ଆମ୍ରି ହସ୍ପିଟାଲର ୮୪ ପ୍ରତିଶତ ଅଂଶଧନ କିିଣିଲା ମଣିପାଲ ହସ୍ପିଟାଲ
ଭୁବନେଶ୍ୱର: ଭାରତୀୟ ହସ୍ପିଟାଲ୍ ଚେନ୍ ଅପରେଟର ମଣିପାଲ ହସ୍ପିଟାଲ୍ ପକ୍ଷରୁ ବୁଧବାର କୁହାଯାଇଛି ଯେ ପୂର୍ବ ଭାରତରେ ନିଜର ଉପସ୍ଥିତି ବୃଦ୍ଧି କରିବା ଲକ୍ଷ୍ୟରେ ଆମ୍ରି ହସ୍ପିଟାଲର ୮୪% ଅଂଶଧନ କିଣିଛି।
କୋଲକାତାସ୍ଥିତ ଆମ୍ରି ହସ୍ପିଟାଲ୍ସର ମାଲିକାନା ଏଫଏମସିଜି-ଟୁ-ରିୟଲିଟି କମ୍ପାନି…