Latest Odisha News

BREAKING NEWS

ମହିଳା ସଂରକ୍ଷଣ ବିଲ୍: ଶ୍ରେୟ ନେବାକୁ କଂଗ୍ରେସର ଦାବି, ଶାହ ଦେଲେ ଜବାବ

ନୂଆଦିଲ୍ଲୀ: ମଙ୍ଗଳବାର ଲୋକସଭାର ପ୍ରଥମ ଅଧିବେଶନରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ମଧ୍ୟରେ ବାକଯୁଦ୍ଧ ହୋଇଛି। ମହିଳା ସଂରକ୍ଷଣ ବିଲକୁ ନେଇ କଂଗ୍ରେସ ଶ୍ରେୟ ନେବାକୁ ପ୍ରୟାସ କରୁଥିବା ବେଳେ ଏହାକୁ ନେଇ ଦୁଇ ଦଳର ଅନ୍ୟତମ ଶୀର୍ଷ ନେତାଙ୍କ ମଧ୍ୟରେ…

ଏସିଆନ ଗେମ୍ସ: ଫୁଟବଲରେ ଚୀନ ନିକଟରୁ ହାରିଲା ଭାରତ

ହାଙ୍ଗଝୋଉ: ଭାରତୀୟ ଫୁଟବଲ ଟିମ ଏସିଆନ ଗେମ୍ସରେ ପ୍ରଥମ ଗ୍ରୁପ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଆୟୋଜକ ଚୀନ ୫-୧ ଗୋଲରେ ଭାରତକୁ ଶୋଚନୀୟ ଭାବେ ପରାସ୍ତ କରିଛି । ଚୀନ ପକ୍ଷରୁ ତାଓ କିୟାଙ୍ଗଲୋଙ୍ଗ (୭୨, ୭୫ତମ) ୨ଟି ଗୋଲ କରିଥିବା ବେଳେ ଗିୟାଗୋ ତିୟାନୟୀ, ଡେଇ ୱେଇଜୁନ ଓ ହାଓ…

ପ୍ରତିଶୋଧ ରାଜନୀତି ଗଣତନ୍ତ୍ରରେ ଶୋଭନୀୟ ନୁହେଁ: ସମୀର ମହାନ୍ତି

ଭୁବନେଶ୍ୱର: ସମ୍ବାଦ ଖବରକାଗଜ ଅଫିସରେ ଇଓଡବ୍ଲ୍ୟୁର ଚଢାଉ ପରେ ଅନେକ ରାଜନେତା ଗଣମାଧ୍ୟମ ଉପରେ ଅନେକ ପ୍ରକାର ପ୍ରଶ୍ନ ଉଠାଇଛନ୍ତି। କିଏ ସପକ୍ଷରେ କହୁଛନ୍ତି ତ କିଏ ବିପକ୍ଷରେ। ବିଜେପି ପକ୍ଷରୁ ଏହି ଘଟଣାକୁ ସମାଲୋଚନା କରାଯାଉଛି। ଓଡିଶା ସରକାର ରାଜନୈତିକ ଅଭିସନ୍ଧି ରଖି ଓଡିଆ ସମ୍ବାଦ…

ମହିଳା ସଂରକ୍ଷଣ ବିଲ୍ ସଂସଦରେ ପାରିତ ହେଲା ପରେ ବି ୨୦୨୪ ନିର୍ବାଚନ ପୂର୍ବରୁ ଲାଗୁ ହୋଇପାରିବ ନାହିଁ

ନୂଆଦିଲ୍ଲୀ : ନୂଆ ସଂସଦ ଭବନକୁ ସ୍ଥାନାନ୍ତର ପରେ ପ୍ରଥମ ବଡ ପଦକ୍ଷେପରେ, ସଂସଦର ନିମ୍ନ ସଦନରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସଂରକ୍ଷଣ ବ୍ୟବସ୍ଥା ପାଇଁ ମଙ୍ଗଳବାର କେନ୍ଦ୍ର ସରକାର ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଆଗତ କରିଛନ୍ତି। ଏହା ଉଭୟ ବିଧାନସଭା ଓ ଲୋକସଭା ପାଇଁ ଆଗତ ହୋଇଛି।…

ଟିପିଏସ୍ଓଡିଏଲ୍ ପକ୍ଷରୁ ଆସ୍କାରେ ଧନ୍ଦାମୂଳକ ତାଲିମ କେନ୍ଦ୍ର ଉଦଘାଟିତ

ବ୍ରହ୍ମପୁର: ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଆସ୍କାରେ ଏକ ନୂଆ ଧନ୍ଦାମୂଳକ ତାଲିମ କେନ୍ଦ୍ର (ଭିଟିସି) ଉଦଘାଟନ କରାଯାଇଛି । ଦକ୍ଷତା ବିକାଶ, ଜ୍ଞାନରେ ଉନ୍ନତି ଓ ନିଯୁକ୍ତି ହାସଲ କରିବାର ଦକ୍ଷତା ବଢ଼ାଇବା ସୁଯୋଗ ସୁଦୃଢ଼ କରିବା ଦିଗରେ ଏହା କାର୍ଯ୍ୟ କରିବ।…

ମହିଳା ସଂରକ୍ଷଣ ବିଲ୍: ଏବେ ଦୁର୍ବଳ ମହିଳାଙ୍କୁ ପ୍ରାର୍ଥୀ କରିବେ କହିଲେ ବିରୋଧୀ ଦଳ ନେତା, ବିଜେପି ଦେଲା ଜବାବ

ନୂଆଦିଲ୍ଲୀ: ଲୋକସଭାରେ କେନ୍ଦ୍ରଆଇନ୍ ମନ୍ତ୍ରୀ ମହିଳା ସଂରକ୍ଷଣ ବିଲ୍ ଆଗତ କରିବା ପରେ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ଆଲୋଚନା ହୋଇଛି। ଏହି ସମୟରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବୟାନ ସଂସଦରେ ବିତର୍କ ସୃଷ୍ଟି କରିଛି। ରାଜ୍ୟସଭାରେ ବିରୋଧୀ ଦଳ…

ତଦନ୍ତର ସାମ୍ନା କରିବାକୁ ଏତେ ଡର କାହିଁକି? ଆଇନ୍‍ ଉର୍ଦ୍ଧ୍ୱରେ ନୁହଁନ୍ତି ଗଣମାଧ୍ୟମ ସଂସ୍ଥା: ବିଜେଡି

ଭୁବନେଶ୍ୱର: କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତି କରିଥିବା ଜଣେ ବ୍ୟକ୍ତି ଯଦି କୌଣସି ଗଣମାଧ୍ୟମ ସଂସ୍ଥାର ମାଲିକ ହୋଇଥାନ୍ତି, ତେବେ କ’ଣ ସେ ଆଇନର ଉର୍ଦ୍ଧ୍ୱରେ ବୋଲି ଗଣା ଯିବେ କି? ଠକାମି ଓ ଜାଲିଆତି କରୁଥିବା ଗଣମାଧ୍ୟମ ପ୍ରତିଷ୍ଠାନ ପାଇଁ ଆଇନରେ କିଛି ଅଲଗା ବ୍ୟବସ୍ଥା ଅଛି କି…

‘ଗଣପଥ’ର ଫାଷ୍ଟ ଲୁକ ରିଲିଜ, ଆକ୍ସନ ଅବତାରରେ ନଜର ଆସିବେ ଟାଇଗର

ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫ ତାଙ୍କ ଆଗାମୀ ଫିଲ୍ମ ‘ଗଣପଥ: ଏ ହିରୋ ଇଜ ବର୍ନ’କୁ ନେଇ ଖୁବ୍ ବ୍ୟସ୍ତ । ଖୁବଶୀଘ୍ର ସେ ତାଙ୍କର ଯାଦୁ ଦେଖାଇବାକୁ ଆସୁଛନ୍ତି । ନିକଟରେ ଏହି ଫିଲ୍ମର ଫାଷ୍ଟ ଲୁକ୍ ରିଲିଜ୍ ହୋଇଯାଇଛି । ଟାଇଗର ନିଜେ ସୋସିଆଲ ମିଡ଼ିଆରେ ଫିଲ୍ମର ଫାଷ୍ଟ ଲୁକ ସେୟାର…

ବିଶ୍ୱକପ କ୍ରିକେଟ: ପ୍ରଶଂସକଙ୍କ ବିନା ଖେଳାଯିବ ପାକିସ୍ତାନ-ନ୍ୟୁଜିଲାଣ୍ଡ ୱାର୍ମଅପ ମ୍ୟାଚ

ହାଇଦ୍ରାବାଦ: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ ସମ୍ପର୍କୀତ ତାଜା ତଥ୍ୟ ସମ୍ମୁଖକୁ ଆସିଛି । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟଡିୟମରେ ସେପ୍ଟମ୍ବର ୨୯ରେ ଖେଳାଯିବାକୁ ଥିବା ପାକିସ୍ତାନ-ନ୍ୟୁଜିଲାଣ୍ଡ ୱାର୍ମ ଅପ ମ୍ୟାଚ ଦର୍ଶକଙ୍କ ବିନା ଖେଳାଯିବ । ଯେଉଁମାନେ…

ଏକ୍ସର ପ୍ରତ୍ୟେକ ୟୁଜର ଦେବେ ଦେୟ, ମସ୍କ ଦେଲେ ଇସାରା

ନୂଆଦିଲ୍ଲୀ: ଟେସ୍ଲା ଏବଂ SpaceX ର ସିଇଓ ଇଲନ୍ ମସ୍କ ଟ୍ୱିଟର ପାଇଁ ତାଙ୍କ ଯୋଜନା ବିଷୟରେ ଏକ ସଙ୍କେତ ଦେଇଛନ୍ତି। ଯାହାକୁ ସେ ବର୍ତ୍ତମାନ ଏକ୍ସ କହୁଛନ୍ତି। ମସ୍କ କହିଛନ୍ତି ଯେ ସେ ୟୁଜରଙ୍କୁ ବଟସର ମୁକାବିଲା କରିବା ପାଇଁ ପ୍ଲାଟଫର୍ମ ବ୍ୟବହାର କରିବା ପାଇଁ ଏକ ଛୋଟ ମାସିକ ଶୁଳ୍କ…