Latest Odisha News

BREAKING NEWS

ବ୍ରହ୍ମପୁରରେ ବଜ୍ରପାତ ନେଲା ୨ ଜଣଙ୍କ ଜୀବନ, ୪ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ମଙ୍ଗଳବାର ପୃଥକ ପୃଥକ ସ୍ଥାନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଜିଲ୍ଲାର ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ବରମୁଣ୍ଡଳୀ ଗ୍ରାମର ବିଷ୍ଣୁପ୍ରିୟା ପଣ୍ଡା ବର୍ଷା ଓ…

୧୦ରୁ ଅଧିକ ମାମଲାରେ ସମ୍ପୃକ୍ତ ଥିବା ଲୁଟେରା ଗ୍ୟାଙ୍ଗ ଗିରଫ

ଅନୁଗୁଳ: ମାସକ ମଧ୍ୟରେ ୧୦ରୁ ଅଧିକ ମାମଲାରେ ସମ୍ପୃକ୍ତ ଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଅନୁଗୁଳ ଜିଲ୍ଲା ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗ ମୁଖ୍ୟତଃ ଫାଇନାନ୍ସ କମ୍ପାନୀ ଏବଂ ଅଣ୍ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ଟାର୍ଗେଟ୍ କରୁଥିଲେ, ଯେଉଁମାନେ…

ଭାରତୀୟ ସ୍ୱଚ୍ଛତା ଲିଗର ଦ୍ୱିତୀୟ ସଂସ୍କରଣରେ ୪୦୦୦ରୁ ଅଧିକ ସହରର ଟିମ୍ ସାମିଲ୍

ନୂଆଦିଲ୍ଲୀ: ଭାରତୀୟ ସ୍ୱଚ୍ଛତା ଲିଗ୍ (ଆଇଏସଏଲ୍) ର ଦ୍ବିତୀୟ ସଂସ୍କରଣରେ ୪୦୦୦ରୁ ଅଧିକ ସହର ଅଂଶଗ୍ରହଣ କରିବା ସହିତ ସ୍ୱଚ୍ଛ ଭାରତ ମିଶନ ସହରକୁ ନୂତନ ଗତି ମିଳିଛି। ଆଇଏସଏଲ୍ ସ୍ବଚ୍ଛତା ସହିତ ସାମିଲ୍ କାର୍ଯ୍ୟରେ ଯୁବକମାନଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ସହର ମଧ୍ୟରେ…

ଗୋଟିଏ ଗାଁରେ ଗୋଟିଏ ପରିବାର

ଆସାମ: ଆଧୁନିକତାର ଛାପରେ ଧୀରେ ଧୀରେ ଲୋପ ପାଇବାକୁ ବସିଛି ଗାଁ ସଂସ୍କୃତି । ପୂର୍ବ ଭଳି ଆଉ ଗାଁରେ ଦେଖିବାକୁ ମିଳୁନାହିଁ ନିଚ୍ଛକ ଗାଁର ପ୍ରତିଛବି । ପରିମାଣସ୍ୱରୂପ ନିଜର ସତ୍ତା ହରାଇବାକୁ ବସିଛି ଗାଁର ଚଳଣି । ଲୋକେ ସହରମୁହାଁ ହେଉଥିବାରୁ ଏଭଳି ସ୍ଥିତି ଉପୁଜୁଛି । ଆପଣ ଜାଣିଲେ…

ଗଣେଶ ପୂଜାରେ ବିଭିନ୍ନ ସ୍କୁଲରେ ଫିକା ପଡ଼ିଲା ମାହୋଲ, ସରକାର ସଂଘରେ ବିଭାଜନ କରିଥିବା ଅଭିଯୋଗ

ଭୁବନେଶ୍ୱର: ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ଗଣେଶ ପୂଜାରେ ଓଡ଼ିଶାରେ ଅନେକ ସ୍କୁଲ୍ ଖାଲି ପଡ଼ିଥିଲା। ଯେଉଁଭଳି ପୂଜା ସମୟରେ ସ୍କୁଲର ମାହୋଲ ଥାଏ ତାହା ଏଥର ଦେଖିବାକୁ ମିଲିନଥିଲା। ଶିକ୍ଷକମାନେ ଭଞ୍ଜନଗର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓ ବରଗଡ଼ରେ ପ୍ରଦର୍ଶନ ସ୍ଥଳରେ ଗଣେଶ…

ପୁଣି ନାଗାଙ୍କ ପ୍ରେମରେ ସାମନ୍ଥା, ଇନଷ୍ଟାରେ ନାଗାଙ୍କ ସହ ଫଟୋ କଲେ ସେୟାର

ମୁମ୍ବାଇ: ଚାରି ବର୍ଷର ବୈବାହିକ ଜୀବନ ପରେ ଅଲଗା ହୋଇଥିଲେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଦମ୍ପତ୍ତି ନାଗା ଚୈତନ୍ୟ ଓ ସାମନ୍ଥା ରୁଥ୍ ପ୍ରଭୁ । ଅଲଗା ହେବା ପରେ ଦୁହେଁ ଏବେ ନିଜ ନିଜ କାମକୁ ନେଇ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି । ଏବେ ଛାଡ଼ପତ୍ରର ୨ବର୍ଷ ପରେ ନାଗା ଓ ସାମନ୍ଥା ପୁଣି ଥରେ…

ଶାହାରୁଖ, ବିଜୟଙ୍କୁ ନେଇ ଫିଲ୍ମ କରିପାରନ୍ତି ଅଟଲୀ କୁମାର

ମୁମ୍ବାଇ: ଅଟଲୀ କୁମାରଙ୍କ ଯବାନ ବକ୍ସ ଅଫିସରେ ଚମତ୍କାର ବ୍ୟବସାୟ ଜାରୀ ରଖିଛି । ଶାହାରୁଖ ଖାଁ ଅଭିନୀତ ଫିଲ୍ମ ପ୍ରତ୍ୟେକ ଦିନ କିଛି ନା କିଛି ରେକର୍ଡ ଭାଙ୍ଗୁଛି । ପୂର୍ବରୁ ଯବାନରେ ଥାଲାପଥି ବିଜୟ କାମିଓ ରୋଲ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲେ । ମାତ୍ର କୌଣସି କାରଣ ବଶତଃ ଏହା…

ସୁନ୍ଦରଗଡ଼ରେ ବଢ଼ୁଛି ସ୍କ୍ରବ୍ ଟାଇଫସ ଆକ୍ରାନ୍ତ, ଅନୁଧ୍ୟାନ ପାଇଁ ରାଜ୍ୟ ପଠାଇଲା ବିଶେଷଜ୍ଞ ଟିମ୍

ଭୁବନେଶ୍ୱର: ମଙ୍ଗଳବାର ୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଥିବା ଦେଖିବାକୁ ମିଳିଛି। ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ…

ଇଣ୍ଟରନ୍ୟାସନାଲ ୱମାନ ଅଫ୍ ଦି ଇୟର ସମ୍ମାନରେ ସମ୍ମାନିତ ହେଲେ ଶଲ୍ଲୁ ଜିନ୍ଦଲ

ଭୁବନେଶ୍ୱର: ଇଣ୍ଟରନ୍ୟାସନାଲ ୱମାନ ଅଫ୍ ଦି ଇୟର ସମ୍ମାନରେ ସମ୍ମାନିତ ହେଲେ ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶଲ୍ଲୁ ଜିନ୍ଦଲ । ଆମେରିକାର ଚିକାଗୋଠାରେ ଭାରତୀୟ ଦୂତାବାସର ସହଯୋଗରେ ଡିଟ୍ରାଇବଲ୍ସ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ସ୍ୱଦେଶୀ ମେଳା ଇଣ୍ଡିଆନ ଆମେରିକାନ ଟ୍ରେଡ ଫେୟାରରେ ତାଙ୍କୁ…