ମାଲକାନଗିରିରେ ବର୍ଷିଲେ ସାଂସଦ ଅପରାଜିତା: ‘ଯଦି ଭୁବନେଶ୍ୱରରେ ଜମି ହଡପ ହେଉଛି, ଏଠି କ’ଣ ହେଉଥିବ ?’
ଭୁବନେଶ୍ୱର: ସ୍ୱାଭିମାନ ଅଞ୍ଚଳରେ ଉଠାଇଲେ ଦୁ୍ର୍ନୀତି କଥା । କହଲେ ବିଜେଡି ସରକାରର ଭ୍ରଷ୍ଟାଚାରର କଥା । ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ । ପୁଣି ଧୃତରାଷ୍ଟ୍ର ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ କଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ।
ସାଂସଦ ଆଜି ସକାଳୁ କୋରାପୁଟ ଗସ୍ତରେ…