Latest Odisha News

BREAKING NEWS

ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା; ୮ ମାସର ଶିଶୁ ସମେତ ୨ ମୃତ, ୪ ଗୁରୁତର

କଟକ: ଅଟୋ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା। ଏଥିରେ ୮ ମାସର ଶିଶୁ ସମେତ ୨ ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ହୋଇଛନ୍ତି। ଏହି ଘଟଣା ଘଟିଛି ଆଜି ସକାଳେ କଟକ ଜିଲ୍ଲା ତିଗିରିଆ ଥାନା ଖୁଣ୍ଟୁଣୀ ନରସିଂହପୁର ଠାରେ। ଘଟଣାସ୍ଥଳରୁ ସମସ୍ତ ମୃତାହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି…

ସେନା ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ, ୨୬ ମୃତ

ନୂଆଦିଲ୍ଲୀ: ମଧ୍ୟ ଆଫ୍ରିକୀୟ ଦେଶ କଙ୍ଗୋରେ ହିଂସାକାଣ୍ଡ । ସେନା ଓ ଧାର୍ମିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ କାରଣରୁ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ବୁଧବାର ସକାଳ ସମୟରେ ପୂର୍ବ ଗୋମା ସହରରେ ଏହି ହିଂସାକାଣ୍ଡ ଘଟିଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ।…

ପୁଣି ବିସ୍ଫୋରଣରେ ଥରିଲା ପାକିସ୍ତାନ, ୯ ଯବାନ ମୃତ

ନୂଆଦିଲ୍ଲୀ: ପୁଣି ବିସ୍ଫୋରଣରେ ଥରିଲା ପାକିସ୍ତାନ । ପାକର ଖାଇବର ପଖତୁନଖ୍ବା ଅଞ୍ଚଳରେ ଗତକାଲି ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏଥିରେ ପାକିସ୍ତାନ ସେନାର ୯ ଜଣ ଯବାନଙ୍କ ମୃତ୍ୟୁ ଘଟିଛି ଏବଂ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ମାଲି ଖେଲର ବନ୍ନୁ…

ପୁଣି ଥରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ପାରମାଣିକ ଦର୍ଶନ, ପବିତ୍ର ସ୍ଥାନଗୁଡ଼ିକୁ ଦେଖିଲେ ତୀର୍ଥଯାତ୍ରୀଙ୍କୁ ଦେବାକୁ…

ପୁରୀ: ଜଗା ଦର୍ଶନ ପାଇଁ ଟଙ୍କା ଗଣିବେ ଭକ୍ତ । ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହେବ ପାରମାଣିକ ଦର୍ଶନ । ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ଏସଓପି ଜାରି କରିବ ଶ୍ରୀମନ୍ଦିର ପ୍ରଶାସନ । ଗତକାଲି ବସିଥିବା ଶ୍ରୀମନ୍ଦିର ଅର୍ଥ ସବକମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର…

ଇଣ୍ଡିଆ ବୈଠକର ଦ୍ୱିତୀୟ ଦିନ: କପିଲ ଶିବଲଙ୍କୁ ଦେଖି ହଜିଗଲା ମେଣ୍ଟର ରଙ୍ଗ

ମୁମ୍ବାଇ: ୨ୟ ଦିନରେ ହଜିଗଲା କି ଇଣ୍ଡିଆର ରଙ୍ଗ ? କମିଗଲା କି ଜୋଶ ? କପିଲ ଶିବଲଙ୍କୁ ବୈଠକରେ ଦେଖି ଶୁଖିଗଲା କଂଗ୍ରେସ ନେତାଙ୍କ ମୁହଁ ।  ମୁମ୍ବାଇରେ ଚାଲିଛି ବିରୋଧୀ ମେଣ୍ଟ ଇଣ୍ଡିଆର ଦ୍ୱିତୀୟ ଦିନର ବୈଠକ । ଦ୍ୱିତୀୟ ଦିନର ବୈଠକରେ ସାମିଲ ହୋଇଥିଲେ ରାଜ୍ୟସଭା ସାଂସଦ କପିଲ ଶିବଲ…

୨୪ ଘଣ୍ଟା ପରେ ମାଣିଆ ଘାଟରୁ ମିଳିଲା ମୃତଦେହ: ମଇଁଷି ଚରାଉଥିବାବେଳେ ଟାଣିନେଇଥିଲା କୁମ୍ଭୀର

କେନ୍ଦ୍ରାପଡା: ରାଜନଗର ବ୍ଳକ ରାଜପୁର ଗାଁରେ କୁମ୍ଭୀର ଟାଣି ନେବା ଘଟଣା  । ଦୀର୍ଘ ୨୪ ଘଣ୍ଟା ପରେ ଉଦ୍ଧାର ହେଲା ମଇଁଷି ଚରାଳି ଅଭୟ ରାଉତଙ୍କ ମୃତଦେହ ।  ବ୍ରାହ୍ମଣୀ ନଦୀର ତଳମୁଣ୍ଡ ମାଣିଆ ଘାଟରୁ  ମୃତଦେହ ଉଦ୍ଧାର ହୋଇଛି  । ରାଜନଗରରେ ଦିନକୁ ଦିନ ବଢୁଛି କୁମ୍ଭୀର ଆତଙ୍କ  । ଗୋଟିଏ…

ବାଙ୍କୀ କଚେରି ପଡ଼ିଆରେ ହାଇଡ୍ରାମା, ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଉନ୍ମତ୍ତ କାଣ୍ଡ

ବାଙ୍କୀ: ଖଣ୍ଡା ବୁଲାଇ ପୋଲିସକୁ ଆକ୍ରମଣ । ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଉନ୍ମତ୍ତକାଣ୍ଡ। ହାତରେ ଖଣ୍ଡା, ହାତୁଡି ଧରି ରାସ୍ତାରେ ବୁଲୁଛନ୍ତି । ଲୋକଙ୍କୁ ଭୟଭୀତ କରୁଛନ୍ତି । କଟକ ଜିଲ୍ଲା ବାଙ୍କୀ ବଜାରରେ ଆତଙ୍କରାଜ ଚଳାଇଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ । ତାଙ୍କ ନାଁ ସରୋଜ ଦାସ…

ବିଧାୟକଙ୍କ ଅଫିସ ପରିସରରୁ ମିଳିଲା ବୋମା

ତାଳଚେର: ବିଧାୟକଙ୍କ କ୍ୟାମ୍ପରୁ ମିଳିଲା ବୋମା । ତାଳଚେର ବିଜେଡି ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଅଫିସ ପରିସରରୁ ବୋମା ଜବତ ହୋଇଛି । ଏ ବୋମା କିଏ ଆଣିଲା ଏବଂ କାହିଁକି ଆଣିଲା ତାହା ଜଣା ପଡିନାହିଁ । ତେବେ ବେମା ମିଳିବା ପରେ କ୍ୟାମ୍ପରେ ହଇଚଇ ପଡି ଯାଇଛି । ପୋଲିସ ଘଟଣାସ୍ଥଳରେ…

ଡବଲ ମର୍ଡର ମାମଲାରେ ପୂର୍ବତନ ସାଂସଦ ପ୍ରଭୁନାଥ ସିଂଙ୍କୁ ଆଜୀବନ କାରାଦଣ୍ଡ

ପାଟନା: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଆରଜେଡି ନେତା ତଥା ଦଳର ପୂର୍ବତନ ସାଂସଦ ପ୍ରଭୁନାଥ ସିଂଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଭୋଟ ପାଇଁ ହତ୍ୟା ମାମଲାରେ ଏପରି ଦଣ୍ଡିତ କରିବା ବିହାରରେ ପ୍ରଥମ ଦଣ୍ଡ। ପ୍ରଭୁନାଥ ସିଂଙ୍କୁ ତଳ କୋର୍ଟରୁ ନେଇ ହାଇକୋର୍ଟ ପର୍ଯ୍ୟନ୍ତ ଆଶ୍ୱସ୍ତି…

ଇସ୍ରୋର ମିଶନ ସୂର୍ଯ୍ୟ, ଆରମ୍ଭ ହେଲା କାଉଣ୍ଟଡାଉନ

ନୂଆଦିଲ୍ଲୀ: ଭାରତ ମୁନ ମିଶନ ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ପରେ ଏବେ ଇସ୍ରୋ ଆରମ୍ଭ କରିବାକୁ ଯାଉଛି ସୌର ମିଶନ । ଆସନ୍ତାକାଲି ପୂର୍ବାହ୍ନ ୧୧.୫୦ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ମହାକାଶ କେନ୍ଦ୍ରରୁ ଏହି ଉପଗ୍ରହକୁ ଉତକ୍ଷେପଣ କରାଯିବ । ଇସ୍ରୋର ସୂର୍ଯ୍ୟ ମିଶନ ଉପରେ…