Latest Odisha News

BREAKING NEWS

ହକି ଫାଇଭ ଏସ ବିଶ୍ୱକପ କ୍ୱାଲିଫାୟର୍ସ : ଭାରତ ଦଳରେ ୪ ଓଡିଆ

ଭୁବନେଶ୍ୱର: ଓମାନରେ ଅଗଷ୍ଟ ୨୯ରୁ ସେପ୍ଟମ୍ବର ୨ ପର୍ଯ୍ୟନ୍ତ ଫାଇଭ ଏସ ବିଶ୍ୱକପ କ୍ୱାଲିଫାୟର୍ସ ଆୟୋଜିତ ହେବ । ଏଥିନେଇ ଗୁରୁବାର ଭାରତୀୟ ଦଳ ଘୋଷଣା କରାଯାଇଛି । ପୁରୁଷ ଦଳରେ ଓଡିଶାର ଏକମାତ୍ର ଖେଳାଳି ଭାବେ ଦୀପଶାନ ତିର୍କୀ ସ୍ଥାନ ପାଇଛନ୍ତି । ଅପରପକ୍ଷରେ ମହିଳା ଟିମରେ ରାଜ୍ୟର ୩…

ବିପଦ ବେଳେ ପ୍ରଧାନମନ୍ତ୍ରୀ ମୋଦୀ ନିରବ ରୁହନ୍ତି: କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଗୁରୁବାର ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁରରେ ଜାତିଗତ ହିଂସା ଉପରେ ଚୁପ୍ ରହିଛନ୍ତି ଏବଂ କହିଛନ୍ତି ଯେ ସେ ଯେତେ କମ୍ କରିପାରିଥାନ୍ତେ ତାହା ହେଉଛି "ଶାନ୍ତି ପାଇଁ ନିବେଦନ"। ଦିଲ୍ଲୀ…

ଆତଙ୍କବାଦୀ ୟାସିନ ମଲିକଙ୍କ ପତ୍ନୀ ହେବେ ପାକିସ୍ତାନ ମନ୍ତ୍ରୀ

ଇସଲାମବାଦ: କୁଖ୍ୟାତ ଆତଙ୍କବାଦୀ ୟାସିନ ମଲିକଙ୍କ ପତ୍ନୀ ମୁଶାଲ ହୁସେନ ପାକିସ୍ତାନର ମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଛି । କାମଚଳା ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକରଙ୍କ ସରକାରରେ କାର୍ଯ୍ୟବାହକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ପାରନ୍ତି । ମାନବଧିକାର କାର୍ଯ୍ୟରେ ସେ…

ସିମ୍ ବିକିବାକୁ ହେଲେ ପୋଲିସଠୁ ଅନୁମତି ନେବା ଆବଶ୍ୟକ: ଅଶ୍ୱିନୀ ବୈଷ୍ନବ

ନୂଆଦିଲ୍ଲୀ: ସାଇବର ଠକେଇ ବଢିଚାଲିବା ପଛରେ ବେଆଇନ୍ ସିମ୍ କାରବାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଏହାକୁ ନଜରରେ କେନ୍ଦ୍ର ସରକାର କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ସିମ୍ ବିକ୍ରି କରୁଥିବା ଡିଲରଙ୍କୁ ଉତ୍ତରଦାୟୀ କରିବାକୁ ଯାଇ ଏଣିକି ସିମ୍ କାର୍ଡ ଯଦି ବିକ୍ରି କରିବେ ତାହେଲେ ସେମାନେ…

ସମ୍ବଲପୁରରୁ ହନୁମାନ କଏନ ରାକେଟ ଠାବ, ତିନି ଅଭିଯୁକ୍ତ ଗିରଫ

ସମ୍ବଲପୁର: ରାଇରଖୋଲ ଥାନା ଅନ୍ତର୍ଗତ ଚାରବାଟୀ ଅଞ୍ଚଳରେ ହନୁମାନ କଏନ ରାକେଟ୍ ଠାବ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର କାର୍ତ୍ତିକ ମିଶ୍ର (୫୪), ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳର ସତ୍ୟରଞ୍ଜନ ଜେନା (୪୦) ଓ ସୁନ୍ଦରଗଡ଼ ଜିଲ୍ଲା ସାନକ୍ରପାଶାର ସଚିନ୍ଦ୍ର ପଟେଲ (୩୮)। ସେମାନଙ୍କ…

ଆଇସିସି ଦିନିକିଆ ବିଶ୍ୱକପ: ତାଜମହଲ ଆଗରେ ପ୍ରଦର୍ଶିତ ହେଲା ଟ୍ରଫି

ନୂଆଦିଲ୍ଲୀ: ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପର ଜ୍ୱର ବଢିବା ଆରମ୍ଭ ହୋଇଛି । ଏହା ଆରମ୍ଭ ହେବାକୁ ଆଉ ୪୯ ଦି ବାକି ରହିଛି । ଇତି ମଧ୍ୟରେ ବିଶ୍ୱକପ ଟ୍ରଫି ବିଭିନ୍ନ ସ୍ଥାନ ପରିକ୍ରମା କରିବାରେ ଲାଗିଛି । ତାଜମହଲ ନିକଟରେ ଟ୍ରଫି ପଂହଚିବା ପରେ ଦର୍ଶକଙ୍କ ଏଥିପ୍ରତି ଆକୃଷ୍ଟ…

ବ୍ରିଟନୀ ସ୍ପିୟର୍ସଙ୍କ ତୃତୀୟ ବିବାହ ବି ଭାଙ୍ଗିଲା

ଲଣ୍ଡନ: ପପ ସିଙ୍ଗର ବ୍ରିଟନୀ ସ୍ପିୟର୍ସଙ୍କ ତୃତୀୟ ବିବାହ ବି ଭାଙ୍ଗି ଯାଇଥିବା ଖବର ପ୍ରକାଶ ପାଇଛି । ବ୍ରିଟନୀ ଓ ତାଙ୍କ ପତି ସ୍ୟାମ ଅସଗରୀ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ୧୪ ମାସ ତଳେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ତେବେ ଏ ନେଇ ଉଭୟଙ୍କ ପକ୍ଷରୁ କୌଣସି ଅଫିସିଆଲ ବୟାନ…

ସରକାରଙ୍କୁ ବିଜୁଳି ବୋଝ ଚିନ୍ତା, ବଦଳିବ ପୁରୁଣା ଫ୍ୟାନ ଓ ଏସି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଘାରିଛି ବିଜୁଳି ବୋଝ ଚିନ୍ତା। ୫ ବର୍ଷରୁ ଅଧିକ ହୋଇଥିବା ଫ୍ୟାନ ଓ ଏସି ବଦଳାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସମସ୍ତ ସରକାରୀ କୋଠାରେ ଏପରି ପରିବର୍ତ୍ତନ କରି ରାଜ୍ୟ ସରକାର ବିଜୁଳି ସଂରକ୍ଷଣ ସହିତ ଅପଚୟକୁ ରୋକିବାକୁ ପ୍ରୟାସ କରିଛନ୍ତି।…

ମଧ୍ୟପ୍ରଦେଶ ନିର୍ବାଚନରେ ଆପ କରିବ ଖେଳ, କାହାକୁ ହେବ କାଳ?

ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦେଶର ପ୍ରମୁଖ ଦଳଗୁଡିକ ମଧ୍ୟପ୍ରଦେଶ ଉପରେ ଅଧିକ ଫୋକସ କରୁଛନ୍ତି। ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ଲଢେଇ ହେବ। କିନ୍ତୁ ଏ ଭିତରେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ଆକ୍ଟିଭ ହୋଇ ନିର୍ବାଚନ ପ୍ରସ୍ତୁତିରେ ଲାଗି…

ଲଦାଖ ଗଲେ ରାହୁଲ, ଆଗକୁ ୟୁରୋପ ଯିବେ, ପୁଣି କିଛି କହି ଖେଳ କରିବେ!

ଭୁବନେଶ୍ୱର: ନିଜର ରାଜନୈତିକ ଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରତ୍ୟେକ ଦିନ ବ୍ୟବଧାନରେ ଦେଶର କୌଣସି ନା କୌଣସି କୋଣରେ ପହଂଚୁଛନ୍ତି। ବିଭିନ୍ନ ବର୍ଗର ଲୋକଙ୍କ ସହ ମିସୁଛନ୍ତି। ଭାରତ ଯୋଡୋ ଯାତ୍ରା ପରଠାରୁ ଏହା ବ୍ୟାପକ ହେବାରେ ଲାଗିଛି। ଏହି…