଥିତ ସମସ୍ତ ଯୁବକ-ଯୁବତୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ବିଶେଷ…

ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟିକୁ ପଠାଗଲା ସରପଞ୍ଚମାନଙ୍କ ଦାବି ସମ୍ପର୍କିତ ସ୍ମାରକପତ୍ର

ଭୁବନେଶ୍ୱର: ରାଜ୍ୟ ସରପଞ୍ଚ ମହାସଂଘ, ଓଡ଼ିଶାର କର୍ମକର୍ତ୍ତାମାନେ ଗତକାଲି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ତାଙ୍କ ବିଧାନସଭା ପ୍ରକୋଷ୍ଠରେ ଭେଟି ସେମାନଙ୍କ ଦାବି ସଂପର୍କିତ ସ୍ମାରକପତ୍ର ପ୍ରଦାନ କରିଥିଲେ। ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ସେମାନଙ୍କର ଦାବି ସମ୍ବନ୍ଧରେ ଅବଗତ ହେବା ପରେ…

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ନୂଆଖାଇ ଭେଟ୍‌ଘାଟ୍‌

ଭୁବନେଶ୍ୱର : ନୂଆଖାଇ ପର୍ବ ପାଳନର ସ୍ୱତନ୍ତ୍ରତା ତଥା ପ୍ରାଚୀନ ପରମ୍ପରାକୁ ଉଜ୍ଜୀବିତ କରିବା ପରିପ୍ରେକ୍ଷୀରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ସ୍ଥାନୀୟ ରବିନ୍ଦ୍ରମଣ୍ଡପଠାରେ ନୂଆଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର…

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ୯୧ତମ ଜନ୍ମଦିନ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ,…

ନୂଆଦିଲ୍ଲୀ: ଆଜି ହେଉଛି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ୯୧ତମ ଜନ୍ମଦିନ । ଏହି ଅବସରରେ ଦେଶର କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମନମୋହନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ମୋଦି ସୋସିଆଲ ମିଡିଆ ଏକ୍ସରେ…

ରାସ୍ତା ନାହିଁ ଯିବୁ କେମିତି? ରାସ୍ତା ଦୁରାବସ୍ଥା ପାଇଁ ଚିନ୍ତାରେ ଗ୍ରାମବାସୀ

ଯାଜପୁର: ରାସ୍ତାର ଯୁଆଡେ ଦେଖିବ ସିଆଡେ ଖାଲ । ରାସ୍ତାସାରା ପାଣିକାଦୁଅ । ଆଉ ଏହିପରି ରାସ୍ତାରେ ଯିବାଆସିବା କରୁଛନ୍ତି ଅନେକ ଳୋକ । ପ୍ରତିବର୍ଷ ବର୍ଷା ଦିନ ଆସିଲେ ନାହିଁନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ଏହି ଅଞ୍ଚଳବାସୀ । ରାସ୍ତାର ଏପରି ଅବସ୍ଥା ଏବେକାର ନୁହେଁ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ…

ଆସନ୍ତା ୨୮ତାରିଖରେ ବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ ଅଫିସ ଓ କୋର୍ଟ, ଜାଣନ୍ତୁ କାରଣ

ଭୁବନେଶ୍ଵର: ଆସନ୍ତା ୨୮ତାରିଖରେ ବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ ଅଫିସ ଓ କୋର୍ଟ । ଏହି ଦିନକୁ ସରକାରୀ ଛୁଟିଦିନ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ‘ପ୍ରୋଫେଟ ମହମ୍ମଦଙ୍କ ଜୟନ୍ତୀ’ ଅବସରରେ ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ରାଜ୍ୟ ସରକାରଙ୍କ…