ରାଗି ଯାଇ ଛାତ୍ରଙ୍କୁ ଶିକ୍ଷୟତ୍ରୀ କହିଲେ ‘ ତୁମେମାନେ ପାକିସ୍ତାନ କାହିଁକି ଯାଉନ’, ଏବେ ଅନ୍ୟତ୍ର ବଦଳି…
ବେଙ୍ଗାଲୁରୁ: କର୍ଣ୍ଣାଟକର ଶିବାମୋଗା ସହରର ସରକାରୀ ଉର୍ଦ୍ଦୁ ସ୍କୁଲର ଜଣେ କନ୍ନଡ ଭାଷା ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଇଛି। ଷଷ୍ଠ ଶ୍ରେଣୀର ତିନିରୁ ଚାରି ଜଣ ଛାତ୍ରଙ୍କୁ ରାଗିଯାଇ 'ତୁମେମାନେ କାହିଁକି ପାକିସ୍ତାନ ଯାଉନ' କହିବାରୁ ତାଙ୍କୁ ବଦଳି କରାଯାଇଛି। ଶିକ୍ଷୟତ୍ରୀ ଜଣଙ୍କ ପାଠ…