ବାଣୀବିହାରରେ ପୋଷ୍ଟର ଓ୍ବାର: ଏବିଭିପିର ଓଡ଼ିଆ ମହାପୁରୁଷ, ବିସିଜେଡିର ଫାଇଭ ଟି ସଚିବ !
ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ପୋଷ୍ଟର ଓ୍ବାର। ଆଗକୁ ଛାତ୍ର ସଂସଦ ନିର୍ବାଚନ ପାଇଁ ଦାବି ହେଉଛି। ଏହି ସମୟରେ ବିଜୁ ଛାତ୍ର ଜନତା ଦଳ ଓ ଏବିଭିପି ମଧ୍ୟରେ ପୋଷ୍ଟର ଯୁଦ୍ଧ ଆରମ୍ଭ ହୋଇଛି।
ଗୋଟିଏ ପଟେ ବିଶ୍ବବିଦ୍ୟାଳୟ କାନ୍ଥରେ ଆଇଏଏସ ଅଫିସର ତଥା 5-ଟି ସଚିବ ଭି. କେ.…