Latest Odisha News

BREAKING NEWS

ହରିଦାସପୁର ଏବଂ ବୈରୀ ରେଳ ଷ୍ଟେସନ ମଧ୍ୟରେ ତୃତୀୟ ଲାଇନ କାର୍ଯ୍ୟକ୍ଷମ

ଭୁବନେଶ୍ୱର: ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପ୍ରକଳ୍ପ ସମୀକ୍ଷା କଲେ ରେଳ ନିରାପତ୍ତା ଆୟୁକ୍ତ। ହରିଦାସପୁର-ବୈରୀ ରେଳ ଷ୍ଟେସନ (୧୬.୮୦ କିମି) ମଧ୍ୟରେ ତୃତୀୟ ଲାଇନ କାର୍ଯ୍ୟ ସମାପ୍ତ କରାଯାଇ ଏହାକୁ କାର୍ଯ୍ୟକ୍ଷମ କରାଯାଇଛି। ୯୨ କିମି ମଧ୍ୟରୁ ୨୫.୩ କିମି ସଂପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ…

ସ୍ବତନ୍ତ୍ର ଅଧିବେଶନରେ ‘ମୋଦୀ ଚାଳିଶା’ ଜପିବାକୁ ଯିବୁ ନାହିଁ: କଂଗ୍ରେସ

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏଜେଣ୍ଡା ଓ ପ୍ରସ୍ତାବିତ କାର୍ଯ୍ୟସୂଚୀ ପ୍ରକାଶ ନପାଇବାରୁ ମଙ୍ଗଳବାର ସରକାରଙ୍କୁ କଂଗ୍ରେସ ତୀବ୍ର ଭର୍ତ୍ସନା କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ଯେତେବେଳେ ବି ସ୍ୱତନ୍ତ୍ର ଅଧିବେଶନ ଡକାଯାଏ, ସବୁ…

ଚିଟ୍ ଫଣ୍ଡ ଜମାକାରୀଙ୍କ ପାଇଁ ଖୁସି ଖବର, ୨ ମାସ ମଧ୍ୟରେ ଟଙ୍କା ଫେରସ୍ତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଚିଟ୍ ଫଣ୍ଡ କମ୍ପାନୀ ଜିଏଲପି (GLP) ଡେଭଲପର୍ସ ଲିମିଟେଡ଼ ଏବଂ ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡ଼ରେ ଟଙ୍କା ଜମା ରଖିଥିବା ଜମାକାରୀଙ୍କ ପାଇଁ ଖୁସି ଖବର। ଏହି ଦୁଇଟି କମ୍ପାନୀରେ ଟଙ୍କା ଜମା ରଖିଥିବା କ୍ଷୁଦ୍ର ଜମାକାରୀଙ୍କୁ ଦୁଇ ମାସ ମଧ୍ୟରେ ୮ ହଜାର ଟଙ୍କା ଲେଖାଏଁ ଫେରସ୍ତ…

ଲଙ୍କା ଶୁଙ୍ଘି ଦେବାରୁ କୋମାକୁ ଚାଲିଗଲେ ଯୁବତୀ

ବ୍ରାଜିଲ: ଆମ ନିତିଦିନିଆ ଖାଦ୍ୟରେ ଲଙ୍କାର ଚାହିଦା ଅଧିକ । ଡ଼ାଲି, ତରକାରୀ କିମ୍ବା ଅଧିକାଂଶ ବ୍ୟଞ୍ଜନରେ ଲଙ୍କା ବ୍ୟବହାର କରାଯାଇଥାଏ । ସେଥିପାଇଁ ଭାତର ଉତ୍ତର ପୂର୍ବ ରାଜ୍ୟ ଗୁଡ଼ିକରେ ଲଙ୍କା ଚାଷ ଅଧିକ କରାଯାଏ । ଲଙ୍କା ବ୍ୟବସାୟ କରି ଲୋକେ କୋଟି କୋଟି ଟଙ୍କା ରୋଜଗାର କରୁଥିବା ବେଳେ…

ବଢ଼ିଲା ବିତର୍କ: ସଂସଦର ସ୍ୱତନ୍ତ୍ର ଅଧିବେଶନରେ ‘ଇଣ୍ଡିଆ’ ଭାରତ ହେବ ?

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୮ରୁ ୨୨ ଯାଏ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଅଧିବେଶନରେ କଣ ଆଲୋଚନା ହେବ ସେନେଇ ସରକାର କୌଣସି ସୂଚନା ଦେଇନାହାନ୍ତି। ତେଣୁ ଏହାକୁ ନେଇ ପ୍ରତିଦିନ ବିଭିନ୍ନ ପ୍ରସଙ୍ଗରେ ବିତର୍କ ହେଉଛି। ଏହାରି ଭିତରେ ଦେଶର ନାଁ…

‘ଗୁରୁ ଦିବସ’ରେ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ମାଲବୀୟ ମିଶନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ କାର୍ଯ୍ୟରତ ଶିକ୍ଷକ ଓ ପ୍ରାଧ୍ୟାପକଙ୍କ କାପାସିଟି ବିଲଡିଂ ବଢାଇବା ପାଇଁ ଆଜି ପବିତ୍ର ‘ଗୁରୁ ଦିବସ’ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ଦେଶବ୍ୟାପୀ ନିରନ୍ତର ଶିକ୍ଷକ…

ୟୁକ୍ରେନ ଆକ୍ରମଣ ପରେ ସବୁଠୁ କମ୍, ଜୁଲାଇରେ ଭାରତକୁ ଶସ୍ତାରେ ତେଲ ଦେଇଛି ରୁଷ

ନୂଆଦିଲ୍ଲୀ: ଗତବର୍ଷ ପେବୃଆରୀରେ ମସ୍କୋର ୟୁକ୍ରେନ୍ ଆକ୍ରମଣ ପରେ ଜୁଲାଇ ମାସରେ ଭାରତୀୟ ବନ୍ଦରଗୁଡ଼ିକରେ ରୁଷୀୟ ତୈଳ ଯୋଗାଣର ହାରାହାରି ମୂଲ୍ୟ ସର୍ବନିମ୍ନ ସ୍ତରକୁ ଖସି ଆସିଛି ବୋଲି ଭାରତ ସରକାରଙ୍କ ତଥ୍ୟରୁ ଜଣାପଡ଼ିଛି। ଜୁଲାଇ ମାସରେ ଭାରତକୁ ରୁଷୀୟ ତୈଳ ବ୍ୟାରେଲ ପିଛା ହାରାହାରି ୬୮.୦୯…

ନିକଟ ଅତୀତରେ ଅର୍ଥନୀତିରେ ଆମେରିକାକୁ ଚୀନ୍ ଟପିବା ସମ୍ଭାବନା କମ୍ !

ନୂଆଦିଲ୍ଲୀ: ବ୍ଲୁମବର୍ଗ ଇକୋନୋମିକ୍ସର ଏକ ନୂଆ ରିପୋର୍ଟରେ କୁହାଯାଇଛି ଯେ ଚୀନର ଆର୍ଥିକ ଅଭିବୃଦ୍ଧି ପୂର୍ବ ଧାରଣାଠାରୁ ଅଧିକ ହ୍ରାସ ପାଉଛି । ତେଣୁ ଆମେରିକାକୁ ଅର୍ଥନୀତିରେ ଟପିଯିବ ବୋଲି ଯେଉଁ କୁହାଯାଉଥିଲା ତାହା ହୁଏତ ଆଉ ଏବେ ସମ୍ଭବ ନୁହେଁ। ପୂର୍ବ ଆକଳନ ଅନୁଯାୟୀ 2040 ଦଶକର…

ଅମିତାଭ ବଚ୍ଚନଙ୍କୁ ଆଇସିସି ଦିନିକିଆ ବିଶ୍ୱକପର ଗୋଲ୍ଡେନ ଟିକେଟ ପ୍ରଦାନ କଲେ ଜୟ ଶାହ

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ ବୁଧବାର ବିସିସିଆଇ ଅଧ୍ୟକ୍ଷ ଜୟ ଶାହ ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟର ଗୋଲ୍ଡେନ ଟିକେଟ ପ୍ରଦାନ କରିଛନ୍ତି । ୮୦ ବର୍ଷୀୟ ଏହି ମହାନ କଳାକାରଙ୍କୁ ଜୟ ଶାହ ନିଜ ହାତରେ ଟିକେଟ ପ୍ରଦାନ କରିଥିଲେ । ସେ ଜଣେ କ୍ରିକେଟପ୍ରେମୀ ହୋଇଥିବାରୁ…

ସୁନ୍ଦର ଦେଖାଯିବା ପାଇଁ ମହିଳା ନେଲେ ଇଞ୍ଜେକ୍ସନ, ମୁହଁରେ ସିମେଣ୍ଟ ପରି ଜମାଟ ବାନ୍ଧିଗଲା

ନ୍ୟୁୟର୍କ: ଆଜିର ସମୟରେ ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି । ପୂର୍ବରୁ ଲୋକମାନେ ସୁନ୍ଦର ଦେଖାଯିବା ପାଇଁ ଘରୋଇ ଉପଚାର ବ୍ୟବହାର କରୁଥିଲେ । କିନ୍ତୁ ଆଜିକାଲି ଲୋକମାନେ ସର୍ଟକଟ୍ ନେବାକୁ ଚାହୁଁଛନ୍ତି । କମ୍ ସମୟ ମଧ୍ୟରେ ସେ ନିଜ ଚେହେରାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି…