ଟ୍ରେନ୍ ଭିତରେ କୁସ୍ତି , ଉପଭୋଗ କଲେ ଯାତ୍ରୀ
ଜାପାନ: ଟ୍ରେନ୍ ଭିତରେ କୁସ୍ତି । ଦୁଇ ପେସାଦାର କୁସ୍ତି ଯୋଦ୍ଧାଙ୍କ କଳାକୌଶଳ ଉପଭୋଗ କରିଛନ୍ତି ଯାତ୍ରୀ । ଏହାର ଏକ ଭିଡ଼ିଓ ଓ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଜାପାନର ଟୋକିଓରୁ ନାଗୋୟା ଯାଉଥିବା ସିଂକାଂସେନ୍ ବୁଲେଟ୍ ଟ୍ରେନ୍ର ଏକ ବଗି ଭିତରେ ଦୁଇ ଜଣ…