Latest Odisha News

BREAKING NEWS

ମାଛ ଭିତରେ ୪୦୦ ପ୍ରଜାତିର ରଙ୍ଗିନ୍ ମାଛ , ଦେଖିବାକୁ ଲୋକଙ୍କ ଭିଡ଼

ଜମ୍ମୁ: ଅଧିକାଂଶ ଲୋକ ଘରେ ଆକ୍ୱାରିୟମ୍ ରଖିବାକୁ ପସନ୍ଦ କରନ୍ତି । ସେଥିରେ ସୁନ୍ଦର ସୁନ୍ଦର ରଙ୍ଗିନ ମାଛଗୁଡ଼ିକୁ ଦେଖି ଖୁସି ହୋଇଥାନ୍ତି । ଏମିତିକି ଦୁଃଖ ମଧ୍ୟ ଅନେକାଂଶରେ କମିଯାଏ । ତେବେ ଜମ୍ମୁରେ ଏଭଳି ଏକ ଦେଖିଲା ଭଳି ସ୍ଥାନ ରହିଛି,ଯାହା ବାହାରୁ ଓ ଭିତରୁ ଦେଖିଲେ କେବଳ ମାଛମୟ…

ସାଙ୍ଗମାନଙ୍କ ସହ ମିଶି ଖୁସିରେ ମହିଳା ଖାଇଦେଲେ କଙ୍କଡ଼ା, ବିଲ୍ ଦେଖି ଉଡ଼ିଗଲା ହୋସ

ସିଙ୍ଗାପୁର: ଦୁନିଆରେ ପ୍ରତ୍ୟେକ ଅଞ୍ଚଳ ନିଜର ସ୍ୱତନ୍ତ୍ର ଖାଦ୍ୟକୁ ନେଇ ବେଶ୍ ପରିଚିତ ହୋଇଥାନ୍ତି । ସାଧାରଣତଃ ଲୋକେ କୌଣସି ସ୍ଥାନକୁ ଗଲେ ସେଠାକାର ବିଶେଷ ଖାଦ୍ୟର ସ୍ୱାଦ ନେଇଥାନ୍ତି । ତେବେ ସେମିତି ଜଣେ ଜାପାନୀ ମହିଳା ମଧ୍ୟ ସିଙ୍ଗାପୁର ଆସିବାବେଳେ ସମାନ କଥା ଭାବିଥିଲେ, କିନ୍ତୁ…

ବନ୍ୟାବିପନ୍ନଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଅମୀର, ଦେଲେ ୨୫ ଲକ୍ଷ ଟଙ୍କା

ମୁମ୍ବାଇ: ବଲିଉଡ ଅଭିନେତା ଅମୀର ଖାନ୍ କିଛିଦିନ ହେବ ପରଦାରୁ ଦୂରେଇ ରହିଛନ୍ତିି । ଏବେ ସେ ନିଜ ପରିବାର ଓ ପିଲାଙ୍କ ସହିତ ସମୟ ବିତାଉଛନ୍ତି । ଏଥିସହିତ ଝିଅର ବିବାହ ପାଇଁ ବି ଅମୀର ବ୍ୟସ୍ତ ଥିବା କୁହାଯାଉଛି । ଏସବୁ ବ୍ୟସ୍ତତା ଭିତରେ ବି ଅମୀର ବନ୍ୟା ବିପନ୍ନଙ୍କୁ ସାହାଯ୍ୟର ହାତ…

ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କୁ ପୁରୀରେ କଳାପତାକା ପ୍ରଦର୍ଶନ

ପୁରୀ: ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ସମୀର ରଞ୍ଜନ ଦାସ ରବିବାର ନିଜ ନିର୍ବାଚନ ମଣ୍ଡଳୀ ନିମାପଡା ଗସ୍ତରେ ଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କଳାପତାକା ପ୍ରଦର୍ଶନ କରିଛନ୍ତି। ଆଜି ସକାଳେ ଜିଲ୍ଲାର ଗୋପ ବ୍ଲକ୍ ଅନ୍ତର୍ଗତ ବେଦପୁର ଠାରେ ଏକ ପ୍ରକଳ୍ପର ଉଦଘାଟନ ପାଇଁ ସମୀର…

ଜମ୍ମୁ କଶ୍ମୀରରେ ୫ ଜଣ ‘ହାଇବ୍ରିଡ୍’ ଆତଙ୍କବାଦୀ ଗିରଫ

ଶ୍ରୀନଗର: ଭାରତୀୟ ସୁରକ୍ଷା ବାହିନୀ ରବିବାର ଜମ୍ମୁ-କଶ୍ମୀରରେ ୫ ଜଣ 'ହାଇବ୍ରିଡ୍' ଆତଙ୍କବାଦୀଙ୍କୁ ଗିରଫ କରିବା ସହ ୨ଟି ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିବା ସହ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରିଛି। ଆଦିଲ ହୁସେନ ବନି, ସୁହେଲ ଅହମ୍ମଦ ଡାର, ଐତମାଦ ଅହମ୍ମଦ ଲାବେ, ମେହରାଜ…

ଇନ୍ଦୋରରେ ଭ୍ରମଣକାରୀ ଦଳକୁ ୯୯ ରନରେ ହରାଇଲା ଭାରତ

ନୂଆଦିଲ୍ଲୀ: ରବିବାର ଇନ୍ଦୋରର ହୋଲକର କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ୯୯ ରନ୍ (ଡିଏଲଏସ ମେଥଡ)ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଗୋଟିଏ ମ୍ୟାଚ୍ ବାକି ଥାଇ ୨-୦ରେ ଶୃଙ୍ଖଳା ହାତେଇ ନେଇଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ୫ ଓ୍ୱିକେଟ୍ ହରାଇ…

ରାଜଧାନୀରେ ଅଘଟଣ, ପୋଖରୀରେ ବୁଡି ୨ ଛାତ୍ର ମୃତ

ଭୁବନେଶ୍ୱର: ପୋଖରୀପୁଟରେ ଅଘଟଣ। ପୋଖରୀରେ ବୁଡ଼ିଗଲେ ଦଶମ ଶ୍ରେଣୀର ଦୁଇ ଜଣ ଛାତ୍ର। ପୋଖରୀରେ ଗାଧୋଉଥିବା ବେଳେ ସେଥିରୁ ଦୁଇ ଜଣ ବୁଡିଯାଇଥିବା ସୂଚନା ମିଳିଛି। ସେମାନଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ…

ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୧୫ ସାରା ଓଡ଼ିଶାରେ ଆରମ୍ଭ ହେବ କଂଗ୍ରେସର ପଦଯାତ୍ରା

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଅକ୍ଟୋବର ମାସ ୧୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତରେ କଂଗ୍ରେସ ପଦଯାତ୍ରା କରିବ। ଏନେଇ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଆହୁତ ଏକ ସାମ୍ବାଦିକ ସମ୍ମିଳିନୀରେ ସାମ୍ବାଦିକମାନଙ୍କୁ ସମ୍ବୋଦିତ କରି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ସୂଚନା…

ଏସିଆନ ଗେମ୍ସ: ୧୩ ବର୍ଷ ପରେ ଫୁଟବଲ ପ୍ରି କ୍ୱାର୍ଟରରେ ପ୍ରବେଶ କଲା ଭାରତ

ହାଙ୍ଗଝୋଉ: ଭାରତୀୟ ଫୁଟବଲ ଟିମ ୧୩ ବର୍ଷ ପରେ ଏସିଆନ ଗେମ୍ସର ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ରବିବାର ଭାରତ ଚମତ୍କାର ପ୍ରଦର୍ଶନ କରି ମ୍ୟାନମାର ସହ ମ୍ୟାଚ ୧-୧ରେ ଡ୍ର ରଖିଥିଲା । ୨୩ତମ ଦଳର ଷ୍ଟାର ଖେଳାଳି ସୁନୀଲ ଛେତ୍ରୀ ଭାରତ ପକ୍ଷରୁ ଏକମାତ୍ର ଗୋଲଟି ସ୍କୋର କରିଥିଲେ ।…

ଇନ୍ଦୋରରେ ଆୟୋଜନ ହେବ ‘ଇଣ୍ଡିଆ ସ୍ମାର୍ଟ ସିଟିଜ୍ କନକ୍ଲେଭ୍ ୨୦୨୩’

ନୂଆଦିଲ୍ଲୀ: ଇଣ୍ଡିଆ ସ୍ମାର୍ଟ ସିଟିଜ୍ ପୁରସ୍କାର ପ୍ରତିଯୋଗିତା (ଆଇଏସଏସି) ୨୦୨୨ ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କେନ୍ଦ୍ରୀୟ ଆବାସ ଓ ସହରୀ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାର ୨୬-୨୭ ସେପ୍ଟେମ୍ବର ୨୦୨୩ ରେ ବ୍ରିଲିଆଣ୍ଟ କନଭେନ୍ସନ ସେଣ୍ଟର, ଇନ୍ଦୋର…