Latest Odisha News

BREAKING NEWS

ନିବେଦିତା ଦିଦି ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ: ନିର୍ମଳା ସୀତାରମଣ

ଭୁବନେଶ୍ୱର: କଟକ ମହାନଗର ନିଗମର ପ୍ରଥମ ମହିଳା ମେୟର ତଥା ବିଧାୟିକା ସୁଶ୍ରୀ ନିବେଦିତା ପ୍ରଧାନ କୁନି ଅପାଙ୍କ ଗତ ୧୦ତାରିଖ ଦିନ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତଃ ସୁଶ୍ରୀ ନିବେଦିତା ରାଜ୍ୟ ବିଜେପିର କର୍ମତତ୍ପର ନେତ୍ରୀ ଓ କଟକବାସୀଙ୍କ ଅତିପ୍ରିୟ ଥିଲେ । ତାଙ୍କ ବିୟୋଗରେ ଭାରତୀୟ ଜନତା…

ଟ୍ୱିନ ସିଟିରେ ଡେଙ୍ଗୁ ଭୟ, କଟକରେ ରୋଗୀ ବ୍ୟବହାର କଲେଣି ଅମୃତଭଣ୍ଡା ଗଛର ପତ୍ର

ଭୁବନେଶ୍ୱର/କଟକ: ଟ୍ୱିନ୍ ସିଟିରେ ଡେଙ୍ଗୁ ଆତଙ୍କ ଦେଖାଦେଇଛି। ରାଜଧାନୀରେ ୨ ହଜାର ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସିଲଭର ସିଟିରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେପଟେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଏଡିସ ମଶାଙ୍କ ବଂଶ ବୃଦ୍ଧି…

ପୁଣି ମାର୍କେଟ ବିଲଡିଂରେ ଉଠା ଦୋକାନୀ ଓ ବ୍ୟବସାୟୀ ମୁହାଁମୁହିଁ

ଭୁବନେଶ୍ୱର: କିଛି ସମୟର ନିରବତା ପରେ ମାର୍କେଟ ବିଲ୍ଡିଂ ଅଞ୍ଚଳରେ ଥିବା ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ପୁଣି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ମାର୍କେଟ ବିଲ୍ଡିଂ ପରିସରରୁ କିଛି ଉଠାଦୋକାନୀ ବ୍ୟବସାୟ ଆରମ୍ଭ କରିବାକୁ ଉଦ୍ୟମ କରିବା ପରେ ବୁଧବାର ମାର୍କେଟ ବିଲ୍ଡିଂରେ…

ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ସଂପ୍ରସାରଣକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ: ୧୪,୯୦୩ କୋଟି ଟଙ୍କାର ବ୍ୟୟ ବରାଦ

ନୂଆଦିଲ୍ଲୀ:  ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ  ସମ୍ପ୍ରସାରଣକୁ ମିଳିଛି କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ । ଆଜି ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ସମ୍ପ୍ରସାରଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥି ପାଇଁ ମୋଟ ୧୪.୯୦୩ କୋଟି ଟଙ୍କା…

‘ମ୍ୟାଜିକ ମିରର’ ଆଗରେ ଛିଡାହେଲେ ଉଲଗ୍ନ ଦେଖାଯିବ କହି ଠକେଇ, ତିନି ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: 'ଯାଦୁକର' ବା ଆଣ୍ଟିକ୍ ମିରର୍ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ନଅ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୩ ଜଣଙ୍କୁ କମିଶନରେଟ ପୁଲିସ ଗିରଫ କରିଛି। ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ୟୁପି କାନପୁପରର ଅବିନାଶ ଶୁକ୍ଳା ଅଭିଯୋଗ କରିବା ପରେ କମିଶନରେଟ୍ ପୋଲିସ ଏହି ତିନି ଠକଙ୍କୁ…

୮୨ ବର୍ଷ ବୟସରେ ବିବାହ କଲେ ବୃଦ୍ଧ, ହନିମୁନ୍‌ରେ ବି ଗଲେ

ନ୍ୟୁଜଲ୍ୟାଣ୍ଡ: ବୃଦ୍ଧ ହେବାର ଅର୍ଥ ନୁହେଁ ଯେ ଜୀବନ ଶେଷ ହୋଇଯାଇଛି । ସାଧାରଣତଃ ଅବସର ପରେ ଲୋକମାନେ ଭାବନ୍ତି ବର୍ତ୍ତମାନ ଜୀବନର ଶେଷ ପର୍ଯ୍ୟାୟ ଚାଲିଛି । କିନ୍ତୁ ଏବେ ଜଣେ ୮୨ ବର୍ଷୀୟ ବୃଦ୍ଧ ୮୧ ବର୍ଷୀୟ ବୃଦ୍ଧାଙ୍କୁ ପ୍ରେମ କରି ବିବାହ କରିଛନ୍ତି । ଯାହା ଏବେ ସୋସିଆଲ ମିଡ଼ିଆରେ…

ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ: ୨୬ କିଲୋମିଟରରେ ହେବ ୨୦ଟି ଷ୍ଟେସନ

ଭୁବନେଶ୍ୱର: ଭୁବନେଶ୍ୱର ମେଟ୍ରୋ ଟ୍ରେନ୍ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ସରକାର । ଏହି  ପ୍ରକଳ୍ପ ପାଇଁ ସରକାର ପ୍ରସ୍ତୁତ କରିଛନ୍ତି ବିସ୍ତୁତ ପ୍ରକଳ୍ପ ରିପୋର୍ଟ ବା’ ଡିପିଆର । ଏହି ଡିପିଆର ଅନୁଯାୟୀ,ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ମୋଟ୍ ୨୬ କିଲୋମିଟର…

ଶ୍ରୀରାମ ମନ୍ଦିର ଦର୍ଶନ ପାଇଁ ପ୍ରତ୍ୟେକ ଦିନ ୧ଲକ୍ଷ ଭକ୍ତଙ୍କୁ ଅନୁମତି, ଦର୍ଶନ ପାଇଁ ମିଳିବ ୩ ସେକେଣ୍ଡ

ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଶ୍ରୀରାମ ମନ୍ଦିର ଦର୍ଶନ ପାଇଁ ପ୍ରତ୍ୟେକ ଦିନ ୧ ଲକ୍ଷ ଭକ୍ତ ଅଯୋଧ୍ୟା ଆସିବେ ବୋଲି ଆକଳନ କରିଛନ୍ତି । ମନ୍ଦିର ଉଦଘାଟନ ପରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ । ଜଣେ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅତି ବେଶୀରେ ୩ ସେକେଣ୍ଡର…

ଫେବୃୟାରୀ ୧୪ତାରିଖରୁ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା

ଭୁବନେଶ୍ୱର:  ଆସନ୍ତାବର୍ଷ ଫେବୃୟାରୀ ୧୪ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା  । ଉଭୟ କଳା,ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ପରୀକ୍ଷା ୨୦୨୪  ଫେବୃଆରୀ  ୧ ୪ ତାରିଖରୁ ଆରମ୍ଭ ହେବ । ଏହା  ମାର୍ଚ୍ଚ ୧୩ତାରିଖ ପର୍ଯ୍ୟନ୍ତ ଚାଲିବ ।  ଏନେଇ ଆଜି  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ…

୬ ମାସ ବିରତି ନେବେ ପ୍ରଭାସ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ଏବେ ଚର୍ଚ୍ଚାରେ । ସେ ଅଭିନୟରୁ ୬ ମାସ ବିରତି ନେବେ ବୋଲି ଜଣାଯାଇଛି । ଆଣ୍ଠୁ ସର୍ଜରୀ ପାଇଁ ସେ ଏହି ବିରତି ନେବେ । ନଭେମ୍ବର ସୁଦ୍ଧା ନିଜର ସମସ୍ତ ଶୁଟିଂ ଶେଷ କରି ଡିସେମ୍ବରରେ ବିରତି ନେବେ ବୋଲି କୁହାଯାଉଛି । ଟଲିଉଡ ଇଣ୍ଡଷ୍ଟ୍ରିର ପ୍ରଭାବଶାଳୀ…