ସ୍ୱାଧୀନତା ଦିବସ ପୂର୍ବରୁ ବିଭିନ୍ନ ହୋଟେଲରେ ପୋଲିସର ଚଢାଉ, ଗେଷ୍ଟ ଲିଷ୍ଟ୍ ଯାଞ୍ଚ
ଭୁବନେଶ୍ୱର: ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ସୋମବାର ରାତିରେ ଭୁବନେଶ୍ୱର ବିଭିନ୍ନ ହୋଟେଲରେ ପୋଲିସ ଚଢାଉ କରିଛି । କ୍ୟାପିଟାଲ ଥାନା, ଖାରବେଳନଗର ଥାନା, ଲକ୍ଷ୍ମୀସାଗର ଓ ଶହୀଦନଗର ଥାନା ଅଞ୍ଚଳରେ ମିଳିତ ଭାବେ ପୋଲିସ ଚଢାଉ କରାଯାଇଥିଲା । ଏହି ଚଢାଉରେ ବଛା ବଛା ଅଫିସରକୁ ନେଇ ଗଠିତ ଟିମ୍…