Latest Odisha News

BREAKING NEWS

କାଳିଆପାଣି ଅଞ୍ଚଳରେ ୨ ଶିଶୁ କନ୍ୟାଙ୍କୁ ଦୁର୍ଷ୍କମ, ଅଭିଯୁକ୍ତ ଗିରଫ

ଯାଜପୁର: କାଳିଆପାଣି ଥାନା ସୁକୁରଙ୍ଗି ଅଞ୍ଚଳରେ ୨ ଶିଶୁକନ୍ୟାଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ। ଅଭିଯୋଗ କ୍ରମେ ଅଭିଯୁକ୍ତକୁ ଗିରଫ କଲା କାଳିଆପାଣି ଥାନା ପୋଲିସ। ଅଭିଯୁକ୍ତ ଜଣକ ସ୍ଥାନୀୟ ଅଞ୍ଚଳର କ୍ଷେତ୍ରବାସୀ ଦେହୁରୀଙ୍କ ପୁଅ ରତ୍ନାକର ଦେହୁରୀ ବୋଲି…

ଭାରତରେ କ୍ୟାନ୍ସରର ନକଲି ଔଷଧ ବିକ୍ରି ହେଉଛି, ସତର୍କ କରାଇଲା ଡିସିଜିଆଇ

ନୂଆଦିଲ୍ଲୀ: ଭାରତରେ ଲିଭର ଓ କ୍ୟାନ୍ସର ରୋଗର ନକଲି ଔଷଧ ବଜାରରେ ଘୁରି ବୁଲୁଛି । ଲିଭର ରୋଗ ପାଇଁ ବ୍ୟବହୃତ ହେଉଥିବା ଔଷଧ ଡିଫିଟୋଲିୟୋ ଓ କ୍ୟାନ୍ସରର ବ୍ୟବହ୍ୟତ ଏଡସେଟ୍ରିସ ଇଂଜେକ୍ସନର ନକଲି ପ୍ରତି ସାବଧାନ ରହିବାକୁ ଡିସିଜିଆଇ ସତର୍କତା ସୂଚନା ଜାରୀ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…

ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ, କରାଗଲା ଅସ୍ଥି କଳସ ବିସର୍ଜନ ଯାତ୍ରା

ଭଦ୍ରକ: ଦିବଙ୍ଗତ ନେତା ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକ। ଏହି ଉପଲକ୍ଷେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମଙ୍ଗରାଜପୁରରୁ ସ୍ୱର୍ଗତଃ ସେଠୀଙ୍କ ଅସ୍ଥି କଳସ ବିସର୍ଜନ ଶୋଭାଯାତ୍ରା ବାହାରି ତିହିଡି ବଜାର, ଦୋଳସାହି, ବୋଡକ, ସହିଦନଗର, ମଙ୍ଗଳପୁର, ଅସୁରାଳୀ, କୋଠାର,…

ଭାରତର ଲଦାଖରେ ନିର୍ମାଣ ହେବ ବିଶ୍ୱର ସର୍ବୋଚ୍ଚ ସାମରିକ ଏୟାରଫିଲ୍ଡ୍

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି । ଏହି ସମୟରେ ଭାରତ ଚୀନ୍ ଉଦ୍ଦେଶ୍ୟରେ ଏକ ବଡ଼ ବାର୍ତ୍ତା ଦେଇଛି । ଲଦାଖର ନୟୋମାଠାରେ ବିଶ୍ୱର ସର୍ବୋଚ୍ଚ ସାମରିକ ଏୟାରଫିଲ୍ଡ ନିର୍ମାଣ କରିବାକୁ ଯାଉଛି ଭାରତ । ୧୨ ସେପ୍ଟେମ୍ବର ୨୦୨୩ ମଙ୍ଗଳବାର ଦିନ…

କାପଡାଗୁନ୍ଦା ଚିତ୍ରକଳାରେ ଝଟକୁଛି ନିୟମଗିରିର ବିରଳ ଜନଜାତିଙ୍କ ଗାଁ କୁର୍ଲି

ରାୟଗଡ଼ା: ଜିଆଇ ଟ୍ୟାଗ୍ ମାନ୍ୟତା ଦୌଡରେ ଡଙ୍ଗରିଆ ଜନଜାତିଙ୍କ ବାନ୍ଧକଳା କପଡାଗୁନ୍ଦା। ନିୟମଗିରିର ବିରଳ ଜନଜାତିଙ୍କ ପ୍ରଥା ଆଉ ପରମ୍ପରାରେ ଜଡିତ କାପଡାଗୁନ୍ଦା ଚିତ୍ରକଳା ଡଙ୍ଗରିଆଙ୍କ ଘର କାନ୍ଥରେ ସ୍ଥାନ ପାଇଛି। ବିଷମ କଟକ ବ୍ଲକ ଅଧୀନରେ ଥିବା ନିୟମଗିରିର କୁର୍ଲୀ ପଞ୍ଚାୟତର ୭ଟି ଗାଁର…

ଦିନିକିଆ କ୍ୟାରିୟରରେ ୫୦ତମ ଅର୍ଦ୍ଧଶତକ ପୂରଣ କଲେ ରୋହିତ

କଲମ୍ବୋ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ଦିନିକିଆରେ ୫୦ତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ପାକିସ୍ତାନ ବିପକ୍ଷ ଏସିଆ କପ ସୁପର ଫୋର ମୁକାବିଲାରେ ସ୍ୱେଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଭାରତର ୮ମ ବ୍ୟାଟ୍ସମ୍ୟାନ ଭାବେ ସେ ଏହି ସଫଳତା ହାସଲ କରିଛନ୍ତି । ସେ ୪୯ ବଲରେ ୫୬…

କୁକୁରଙ୍କ ପାଇଁ ସ୍ୱତନ୍ତ୍ର ପାର୍କ ,ଯେଉଁଠି ରହିଛି ଅନେକ ସୁବିଧା

ଲୁଧିଆନା: ଦୁନିଆରେ ଅନେକ ଭିନ୍ନ ଭିନ୍ନ ପାର୍କ ଅଛି, ଯେଉଁଠାକୁ ଲୋକମାନେ ଅବସରବିନୋଦନ ପାଇଁ ଯାଇଥାନ୍ତି । ଆଉ ଛୋଟ ପିଲାମାନେ ଖେଳିବା ପାଇଁ ଯାଇଥାନ୍ତି । ଏମିତି କି ଭ୍ରମଣ, ଯୋଗ ଏବଂ ବ୍ୟାୟାମ ମଧ୍ୟ କରନ୍ତି । ଆଉ ପ୍ରିୟଜନମାନଙ୍କ ସହିତ ଶାନ୍ତିପୂର୍ଣ୍ଣ ମୁହୂର୍ତ୍ତ ପ୍ରକୃତି ନିକଟରେ…

ଦୁର୍ଗା ପୂଜା ଲାଗି ଶାନ୍ତି କମିଟି ବୈଠକ: ଚଳିତବର୍ଷର ଭସାଣିକୁ ନିଶା ମୁକ୍ତ ଓ ଡିଜେ ମୁକ୍ତ କରିବାକୁ ନିଷ୍ପତ୍ତି

କଟକ: ଦୁର୍ଗା ପୂଜା ଲାଗି କଟକ ମହାନଗର ନିଗମର ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦୁର୍ଗା ପୂଜାକୁ କେଉଁ ଭଳି ଭାବରେ ଶାନ୍ତି ଶୃଙ୍ଖଳା ସହିତ କରାଯିବ, ସେ ବିଷୟରେ ପୂଜା କମିଟି ପକ୍ଷରୁ ଦିଆଯାଇଥିବା ବିଭିନ୍ନ ପ୍ରସ୍ତାବ ବିଷୟରେ ଆଲୋଚନା କରାଯାଇଛି। ତେବେ ଚଳିତବର୍ଷର…

ଜି-୨୦ ରାତ୍ରୀ ଭୋଜନରେ ମୁଖ୍ୟମନ୍ତ୍ରୀ ଯୋଗ ନଦେବା ଉପରେ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର: ବିଜେଡିକୁ ବିଜେପିର ଟାର୍ଗେଟ। ଏଥର ଟାର୍ଗେଟ କରିଛି ଜି-୨୦ ଶିଖର ସମ୍ମିଳନୀକୁ ନେଇ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଜି-୨୦ ଶିଖର ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଆୟୋଜିତ…

ଜି-୨୦ର ଅଧ୍ୟକ୍ଷ ଭାବରେ ଭାରତ ‘ଗ୍ଲୋବାଲ ସାଉଥ’ର ସ୍ଥିତିକୁ ମଜବୁତ କରିଛି: ଭାରତକୁ ଋଷିଆର ପ୍ରଶଂସା

ନୂଆଦିଲ୍ଲୀ: ଭାରତରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀ ଇତିମଧ୍ୟରେ ଶେଷ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିସାରିଛନ୍ତି। ଏଥିସହିତ ନଭେମ୍ବର ଶେଷ ଆଡ଼କୁ ଜି-୨୦ ଏକ ଭର୍ଚ୍ଚୁଆଲ ଅଧିବେଶନ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ବି ଦେଇଛନ୍ତି। ଏହି ଜି-୨୦ ର ସଂଯୁକ୍ତ…