ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପଣା ପ୍ରସ୍ତୁତି
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପଣା ଭୋଗ ବିଷୟେ ଆଲୋଚନା ଜାରି ରହିଛି। ଏହି ପ୍ରସଙ୍ଗରେ ଦୈନଦିନ ଲାଗି ହେଉଥିବା ପଣା ଭୋଗ ଓ ବର୍ଷ ମଧ୍ୟରେ ପଡୁଥିବା କିଛି ନିର୍ଦ୍ଧିଷ୍ଟ ପର୍ବ ପର୍ବାଣୀମାନଙ୍କରେ…