Latest Odisha News

BREAKING NEWS

ବେଆଇନ ଲିଙ୍ଗ ନିରୂପଣ ମାମଲା: ହସ୍ପିଟାଲ ମାଲିକ ଓ ତାଙ୍କ ସ୍ତ୍ରୀ ଗିରଫ

କଟକ: କଟକ ଦୋଳମୁଣ୍ଡାଇ ଓ ଅରୁଣଦାୟ ନଗର ଅଞ୍ଚଳରେ ବେଆଇନ ଲିଙ୍ଗ ନିରୂପଣ ଓ ଗର୍ଭପାତ କାରବାର ଘଟଣାରେ ଦୁଇ ଗିରଫ। ହସ୍ପିଟାଲ ମାଲିକ ନିଜିତ ମହାପାତ୍ର ଓ ତାଙ୍କ ପତ୍ନୀ ମାମିନା ମହାପାତ୍ରଙ୍କୁ ଗିରଫ କରିଛି ବାଦାମବାଡ଼ି ପୋଲିସ। ଅନ୍ୟତମ ଅଭିଯୁକ୍ତ ରାମଚନ୍ଦ୍ର ଓରଫ ଭିକାରି ପରିଡା ଫେରାର ଅଛି।…

ମାଛ ଧରିବାକୁ ଯାଇ ଗଭୀର ଜଳରେ ଭାସିଗଲେ ୩ ବ୍ୟକ୍ତି: ଜଣେ ମୃତ, ଜଣେ ନିଖୋଜ

ବଲାଙ୍ଗୀର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗିରହିଛି ପ୍ରବଳ ବର୍ଷା। ଏହି ସମୟରେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ଗ୍ରାମପଞ୍ଚାୟତ ପିପିଲିପାଲି ଗ୍ରାମରେ ଏକ ବଡ଼ ଅଘଟଣ ଘଟିଛି। ମାଛ ଧରିବାକୁ ଯାଇ ଗଭୀର ଜଳରେ ଭାସିଗଲେ ୩ ବ୍ୟକ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର…

ଡକାୟତି ଯୋଜନା ପଣ୍ଡ, ୭ କୁଖ୍ୟାତ ଅପରାଧୀଙ୍କୁ ବାନ୍ଧିଲା ପୋଲିସ

ପୁରୀ: ସଦର ଓ ଚନ୍ଦନପୁର ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପୁରୀ ଏସପି ଡଃ କନୱର ବିଶାଳ ସିଂଙ୍କ ନେତୃତ୍ବରେ ଫିଲ୍ ପୁରୀ ସେଫ୍, ଫିଲ ପୁରୀ କ୍ଲିନ୍ ଅଭିଯାନ ଚାଲିଛି। ଏହି କ୍ରମରେ ପୁରୀ ସଦର ୪ ଜଣ ଓ ଚନ୍ଦନପୁର ଥାନା ପୋଲିସ ୩ ଜଣଙ୍କୁ ମିଶାଇ ମୋଟ ୭ ଜଣ କୁଖ୍ୟାତ ଅପରାଧୀକୁ ଗିରଫ କରି…

ଅଖା ଭିତରେ ହାତ ବନ୍ଧା ଯୁବତୀଙ୍କ ମୃତଦେହ ଉଦ୍ଧାର

ପୁରୀ: କଣାସ ବ୍ଲକ୍ ଗଡ଼ିଶାଗଦା ଥାନା ଅନ୍ତର୍ଗତ ଦୟାନଦୀର ନୂଆଗାଁ ସେତୁ ନିକଟରୁ ଅଖା ଭିତରେ ହାତ ବନ୍ଧା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ, ଏସପି, ଏସଡିପିଓ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ…

ଝାରସୁଗୁଡାରେ ଜରୁରୀ ଅବତରଣ କରିପାରେ ପ୍ରଧାନମନ୍ତ୍ରୀଙ୍କ ବିମାନ, ଏୟାରପୋର୍ଟରେ ସୁରକ୍ଷା କଡାକଡ଼ି

ଝାରସୁଗୁଡା: ଖରାପ ପାଗ ଯୋଗୁଁ ଝାରସୁଗୁଡାରେ ଜରୁରୀ ଅବତରଣ କରିପାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ। ଏଥିପାଇଁ ଝାରସୁଗୁଡା ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ବିମାନବନ୍ଦରରେ ପୋଲିସ ଓ ସେନା କର୍ମଚାରୀ ଘେରି ରହିଥିବା ବେଳେ ସନ୍ଧାନୀ କୁକୁର ଦ୍ୱାରା ଯାଞ୍ଚ…

୯ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

ଚେନ୍ନାଇ: ତାମିଲନାଡୁର ପୁଦୁକୋଟାଇର ୯ ଜଣ ମତ୍ସ୍ୟଜୀବୀଙ୍କୁ ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା (ଆଇଏମ୍ବିଏଲ୍) ଅତିକ୍ରମ କରିବା ଅଭିଯୋଗରେ ଶ୍ରୀଲଙ୍କା ନୌସେନା ପକ୍ଷରୁ ଗିରଫ କରାଯାଇଛି। ଖବର ଅନୁଯାୟୀ, ବୁଧବାର ରାତିରେ ପୁଡୁକୋଟାଇ ଜିଲ୍ଲାର କୋଟ୍ଟଇପାଟ୍ଟିନମ୍ ଏବଂ ଜଗଦୀପତନମ୍ ଠାରୁ…

ଆଖି ବୁଜିଲା ବିଶ୍ଵର ଉଚ୍ଚତମ କୁକୁର ‘ଜିଉସ୍’

ନୂଆଦିଲ୍ଲୀ: ଆଖି ବୁଜିଲା ବିଶ୍ଵର ଉଚ୍ଚତମ କୁକୁର ‘ଜିଉସ୍‌’ । ବିଶ୍ଵର ସବୁଠାରୁ ଉଚ୍ଚତମ କୁକୁର ଭାବରେ ଜିଉସ୍ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡସ୍‌’ରେ ସ୍ଥାନ ପାଇଥିଲା । ଜିଉସ୍ ର ମୃତ୍ୟୁ ଖବର ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡସ୍‌ ପକ୍ଷରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି। ଦୀର୍ଘ…

ସନାତନ ଧର୍ମକୁ ଶେଷ କରିବାକୁ ତିଆରି ହୋଇଛି ଇଣ୍ଡିଆ ମେଣ୍ଟ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ମଧ୍ୟପ୍ରଦେଶରେ ପହଞ୍ଚି ରାଜ୍ୟରେ ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟକୁ ୬୦,୦୦୦ କୋଟି ଟଙ୍କା ମୂଲ୍ୟର ଅନେକ ବଡ ଉପହାର ଦେବାକୁ ଯାଉଛନ୍ତି। ସେ ବିନା ରିଫାଇନାରୀରେ ପେଟ୍ରୋକେମିକାଲ…

ରାଜ୍ୟରେ ବଢୁଛି ସ୍କ୍ରବ୍ ଟାଇଫସ ମାମଲା: ସମସ୍ତ CDMO ଓ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ଜନସ୍ୱାସ୍ଥ୍ୟ…

ଭୁବନେଶ୍ଵର: ମ୍ୟାଲେରିଆ, ଡେଙ୍ଗୁ ପରେ ଏବେ ରାଜ୍ୟରେ ଚିନ୍ତା ବଢାଇଛି ସ୍କ୍ରବ୍ ଟାଇଫସ୍‌ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି କୀଟ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି । ବର୍ତ୍ତମାନ ସୁଦ୍ଧା ଏହି କୀଟ ଆକ୍ରମଣରେ ୬ ଜଣଙ୍କର ପ୍ରାଣହାନି ହେଲାଣି । ଏହାର…

ଓଡିଶାରେ ପ୍ରବଳ ବର୍ଷିବ: ଏହି ସବୁ ଜିଲ୍ଲାକୁ ରହିଛି ରେଡ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସଦୃଶ୍ୟ ଲଘୁଚାପ ରୂପ  ନେଇଛି । ଏହାର ପ୍ରଭାବରେ ଗୁରୁବାର  ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । କିଛି ଅଞ୍ଚଳରେ ଅତିରୁ ଅତିପ୍ରବଳ ବର୍ଷା ଲାଗି ରହିଛି । ଲଘୁଚାପ…