Latest Odisha News

BREAKING NEWS

୧୦୦ ଯୁବତୀଙ୍କୁ ଡ଼େଟ୍ କଲେଣି ଯୁବକ, ପ୍ରତି ରାଜ୍ୟରେ ୨ ଗର୍ଲଫ୍ରେଣ୍ଡ , ହେଲେ ମିଳିନି ସ୍ୱପ୍ନର ରାଜକୁମାରୀ

ନ୍ୟୁୟର୍କ: ପ୍ରତ୍ୟେକ ବ୍ୟକ୍ତି ନିଜ ପସନ୍ଦର ଜୀବନସାଥୀ ଚାହିଁଥାନ୍ତି । ହେଲେ ଭାଗ୍ୟ ସମସ୍ତଙ୍କୁ ସାଥ୍ ଦେଇ ନ ଥାଏ । କେହି ଏଥିରେ ସଫଳ ହେଉଥିବା ବେଳେ ଆଉ କିଏ ନିରାଶ ହୋଇଥାନ୍ତି । ହେଲେ ଆମେରିକାର ଜଣେ ଯୁବକ ନିଜ ମନପସନ୍ଦର ଜୀବନସାଥୀଟିଏ ପାଇବା ପାଇଁ ୧୦୦ ଝିଅଙ୍କୁ ଡ଼େଟ୍ କରିସାରିଲେଣି…

ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଖୋଲିବ ସି.ଏସ୍‌.ପି (ପ୍ଲସ୍‌) ବ୍ୟାଙ୍କିଂ ଆଉଟ୍‌ଲେଟ୍‌

ଭୁବନେଶ୍ୱର: ଏଣିକି ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଖୋଲିବ ସି.ଏସ୍‌.ପି (ପ୍ଲସ୍‌) ବ୍ୟାଙ୍କିଂ ଆଉଟ୍‌ଲେଟ୍‌। ୬ଟି ପବ୍ଲିକ୍‌ ସେକଫର ବ୍ୟାଙ୍କ ସରକାରଙ୍କ ସହ ଭାଗୀଦାରିରେ ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତ ଗୁଡ଼ିକରେ ବ୍ୟାଙ୍କ ସେବା ଉପଲବ୍ଧ କରାଇବେ। ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ଭାରତୀୟ ରିଜର୍ଭ…

ଫିଲ୍ମ ‘ଯବାନ’ ଦେଖିବା ପରେ ନୟନତାରାଙ୍କୁ ପ୍ରଶଂସା କଲେ ଅର୍ଜୁନ

ମୁମ୍ବାଇ: ବଲିଉଡ଼ର କିଙ୍ଗ୍ ଖାନ ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ‘ଯବାନ’ ଏବେ ସାରା ବିଶ୍ୱରେ ଧମାଲ କରୁଛି । ଏହା ଗତ ୭ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଫିଲ୍ମ ଯବାନର କ୍ରେଜ ଦେଖିବାକୁ ମିଳିଛି । ଆଡଭାନ୍ସ…

ଦି ଗ୍ରେଟ ଖଲୀ ଚଳାଇଲେ ହାର୍ଲି ଡେଭିଡସନ ବାଇକ, ତାଙ୍କ ପାଇଁ ଏହା ଥିଲା ଖେଳଣା ସଦୃଶ

ନୂଆଦିଲ୍ଲୀ: ପହିଲିୱାନ ତଥା ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର ଦି ଗ୍ରେଟ ଖଲୀଙ୍କୁ କିଏ ବା ନ ଜାଣେ । ନିକଟରେ ସେ ହାର୍ଲେ ଡେଭିଡସନ ହ୍ୟାରିଟେଜ ସଫ୍ଟଟେଲ କ୍ଲାସିକ ମୋଟର ସାଇକେଲ ଚଳାଇବା ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି । ଖଲୀ ପ୍ରଶଂସକଙ୍କ ପାଇଁ ଏହି ଭିଡିଓ ଶେୟାର କରିଥିଲେ । ଏହା ଏକ ଦାମୀ,…

ରିଲିଜ ହେଲା ‘ଦ ଗ୍ରେଟ ଇଣ୍ଡିଆନ ଫ୍ୟାମିଲି’ ର ଟ୍ରେଲର, ଏଥର ଦର୍ଶକଙ୍କୁ ହସାଇବେ ଭିକି

ମୁମ୍ବାଇ : ବଲିଉଡ ଅଭିନେତା ଭିକି କୌଶଲ ତାଙ୍କର ଆଗାମୀ ଫିଲ୍ମ ‘ଦ ଗ୍ରେଟ ଇଣ୍ଡିଆନ ଫ୍ୟାମିଲି’ ନେଇ ଚର୍ଚ୍ଚାରେ ଅଛନ୍ତି । ମଙ୍ଗଳବାର ଏହି ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଯାଇଛି । ଏହାକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଏହା ଏକ ଜବରଦସ୍ତ କମେଡି ଫିଲ୍ମ ଏହାର ଟ୍ରେଲରକୁ ଦେଖିବା ପରେ…

ଗୁଗୁଲ୍ ମ୍ୟାପ୍ ଅନୁସରଣ କରି ପୋଖରୀରେ ପଶିଗଲା ଲରି

ତେଲେଙ୍ଗାନା : ଆଜିକାଲି ଅଧିକାଂଶ ଲୋକ ଗୁଗୁଲ ମ୍ୟାପ୍ ଉପରେ ନିର୍ଭର କରୁଛନ୍ତି । କାରଣ ଏବେ ଗୁଗୁଲ୍ ମ୍ୟାପ୍ ସହର ଠାରୁ ଗାଁ ପର୍ଯ୍ୟନ୍ତ ଯେ କୌଣସି ସ୍ଥାନ ଖୋଜିବାରେ ବହୁତ ସାହାଯ୍ୟ କରୁଛି । ତଥାପି, ବେଳେବେଳେ ଗୁଗୁଲ୍ ମ୍ୟାପ ଉପରେ ନିର୍ଭର କରିବା ମଧ୍ୟ ଭୁଲ ପ୍ରମାଣିତ ହୋଇଥାଏ । ଏବେ…

ମଣିପୁରରେ ପୁଣି ହିଂସା, ୩ ଜଣ କୁକି ସମ୍ପ୍ରଦାୟଙ୍କୁ ଗୁଳି କରି ହତ୍ୟା

ଇମ୍ଫାଲ: ମଙ୍ଗଳବାର ସକାଳେ ମଣିପୁରର କାଙ୍ଗପୋକପି ଜିଲ୍ଲାରେ ନିଷିଦ୍ଧ ଉଗ୍ରବାଦୀଙ୍କ କିଛି ସଦସ୍ୟମାନେ କୁକି-ଜୋ ସମ୍ପ୍ରଦାୟର ତିନି ଆଦିବାସୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ୩ ଜଣ କୁକି ସମ୍ପ୍ରଦାୟର ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଅଧିକାରୀଙ୍କ କହିବା କଥା ହେଲା…

ପଦରୁ ବାହାରିବା ପରେ ମୁହଁ ଖୋଲିଲେ ସୌମ୍ୟ: କହିଲେ, ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଅସଲି ନା ନକଲି ?

ଭୁବନେଶ୍ୱର: ବିଜେଡି ଉପସଭାପତି ପଦରୁ ବାହାରିବା ପରେ ମୁହଁ ଖୋଲିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିଧାୟକ । ଏହି ଦସ୍ତଖତ  ଅସଲି  ନା ନକଲି ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ । ଆଜି ବିଜୁ…

ଚର୍ଚ୍ଚାରେ ମରିସସ୍ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ମିଳିଥିବା ଉପହାର ବାକ୍ସ, ଜାଣନ୍ତୁ ବାକ୍ସରେ କ’ଣ ରଖିଛନ୍ତି…

ନୂଆଦିଲ୍ଲୀ: ମରିସସ୍‌ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଶାଗୁଆନ କାଠର ବାକ୍ସରେ ଏକ ସୁନ୍ଦର ଉପହାର ଭେଟି ଦେଇଛନ୍ତି । ଜି-୨୦ ସମ୍ମିଳନୀକୁ ଆସିଥିବା ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥଙ୍କ ପତ୍ନୀ କବିତା ଜଗନ୍ନାଥଙ୍କୁ ଗୁଜରାଟ କାରିଗରମାନଙ୍କ ଦ୍ୱାରା…