Latest Odisha News

BREAKING NEWS

ପାକସ୍ତାନରେ ଚୀନ ଇଞ୍ଜିନିୟରଙ୍କ ଗାଡ଼ିକୁ ଆଖିବୁଜା ଗୁଳିମାଡ: ଏକାଧିକ ମୃତ

ଇସଲାମବାଦ: ପାକସ୍ତାନର ବେଲୁଚିସ୍ତାନରେ ଚୀନ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଗାଡ଼ି ଉପରକୁ ଆକ୍ରମଣ । ଆକ୍ରମଣରେ ଏକାଧିକ ଲୋକଙ୍କ ମୃତ୍ୟୁ । ଗୁଳିମାଡରେ ଦୁଇ ଜଣ ସୁରକ୍ଷା କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି । ରବିବାର ଗ୍ୱାଦର  ବ୍ରିଜ ଉପରେ ଏହି ଆକ୍ରମଣ ହୋଇଥିଲା । ପାକିସ୍ତାନ ପକ୍ଷରୁ…

ସୀମା ଟପିଲା ବର୍ବରତା: ପିଶାଚିନୀ ମାଆ କଥାରେ ପଡି ପୁଅକୁ ଚେଙ୍କ ଦେଲା ବାପା

ଅନୁଗୁଳ: ପିଲାଟିର ମାଆ ନାହିଁ । ତେଣୁ ସାବତ ମାଆ ଦେଉଛି ଅସହ୍ୟ ଯନ୍ତ୍ରଣା । ଆଉ ସାବତ ମାଆର ସାଥ୍ ଦେଉଛି ବାପା । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ହଟିଆନାଳି ଗାଁରେ । ସାବତ ମାଆର ପ୍ରରୋଚନାରେ ବାପା ପୁଅକୁ ଚେଙ୍କ ଦେଇଛି  । ସର୍ବଦା ବିଭିନ୍ନ…

ବିପଦ ଆସିଲେ ବଦଳି ଯାଏ ମନ୍ଦିର ପୁଷ୍କରିଣୀର ରଙ୍ଗ, ଜାଣନ୍ତୁ ଏହି ରହସ୍ୟମୟ ମନ୍ଦିର

ଶ୍ରୀନଗର: ଭାରତର ପବିତ୍ର ଭୂମିରେ ଏପରି ଅନେକ ମନ୍ଦିର ଅଛି ଯାହା ସେମାନଙ୍କର ବିରଳ ଚମତ୍କାର ପାଇଁ ପ୍ରସିଦ୍ଧ ।ଏହି ସବୁ ମନ୍ଦିରରେ ଘଟୁଥିବା ଘଟଣା ବିଶ୍ୱାସ ନହେଲେ ବି ସତ । ପ୍ରତି ମୁହୁର୍ତ୍ତରେ ଘଟୁଥିବା ଘଟଣା ଆଖି ସାମ୍ନାରେ ହେଉଥିଲେ ବି ତାର ସତ୍ୟତା କିନ୍ତୁ ଜଣାନାହିଁ । ସେମିତି ଏକ…

ସ୍ୱାମୀ ଚାଲିଗଲେ…ପୁରୁଷ ଶୁନ୍ୟ ହେଇଗଲା ଘର, ଦୁଃଖ ବୁଝିବ କିଏ?

ନବରଙ୍ଗପୁର: ପୁରୁଷ ଶୂନ୍ୟ ହୋଇଯାଇଛି ସଂସାର । ଦାଦନ ଖଟିବାକୁ ଯାଇ ଚାଲିଗଲା ସ୍ୱାମୀଙ୍କ ଜୀବନ । ସ୍ୱାମୀର ଶେଷ ଦର୍ଶନ ମଧ୍ୟ ଭାଗ୍ୟରେ ନଥିଲା । ପରିସ୍ଥିତି ଏବେ ଏମିତି ଯେ ନା ମୁଣ୍ଡ ଉପରେ ଛାତ ଅଛି ନା ଖାଇବାକୁ ଦିଓଳି ଦିମୁଠା ଭାତ । ପରିବାରର ୬ପ୍ରାଣୀ କୁଟୁମ୍ବକୁ ନେଇ ଦୁଃଖ,…

ଖାଆନ୍ତୁ ଜାମୁ ରୋଳ , ମିଳିବ ଏହି ଫାଇଦା

ମୁମ୍ବାଇ: ଓ୍ବାଟର ଆପଲ ବା ଜାମୁ ରୋଳ ଏକ ଟ୍ରପିକାଲ ଫଳ । ଯାହା ପ୍ରାୟତଃ ଦକ୍ଷିଣ ପୂର୍ବ ଏସିଆରେ ଦେଖାଯାଏ । କେରଳ ଏବଂ ଆନ୍ଧ୍ରପ୍ରଦେଶରେ ଏହି ଫଳ ଦେଖିବାକୁ ମିଳିଥାଏ । ଆସନ୍ତୁ ଜାଣିବା ଜାମୁ ରୋଳ କାହିଁକି ଲାଭଦାୟକ ଅଟେ । ଗ୍ରୀଷ୍ମ ଋତୁରେ ଆମ ଶରୀରରେ ଜଳର ଅଭାବ ଦେଖାଯାଏ  ।…

‘ବୟନିକା’ ଦ୍ୱାରା ଆୟୋଜିତ ‘ଫ୍ୟାସନ ସୋ’ ଉଦ୍‌ଘାଟିତ

ଭୁବନେଶ୍ୱର : ଅଗଷ୍ଟ ୭ ତାରିଖରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ସପ୍ତାହବ୍ୟାପୀ ରାଜ୍ୟସ୍ତରୀୟ ନବମ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ସ୍ଥାନୀୟ ଏକାମ୍ର ହାଟଠାରେ ‘ବୟନିକା’ ପକ୍ଷରୁ ଏକ ସ୍ୱତନ୍ତ୍ର ଫ୍ୟାସନ ସୋ’ ଅନୁଷ୍ଠିତ ହୋଇଯାଇଛି । ‘ଥ୍ରେଡ୍‌ସ ଅଫ୍ ଟ୍ରାଡିସନ୍‌’…

ସ୍ୱାଧୀନତା ଦିବସର ଚମକ ଦେଖିବେ ୧୮୦୦ ଅତିଥି, ସେଲଫି ପଏଣ୍ଟରେ ଉଠାଇବେ ଫଟୋ

ନୂଆଦିଲ୍ଲୀ:ଆଉ ଦୁଇଦିନ ପରେ ଦେଶ ପାଳିବ  ୭୭ତମ ସ୍ୱାଧୀନତା ଦିବସ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଐତିହାସିକ ଲାଲକିଲ୍ଲା ପ୍ରାଚୀରରୁ କରିବେ ପତାକା ଉତ୍ତୋଳନ । ଏହି ଉତ୍ସବ ଦେଖିବା ପାଇଁ ଦେଶର ବିଭିନ୍ନ କ୍ଷେତ୍ରର, ବିଭିନ୍ନ ବର୍ଗର ପ୍ରାୟ…

ପରିଜା ପାଠାଗାରରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ

ଭୁବନେଶ୍ୱର : ଭାରତରେ ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନର ଜନକ ଏସ୍. ଆର. ରଙ୍ଗନାଥନଙ୍କ ଜନ୍ମ ବାର୍ଷିକୀ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥିତ ପରିଜା ପାଠାଗାରରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ଭାବେ ପାଳିତ ହୋଇଯାଇଛି । ଏହି ଅବସରରେ ଏସ. ଆର ରଙ୍ଗନାଥନ୍ ଙ୍କ ରଚିତ ବହୁ ମୂଲ୍ୟବାନ ପୁସ୍ତକ…

କିଭଳି ଫୁସଫୁସକୁ ବିଭିନ୍ନ ରୋଗରୁ ଦୂରେଇ ରଖିବା: ଆସନ୍ତୁ ଜାଣିବା

ମୁମ୍ବାଇ: ଭିଟାମିନ୍-କେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ହାର୍ଟ ଏବଂ ହାଡ ପାଇଁ ବେଶ୍ ଲାଭଦାୟକ ଅଟେ । ମୁଖ୍ୟତଃ ଫୁସଫୁସ ଆମ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ଏହା ଶରୀରର ବିଭିନ୍ନ ସ୍ଥାନକୁ ଅମ୍ଳଜାନ ବିତରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ  । ମାତ୍ର ଖରାପ…

ଧୋଇଯିବ ଅଗଷ୍ଟ ୧୫ ! ଏହି ୧୩ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା

ଭୁବନେଶ୍ୱର:ଧୋଇଯିବ ଅଗଷ୍ଟ ୧୫ । ଅଗଷ୍ଟ ୧୫ରେ ଦେଶର ୭୭ ତମ ସ୍ୱାଧୀନତା ଦିବସ ସମାରୋହ ବର୍ଷାରେ ଭିଜିବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶନିବାର ଦିଆଯାଇଛି ଏମିତି ସତର୍କ ସୂଚନା । ୧୫ ତାରିଖ ଯାଏ ପ୍ରବଳ ବର୍ଷ ସମ୍ଭାବନା ଥିବା ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ  । ଆଇଏମଡିର…