Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀଜଗନ୍ନାଥଙ୍କ ପୂଜା ବିଧି ( ୨ )

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ 'ଅବକାଶ ନୀତି' ଆଲୋଚନା ପୂର୍ବରୁ ଆମେ ଏଥିପାଇଁ ଦରକାରୀ ପଦାର୍ଥ ଓ ତାର ରଖିବା ବିଧି ସହ ପୂଜକଙ୍କ ବସିବା ବିଧି ପ୍ରଭୃତି ଟିକିନିକି ଭାବରେ ଆଲୋଚନା କରିଛେ। ବର୍ତ୍ତମାନ ଜାଣିବା ସମ୍ପୂର୍ଣ ପୂଜା ବିଧି। ଏଠାରେ ଗୋଟିଏ କଥା କହିରଖେ ଶ୍ରୀମନ୍ଦିରରେ ତିନିଜଣ ପୂଜକ…

ଆଜି ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ : ୧୫ରୁ ଉର୍ଦ୍ଧ୍ବ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର : ଆଜି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଏହି ବୈଠକ ଅନୁଷ୍ଠିତ ହେବ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ ହେବାର ସମ୍ଭାବନା ରହିଛି  । ରାଜ୍ୟ କ୍ୟାବିନେଟ୍…

ଆଦିତ୍ୟ-ଏଲ୧ ମିଶନ ଚତୁର୍ଥ ଥର କକ୍ଷପଥକୁ ସଫଳତାର ସହ ପାର କଲା, ୧୯ରେ ଅନ୍ତିମ ଲକ୍ଷ୍ୟସ୍ଥଳକୁ ଯିବ

ନୂଆଦିଲ୍ଲୀ: ଭାରତର ଆଦିତ୍ୟ-ଏଲ୧ ମିଶନ ପୃଥିବୀକୁ ପରିକ୍ରମା କରୁଥିବା ସମୟରେ ଏହାର ଚତୁର୍ଥ ଥର କକ୍ଷପଥକୁ ଶୁକ୍ରବାର ରାତି ୨ଟା ୧୫ ମିନିଟରେ ସଫଳତାର ସହ ପାର କରିଛି। ଏହା ପୂର୍ବରୁ ଚଳିତ ମାସ ୩, ୫ ଏବଂ ୧୦ ତାରିଖରେ ସଫଳତାର ସହ କକ୍ଷପଥ ପାର କରିଥିଲା। ସେପ୍ଟେମ୍ବର ୨ ତାରିଖରେ ଏହି…

ମ୍ୟାଲେରିଆ ଚିହ୍ନଟ ପାଇଁ ମାଲକାନଗିରି ହସ୍ପିଟାଲରେ ଲାଗିଲା ଏଆଇ ମାଇକ୍ରୋସ୍କୋପ

ଭୁବନେଶ୍ୱର: ମ୍ଯାଲେରିଆ ଚିହ୍ନଟ ପାଇଁ ବ୍ୟବହାର ହେଲା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯୁକ୍ତ ମାଇକ୍ରୋସ୍କୋପ୍। ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ମ୍ୟାଲେରିଆକୁ କ୍ଲିନିକାଲ ନିର୍ଭୁଲତା ସହ ଚିହ୍ନଟ କରିବା ଲକ୍ଷ୍ୟରେ ଏପରି ଏକ ପଦକ୍ଷେପ ନିଆଯାଇଛି। ମୁଖ୍ୟ ଜିଲ୍ଲା ଚିକିତ୍ସା ଓ…

ଡାକ୍ତରଙ୍କ ଷ୍ଟିକର ବ୍ୟବହାର କରି କାରରେ ଗଞ୍ଜେଇ ଚାଲାଣ, ତିନି ଗିରଫ

ସମ୍ବଲପୁର: କାରରେ ଡାକ୍ତରଙ୍କ ଷ୍ଟିକର ଲଗାଇ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଏକ କାରରୁ ପ୍ରାୟ ଏକ କ୍ୱିଣ୍ଟାଲ ଓଜନର ଗଞ୍ଜେଇ ଜବତ କରିବା ପରେ ତିନି ଜଣ ଚୋରା ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି। ସମ୍ବଲପୁର-ସୋନପୁର ୧୫ ନମ୍ବର ଜାତୀୟ ରାଜପଥର ଗୁଣ୍ଡେରପୁର ଠାରେ…

ବିପଦ ସଙ୍କେତ ଉପରେ ବଂଶଧାରା ନଦୀ

ରାୟଗଡା: ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀ ବିପଦ ସଙ୍କେତ ନିକଟରେ ପ୍ରବାହିତ ହେଉଛି। ଜିଲ୍ଲାର ଗୁଣୁପୁର ଠାରେ ଥିବା କେନ୍ଦ୍ରୀୟ ଜଳ ଆୟୋଗଙ୍କ କାର୍ଯ୍ଯାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗୁଣୁପୁର ଠାରେ ବଂଶଧାରାର ଜଳସ୍ତର ୮୩.୭୫ ମିଟରକୁ ବୃଦ୍ଧି ପାଇଛି। ଏହି ସ୍ଥାନରେ ନଦୀର ବିପଦ ସଙ୍କେତ…

ଏବେ ହାଇସ୍କୁଲ ଶିକ୍ଷକ କହିଲେଣି ଦାବି ପୂରଣ ନହେଲେ ଯିବେ ସମୂହ ଛୁଟିରେ

ଭୁବନେଶ୍ୱର: ଯଦିଓ ଓ଼଼ଡ଼ିଶା ସରକାର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ବିରୋଧ କରି କାର୍ଯ୍ୟରେ ଯୋଗଦେବାକୁ ଚେତାବନୀ ଦେଇଛନ୍ତି ଅନ୍ୟପଟେ ଆସନ୍ତା ସେପ୍ଟେମ୍ବର ୨୬ ତାରିଖରୁ ହାଇସ୍କୁଲ ଶିକ୍ଷକମାନେ ସେମାନଙ୍କ ଦାବି ପୂରଣ ପାଇଁ ଗଣ ଛୁଟିରେ ଯିବାକୁ ଚେତାବନୀ…

ଏନଆରଆଇ କୋଟାରେ ନାମଲେଖା ନାଁରେ ୨୦ ଲକ୍ଷ ଟଙ୍କାର ଠକେଇ, ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଓଡ଼ିଶାରେ ଏନ୍ଆରଆଇ କୋଟାରେ ଇଞ୍ଜିନିୟରିଂ ଓ ମେଡିକାଲ କଲେଜରେ ନାମ ଲେଖାଇବା ନାଁରେ ୧୩ ଜଣ ଆଶାୟୀଙ୍କ ଠାରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ। କମିସନରେଟ୍ ପୁଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ କଲେଜଗୁଡ଼ିକରେ ନାମଲେଖା ଦୁର୍ନୀତି ମାମଲାରେ ଦୁଇ…

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଜେଟ୍ ଏୟାରଓ୍ବେଜ ପ୍ରତିଷ୍ଠାତା

ମୁମ୍ବାଇ: ଜେଟ୍ ଏୟାରଓ୍ବେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗୁରୁବାର ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ସେପ୍ଟେମ୍ବର ୨୯ ଯାଏଁ ପଠାଇ ଦେଇଛନ୍ତି। କାନାରା ବ୍ୟାଙ୍କରେ ୫୩୮ କୋଟି ଟଙ୍କାର ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏକ ମନି…

ଏସିଆ କପ୍: ଶେଷ ଦୁଇଟି ବଲରେ ପାକିସ୍ତାନର ଫାଇନାଲ ପ୍ରବେଶ ଆଶା ଧୂଳିସାତ କଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ରୋମାଞ୍ଚକର ମ୍ୟାଚରେ ଶ୍ରୀଲଙ୍କା ପାକିସ୍ତାନକୁ ୨ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଶ୍ରୀଲଙ୍କା ଏସିଆ କପ୍ ୨୦୨୩ର ଫାଇନାଲରେ ପ୍ରବେଶ କରିଛି। ଯେଉଁଠାରେ ଘରୋଇ ଦଳ ଭାରତ ସହିତ ମୁହାଁମୁହିଁ ହେବ । ପାକିସ୍ତାନ ବିପକ୍ଷରେ ଏକ ହାଇଭୋଲଟେଜ ମୁକାବିଲାରେ ଶେଷ ଓଭର…