Latest Odisha News

BREAKING NEWS

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ପଡ଼ିଗଲେ ଆରଆଇ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଅଞ୍ଚଳରେ ଏକ ପ୍ଲଟ ଡିମାର୍କେସନ୍ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ)। ଅଭିଯୁକ୍ତ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା…

ଟିଟିଲାଗଡ଼ ସଇଁତଳାରେ କଂଗ୍ରେସ କର୍ମୀ ସମ୍ମିଳନୀରେ ଯୋଗ ଦେଲେ ପିସିସି ସଭାପତି

ଭୁବନେଶ୍ୱର: ଆଜି ସଇଁତଳା ବ୍ଲକସ୍ଥିତ କଂଗ୍ରେସ ଭବନ ଠାରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସକ୍ରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଂଗ୍ରେସ କମିଟି ସଭାପତି ଗୁଣସାଗର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମୀ ସମ୍ମୀଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି…

ନିବିଡ଼ ଚୁମ୍ବନ ନେଲା ପ୍ରେମିକଙ୍କ ଶ୍ରବଣ ଶକ୍ତି

ଚୀନ୍‌: କୁହାଯାଏ ପ୍ରେମ ହେଉଛି ଅନ୍ଧ । ଯିଏ ପ୍ରେମରେ ପଡ଼େ ତାକୁ ସାମ୍ନାରେ ମଧ୍ୟ କୌଣସି ଜିନିଷ ଦେଖାଯାଏ ନାହିଁ । ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବୁ, ଯାହା ଆପଣଙ୍କୁ ଚିନ୍ତାରେ ପକାଇଦେବ । ଚୀନରେ ଜଣେ ଯୁବକ ତାଙ୍କ ଗାର୍ଲଫ୍ରେଣ୍ଡକୁ ଦୀର୍ଘ ସମୟ ଧରି ନବିଡ଼ ଚୁମ୍ବନ ଦେବାରୁ ସେ…

ଓଏମଜି ୨କୁ ୟୁଏ ସାର୍ଟିଫିକେଟ୍ ଦେବା ପାଇଁ ସିବିଏଫସି ସଦସ୍ୟଙ୍କୁ ଗୁହାରି କରିଥିଲେ ଅମିତ ରାୟ

ମୁମ୍ବାଇ: ଭଗବାନ ଏବଂ ଭକ୍ତଙ୍କ ସମ୍ପର୍କକୁ ଆଧାର କରି ଅକ୍ଷୟ କୁମାର ଓ ପଙ୍କଜ ତ୍ରିପାଠୀଙ୍କ ‘ଓଏମଜି ୨' ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ଥିଲା । ଏହି ଫିଲ୍ମଟି ଅକ୍ଷୟ ଏବଂ ପରେଶ ରାୱଲଙ୍କ ଅଭିନୀତ ୨୦୧୨ ମସିହାର ହିଟ୍ ଫିଲ୍ମ 'ଓଏମଜି - ଓ ମାଇଁ ଗଡ଼'ର ସିକ୍ୱେଲ ଅଟେ । ୧୧ ବର୍ଷ ପରେ…

ଭୋଜପୁରୀ ଅଭିନେତ୍ରୀଙ୍କୁ ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ କଲେ ଅଭିନେତା

ନୂଆଦିଲ୍ଲୀ: ବିବାହ କଥା ଦେଇ ଭୋଜପୁରୀ ଅଭିନେତ୍ରୀଙ୍କ ସହ ଦୁଷ୍କର୍ମ କଲେ ଅଭିନେତା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଭୋଜପୁରୀ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ପ୍ରିୟାନ୍ସୁ ସିଂ। ସେ ତାଙ୍କ ସହ-କଳାକାର ତଥା ଘନିଷ୍ଠ ବନ୍ଧୁ ପୁନୀତ ସିଂଙ୍କ…

ହଜାର ଫୁଟ ଲମ୍ବା ରାକ୍ଷୀ ତିଆରି କରି ରେକର୍ଡ଼ କଲେ ସାମାଜିକ କର୍ମୀ

ମଧ୍ୟପ୍ରଦେଶ: ବର୍ତ୍ତମାନ ପ୍ରଚାର ସର୍ବସ୍ୱ ଯୁଗରେ ସମସ୍ତେ ନିଜକୁ ଓ ନିଜର କାରିଗରିକୁ ପ୍ରଚାର କରିବାକୁ ପସନ୍ଦ କରିଥାନ୍ତି । ଭିନ୍ନ ଭିନ୍ନ କ୍ଷେତ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଥାଏ । ନିକଟରେ ପାଳିତ ହୋଇଥିବା ରକ୍ଷା ବନ୍ଧନ ଉତ୍ସବରେ ପ୍ରାୟ ୧୦୦୦ ଫୁଟ୍ ଲମ୍ବା ରାକ୍ଷୀ ତିଆରି କରି…

ଲାଲା ଅଶୋକ କୁମାର ରାୟଙ୍କ ବିୟୋଗରେ ରାଜ୍ୟ ବିଜେପି ସଭାପତିଙ୍କ ଶୋକ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ଭୁବନେଶ୍ୱର ମହାନଗର ନିଗମର ପୂର୍ବତନ କର୍ପୋରେଟର ଲାଲା ଅଶୋକ କୁମାର ରାୟ( ଗାମା ଭାଇ)ଙ୍କ ଆଜି ସକାଳେ ୟୁନିଟ୍‌-୩ସ୍ଥିତ ବାସଭବନରେ ଦେହାନ୍ତ ଘଟିଛି। ଗାମା ଭାଇଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ମନମୋହନ ସାମଲ, ବିରୋଧୀ…

ଇଣ୍ଡଷ୍ଟ୍ରିରେ ୧୮ ବର୍ଷ ପୂରଣ କଲେ ତମନ୍ନା, ଭଲପାଇବା ଦେଇଥିବାରୁ ଦର୍ଶକଙ୍କୁ ଦେଲେ ଧନ୍ୟବାଦ

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ୧୮ ବର୍ଷ ପୂରଣ କଲେ ଅଭିନେତ୍ରୀ ତମନ୍ନା ଭାଟିଆ । ନିଜର ଚମତ୍କାର ଅଭିନୟ ପ୍ରଦର୍ଶନ କରି ପ୍ରଶଂସକଙ୍କ ହୃଦୟରେ ଘର କରିଛନ୍ତି ତମନ୍ନା । ତାଙ୍କ ଅଭିନୟକୁ ଲୋକେ ବି ଖୁବ୍ ପସନ୍ଦ କରିଥାନ୍ତି । ଇଣ୍ଡଷ୍ଟ୍ରିରେ ୧୮ ବର୍ଷ ପୂରଣ କରିଥିବା ନେଇ ସେ ନିଜେ ସୋସିଆଲ…

ଏଫଟିଆଇଆଇର ସଭାପତି ହେଲେ ମାଧବନ

ନୂଆଦିଲ୍ଲୀ: ପ୍ରତିଷ୍ଠିତ ଅଭିନେତା ଆର.ମାଧବନଙ୍କୁ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏଫଟିଆଇଆଇ)ର ସଭାପତି ଏବଂ ଗଭର୍ଣ୍ଣିଂ କାଉନ୍ସିଲର ଚେୟାରମ୍ୟାନ ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କ ଅଭିନୀତ ରକେଟ୍ରି: ଦି ନାମ୍ବି ଇଫେକ୍ଟ ଫିଲ୍ମ ନିକଟରେ ଜାତୀୟ ପୁରଷ୍କାର ପାଇଛି ।…

ଏନସିଇଆରଟିକୁ ଡିମଡ୍ ଟୁ ବି ୟୁନିଭର୍ସିଟିର ମାନ୍ୟତା: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀଠାରେ ଜାତୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି)ର ୬୩ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଏନସିଇଆରଟିକୁ ନୂଆ ଉଚ୍ଚତାକୁ ନେବା ଦିଗରେ ଏକ ବଡ ଘୋଷଣା…