Latest Odisha News

BREAKING NEWS

ଫିଟ୍ ଜେଜେମା: ଡେଟିଂ ପାଇଁ ଆସୁଛି ବହୁ ଅଫର, ହେଲେ ଜେଜେମାଆ କରୁଛନ୍ତି ରିଜେକ୍ଟ

କାନାଡ଼ା: ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କ ବୟସଠାରୁ କମ ବୟସର ଦେଖାଯାଆନ୍ତି । ସେମିତି ଆଉ କିଛି କମ ବୟସର ଲୋକମାନେ ବୟସ୍କ ଦେଖାଯାଆନ୍ତି । ଆଉ କିଛିକୁ ସେମାନଙ୍କର ସଠିକ୍ ବୟସକୁ ଚିହ୍ନିବା କଷ୍ଟକର ହୋଇପଡ଼େ । କାନାଡ଼ାର ଏମିତି ଜଣେ ମହିଳା ଅଛନ୍ତି, ଯିଏ ଜେଜେମା…

ସନୀଙ୍କୁ ନେଇ ରାହୁଲ ରୱାଲି କରିବେ ସନୀ ଡନ

ମୁମ୍ବାଇ: ଗଦର ୨ର ସଫଳତା ପରେ ସନୀ ଦେଓଲଙ୍କ ପୁରାତନ ବନ୍ଧୁମାନଙ୍କ ମଧ୍ୟରେ ଫିଲ୍ମ କରିବାର ଆଗ୍ରହ ବଢ଼ିଛି । ସନୀଙ୍କ ସହ ଅଧିକ ଫିଲ୍ମ କରିଥିବା ରାହୁଲ ରୱାଲି ଆଗ ଅଂଟା ଭିଡିଛନ୍ତି । ସେ ଖୁବ ଶୀଘ୍ର ସନୀଙ୍କୁ ନେଇ ସନୀ ଡନ ନାମକ ଫିଲ୍ମ କରିବାକୁ ଯାଉଛନ୍ତି । ସୂଚନାଯୋଗ୍ୟ, ବେତାବ, ଅର୍ଜୁନ,…

ସେଲଫି ମାଗିବାରୁ ଗରିବ ମହିଳାଙ୍କୁ ଚୁପ୍ କହିଲେ ସନ୍ନି ଦେଓଲ

ମୁମ୍ବାଇ: ବଲିଉଡ଼ ଅଭିନେତା ସନ୍ନି ଦେଓଲଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଗଦର-୨’ ନିକଟରେ ରିଲିଜ୍ ହୋଇଯାଇଛି । ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ହିଁ ବକ୍ସ ଅଫିସରେ ଧମାଲ ଦେଖାଇଛି । ଏଥିରେ ଅଭିନେତା ସନ୍ନି ଦେଓଲ ଓ ଅଭିନେତ୍ରୀ ଅମିଷା ପଟେଲଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ।…

ଲାଞ୍ଚ ନେବା ପଡିଲା ମହଙ୍ଗା; ମାଡି ବସିଲା ଭିଜିଲାନ୍ସ

ବାଲେଶ୍ୱର: ଲାଞ୍ଚ ନେବା ପଡିଲା ମହଙ୍ଗା । ମାଡି ବସିଲା ଭିଜିଲାନ୍ସ ।  ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ୱର ଜିଲ୍ଲା ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ କିରାଣି ମନୋଜ କୁମାର ଭଞ୍ଜ।  ବରିଷ୍ଠ କିରାଣି ମନୋଜ ଜଣେ  ଠିକା ନର୍ସିଂ ଅଫିସରଙ୍କଠାରୁ ସେ ୮ ହଜାର…

କଲେଜ ଯାଉଥିବା ତିନି ଛାତ୍ରୀଙ୍କୁ ପିଟିଦେଲା ଟ୍ରକ; ୨ ମୃତ

ବରଗଡ଼: ବରଗଡ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ଧକ୍କାରେ ଚାଲିଗଲା ଦୁଇ ଛାତ୍ରୀଙ୍କ ଜୀବନ । ଏପରି ଦୁର୍ଘଟଣାକୁ ନେଇ ଗୋଡ଼ଭଗା-ବିନିକା ରାସ୍ତାରେ ଉତ୍ତକ୍ତ ଲୋକେ ରାସ୍ତା ଅବରାେଧ କରିଛନ୍ତି । ସୋମବାର ମଧ୍ୟାହ୍ନରେ ଘଟିଛି ଏହି ଏହି ଦୁର୍ଘଟଣା ।  ଗୋଡ଼ଭଗା-ବିନିକା ରାସ୍ତାର…

ଚାରିଧାମରେ ବାହାରିଲେ ରଜନୀକାନ୍ତ , କଲେ ବଦ୍ରିନାଥ ଦର୍ଶନ

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତ ଫିଲ୍ମ ‘ଜେଲର’କୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରୁଛି । ଏନେଇ ସେ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଏହି ଖୁସିରେ ସେ ଏବେ ଚାରି ଧାମ ଯାତ୍ରାରେ…

ବିଜେପି ଦଳର ପ୍ରବଞ୍ଚନାକୁ ଓଡ଼ିଶାବାସୀ ଠିକ୍ ବୁଝି ସାରିଲେଣି – କଂଗ୍ରେସ

ଭୁବନେଶ୍ୱର: ବିଜେପି ଦଳର ପ୍ରବଂଚନାକୁ ଓଡ଼ିଶାବାସୀ ଠିକ୍ ବୁଝି ସାରିଲେଣି । ଯେତେ ତ୍ରିରଙ୍ଗା ଯାତ୍ରା କରି ପାପ ଧୋଇବାକୁ ଚେଷ୍ଟା କଲେ ମଧ୍ୟ ସେଥିରେ ସେମାନେ ସଫଳ ହେବେ ନାହିଁ ବୋଲି ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଏପରି ଅଭିଯୋଗ ହୋଇଛି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ…

କେନାଲରୁ ଉଦ୍ଧାର ହେଲା ବିରାଟକାୟ ମାଛ

ବିହାର: ସାଧାରଣତଃ ସମୁଦ୍ରରେ ଭିନ୍ନ ଭିନ୍ନ ମାଛ ଦେଖିବାକୁ ମିଳିଥାଏ । ଦିନେ ଦିନେ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରରୁ ଏତେବଡ଼ ବଡ଼ ମାଛ ଧରନ୍ତି,ଯାହାକୁ ଦେଖି ଆମେ ଚକିତ ହୋଇଯାଆନ୍ତି । ଏବେ ସମୁଦ୍ରରୁ ନୁହେଁ, ବିହାରର ଏକ କେନାଲରୁ ଉଦ୍ଧାର ହୋଇଛି ଏକ ବିରାଟକାୟ ମାଛ । ଯାହାକୁ ଦେଖି ଲୋକେ…

ଗାଁ ମଶାଣିରେ ସମ୍ପନ୍ନ ହେଲା ସହିଦ ନୀଳାଞ୍ଚଳଙ୍କ ଶେଷକୃତ୍ୟ

ବରଗଡ: ଗାଁ ଦାଣ୍ଡ କୋହକୋହ । ଲୁହଭର୍ତ୍ତି ଆକାଶ ଆଉ କୋହଭର୍ତ୍ତି ପବନ । ଘରଠୁ ମଶାଣି ସବୁଆଡ ଲୋକାରଣ୍ୟ । ହେଲେ କାହା ମୁହଁରେ ଭାଷା ନ ଥିଲା । ଭାରି ହୃଦୟରେ ଏମାଟିର ବୀର ପୁଅକୁ ଶେଷଦର୍ଶନ ଟିକିଏ କରିବା ପାଇଁ ଆଖି ସେମାନଙ୍କର ଘୂରି ବୁଲୁଥିଲା । ଆଜି ଜନ୍ମମାଟିରେ ବୀର ସହିଦଙ୍କ…

ବଳ ଗୋଟାଉଛି କଂଗ୍ରେସ; ଗିରିଧର ଗମାଙ୍ଗଙ୍କ ପରେ ଦଳକୁ ଫେରିବେ ଜୟରାମ ପାଙ୍ଗି!

ଭୁବନେଶ୍ୱର: ବିଆରଏସରୁ ମୁହଁ ଫେରାଉଛନ୍ତି ନେତା । ଓଡ଼ିଶାରେ ଦଳଗଠନକୁ ନେଇ ବିଆରଏସର ଆଭିମୁଖ୍ୟକୁ ଦେଖିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ଓ ତାଙ୍କ ପରିବାର ସଦସ୍ୟଙ୍କ ପରେ ଏବେ ଜୟରାମ ପାଙ୍ଗିଙ୍କ ପାଳି । ଜୟରାମ ଏବେ କଂଗ୍ରେସକୁ ପୁଣି ଫେରିବାକୁ ଚାହୁଁଥିବା ନେଇ…