Latest Odisha News

BREAKING NEWS

ଜି-୨୦ରେ ଯୋଗ ଦେବେନି ଜିନପିଙ୍ଗ, ଚୀନ୍ ପ୍ରତିନିଧୀ ଦଳର ନେତୃତ୍ୱ ନେବେ ଲି କିଆଙ୍ଗ୍

ନୂଆଦିଲ୍ଲୀ: ଆସନ୍ତା ୯ ଓ ୧୦ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ। ଏହି ସମ୍ମିଳନୀରେ ବିଦେଶର ବଡ଼ ବଡ଼ ନେତା , ବ୍ୟବସାୟୀ ଯୋଗ ଦେବେ। ହେଲେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ସମ୍ମିଳନୀରେ ଯୋଗ ଦେବେ ନାହିଁ ସୂଚନା ରହିଛି। ସି ଜିନପିଙ୍ଗଙ୍କ…

୨୪ ଘଣ୍ଟା ମଧ୍ୟରେ ଲଘୁଚାପ: ୨ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର:ଉତ୍ତର ପଶ୍ଚିମ ଏବଂ ତତସଂଲଗ୍ନ ପଶ୍ଚମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ  ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ଆସନ୍ତା ୨ ଦିନ ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା…

ସିଙ୍ଗାପୁରର ରାଷ୍ଟ୍ରପତି ହେଲେ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ: ବିଦେଶର ସାମ୍ୱିଧାନିକ ପଦବୀରେ ସାମିଲ ହେବାକୁ ଯାଉଛନ୍ତି ଆଉ ଜଣେ ଭାରତୀୟ ବଂଶୋଦ୍ଭବ। ସିଙ୍ଗାପୁରର ନୂତନ ରାଷ୍ଟ୍ରପତି ହେଲେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶଣମୁଗରତ୍ନମ୍। ସେଠାକାର ଦୁଇ ପୁରୁଖା ନେତାଙ୍କୁ ପଛରେ ପକାଇ ସେ ଏହି ବାଜି ମାରି ନେଇଛନ୍ତି । ୭୦.୪%ରୁ ଅଧିକ ଭୋଟ୍ ଜିତି…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧି ହେଲେ ଦେଶର ନାମୀଦାମୀ ଆଇନଜୀବୀ ହରିଶ ସାଲଭେ

ନୂଆଦିଲ୍ଲୀ: ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେଲେ ଦେଶର ଅନ୍ୟତମ ଅଗ୍ରଣୀ ଆଇନଜୀବୀ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ। ସାଲଭେ ୬୮ ବର୍ଷ ବୟସରେ ତୃତୀୟ ଥର ପାଇଁ ବିବାହ କରିଛନ୍ତି। ଏହି ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ସାଲଭେ ଲଣ୍ଡନର ଏକ ବିଳାଶପୂର୍ଣ୍ଣ…

ବୀମା ଯୋଜନାରେ ସାମିଲ ହେବେ ସାପ ଧରାଳି

ଭୁବନେଶ୍ୱର: ସାପ ଧରାଳିଙ୍କ ପାଇଁ ଖୁସି ଖବର । ସାପ ଧରାଳିଙ୍କ ପାଇଁ ହେବ ବୀମା  । ବୀମା  ପ୍ରିମିୟମ ଭରିବ ଜଙ୍ଗଲ ଓ ପରିବେଶ ବିଭାଗ । ଏ ନେଇ ଘୋଷଣଶ କରିଛନ୍ତି ରାଜସ୍ୱ ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ରାଜ୍ୟରେ ସ୍ନେକ ହେଲପ ଲାଇନ ସଦସ୍ୟ ବୁଲି ବୁଲି ସାପ ଧରୁଛନ୍ତି । ତେଣୁ  ଏହି…

ଲକ୍ଷ୍ନୌରେ ଅକ୍ଟୋବର ୩୦ ଯାଏ ୧୪୪ ଧାରା ଲାଗୁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଆସନ୍ତା ଅକ୍ଟୋବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ ୧୪୪ ଧାରା  । ଏହି ସମୟରେ ବିନା ଅନୁମତିରେ କୌଣସି ପ୍ରକାର ଧାରଣା, ବିକ୍ଷୋଭ ପ୍ରଦର୍ଶନ କରାଯାଇପାରିବନାହିଁ ।  ଯଦି କେହି ନିୟମ ଉଲ୍ଲଂଘନ କରନ୍ତି, ତେବେ ତାଙ୍କ ବିରୋଧରେ ପୋଲିସରେ ମାମଲା ରୁଜୁ…

ବିଜେଡିର ନିର୍ବାଚନୀ ପ୍ରସ୍ତୁତି: ଆଜି  ସନ୍ଧ୍ୟାରେ ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର:ଦଳ ସଜାଡୁଛି ବିଜେଡି । ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ପାଇ ଆସିଥିବା ବିଜେଡି କରୁଛି ହୋମୱର୍କ । କୌଣସି ସ୍ଥାନରେ ସାମାନ୍ୟ ତ୍ରୁଟିକୁ ବି ବରଦାସ୍ତ କରିବନି ଦଳ ।  ଘରେ ଘରେ  ଯେମିତି ଶଙ୍ଖ ବାଜିବ ସେଥିପାଇଁ ତୃଣମୂଳ ସ୍ତରରୁ ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଛି । ସେଥିପାଇଁ…

ପୋଲିସ କବଜାରେ ଛିନତାଇ ଗ୍ୟାଙ୍ଗ: ୪ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

ଭୁବନେଶ୍ଵର: କମିଶନରେଟ୍ ପୋଲିସ କବଜାରେ ଛିନତାଇ ଗ୍ୟାଙ୍ଗ । ୪ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ । ସେମାନଙ୍କ ନିକଟରୁ ୩୦ଟି ସୁନା ଚେନ, ୩ଟି ବାଇକ ଜବତ କରିଛି କମିଶନରେଟ ପୋଲିସ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି  ପ୍ରତୀକ ସିଂ । ଡିସିପିଙ୍କ ସୂଚନା ଅନୁସାରେ, ଏହି…

ଫାଶୀ ଲଗାଇ ବି.ଟେକ ଛାତ୍ରଙ୍କ ଆତ୍ମହତ୍ୟା

ରାଉରକେଲା: ଏନଆଇଟି-ରାଉରକେଲା ଦ୍ୱିତୀୟ ବର୍ଷର ବି.ଟେକ୍ ଛାତ୍ର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସୋମବାର ଏମ୍ଏସ୍ ସ୍ୱାମୀନାଥନ୍ ହଲ୍ ଅଫ୍ ରେସିଡେନ୍ସରେ ଥିବା ହଷ୍ଟେଲ ରୁମରୁ ଛାତ୍ରଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ଜଣକ ହେଲେ ତ୍ରିପୁରାର ଦେବମଳୟ ରୟ କର୍ମକର।…

ବାଲେଶ୍ଵର FM ମେଡିକାଲରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ

ବାଲେଶ୍ଵର: ବାଲେଶ୍ଵର FM ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ । AC ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ କାରଣରୁ କାହାର କିଛି କ୍ଷୟକ୍ଷତି ହୋଇନଥିବା ବେଳେ ବର୍ତ୍ତମାନ ନିଆଁକୁ ସମ୍ପୁର୍ଣ୍ଣ ଭାବରେ ଆୟତ୍ତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଆଜି…