Latest Odisha News

BREAKING NEWS

ପାକିସ୍ତାନ ଓ ଚୀନ୍‌ଠାରୁ ବିପଦ: ଶ୍ରୀନଗର ବିମାନ ବନ୍ଦରରେ ନିୟୋଜିତ ହେଲା ମିଗ୍-୨୯ ଯୁଦ୍ଧ ବିମାନ ସ୍କ୍ୱାଡ୍ରନ୍

ଶ୍ରୀନଗର: ଭାରତର ଦୁଇ ପାର୍ଶ୍ୱରେ ରହିଛି ପାକିସ୍ତାନ ଏବଂ ଚୀନ। ଉଭୟ ଦେଶ ଭାରତର ଶତ୍ରୁ। ଏହି ଦୁଇ ଦେଶ ଦ୍ୱାରା ସୃଷ୍ଟି ହୋଇଥିବା ବିପଦକୁ ଦୃଷ୍ଟିରେ ରଖି ଭାରତୀୟ ସେନାଙ୍କୁ ବର୍ଷ ତମାମ ଅତ୍ୟଧିକ ସତର୍କ ରହିବାକୁ ପଡେ। ଜମ୍ମୁ-କାଶ୍ମୀର, ଲଦାଖରେ ପଡ଼ୋଶୀ ପାକିସ୍ତାନ ଏବଂ ଚୀନ୍ ଠାରୁ ଭାରତ…

ଆଜି ବିଶ୍ୱ ହସ୍ତୀ ଦିବସ, ନନ୍ଦନକାନନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ଵର: ଆଜି ବିଶ୍ୱ ହସ୍ତୀ ଦିବସ। ହାତୀଙ୍କ ପାଇଁ ଦିନଟିଏ । ଏମାନଙ୍କ ସୂରକ୍ଷା ପାଇଁ ସାଧାରଣରେ ଜନସଚେତନତା ସୃଷ୍ଟି କରିବା ପାଇଁ ହସ୍ତୀଦିବସ ପାଳନ ହୋଇଥାଏ । ଐତିହ୍ୟ ପ୍ରାଣୀ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨କୁ ହସ୍ତୀ ଦିବସ ଭାବେ ପାଳନ କରାଯାଇ…

ନବୋଦୟ ବିଦ୍ୟାଳୟର ୭୦ ଛାତ୍ରଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ

ସମ୍ବଲପୁର: ନବୋଦୟ ବିଦ୍ୟାଳୟର ୭୦ ଛାତ୍ରଛାତ୍ରୀ ଅସୁସ୍ଥ। ସମ୍ବଲପୁର ଗୋଶାଲାସ୍ଥିତ ନବୋଦୟ ବିଦ୍ୟାଳୟର ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ରାତିରେ ଛାତ୍ରଛାତ୍ରୀ ରାତ୍ରୀ ଭୋଜନ ଖାଇ ସାରିବା ପରେ ହଠାତ ଜଣକ ପରେ ଜଣେ ଅସୁସ୍ଥ ହୋଇପଡ଼ିଥିଲେ। ପେଟ…

କବିତା : ପାପ ପଞ୍ଜୁରୀରେ ଶାରୀ

ଡମ୍ବରୁଧର ବେହେରା ପାପ ଦୁନିଆରେ ନିବସନ୍ତି ଲୋକ ଅନ୍ୟାୟ, ଦୁର୍ନୀତି ବେଶୀ ଭଲ ଲୋକ ଏଠି ଭୋଗିଥାନ୍ତି କଷ୍ଟ ନିର୍ଦ୍ଦୋଷର ଜୟ ବେଶି ...୧ ଧରମ ନାମରେ ଭଣ୍ଡାମି ପ୍ରଚାର ଅନ୍ଧାରେ ରତ୍ନ ଭଣ୍ଡାର ଅନ୍ଧ ପଚାରୁଛି ଆରକେ ଅନ୍ଧକୁ କିପରି ହେବି ମୁଁ ପାର....୨ ପାପ , ପୁଣ୍ୟ…

ଏଣିକି ରାସ୍ତାରେ ଗାଈଗୋରୁଙ୍କୁ ଛାଡ଼ିଲେ ଉଠାଇ ନେବ ବିଏମସି

ଭୁବନେଶ୍ୱର: ଏଣିକି ରାସ୍ତାରେ ଗାଈଗୋରୁଙ୍କୁ ଛାଡ଼ିଲେ ଉଠାଇ ନେବ ବିଏମସି। ଗୋରୁ-ଗାଈଙ୍କ ମାଲିକ ନେବାକୁ ଚାହିଁଲେ ନିଆଯିବ ଆଇନଗତ ପଦକ୍ଷେପ। କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ରାସ୍ତାରେ ଗୋରୁ-ଗାଈଙ୍କ ଯୋଗୁଁ ବିଭିନ୍ନ ପ୍ରକାର ସମସ୍ୟା ଉପୁଜୁଥିବାରୁ…

ଭାଷା ଭାଗବତ : ନିଜତ୍ବ ଗଠନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନିଜ ସହିତ କଥାବାର୍ତା କରିବା ନୁହେ ଅକ୍ଷମତା ନିଜକୁ ନିଜେ ଦେଇ ଗାଳି ପାରିବା ସଂସାରରେ ଚଳି ଅଳ୍ପ ସମୟ ଥିଲେ ବଳି ପ୍ରତ୍ୟେକ ମୁହୂର୍ତ ସଂଭାଳି ବୁଝିଲେ ସମୟର ମୂଲ୍ଯ ଜୀବନ ହୋଇବ ଅତୁଲ୍ୟ ଜନ୍ମତଃ ପ୍ରତ୍ୟେକେ ଅନନ୍ୟ…

ରାସ୍ତା ସମ୍ପ୍ରସାରଣ ବେଳେ ଭାଙ୍ଗିଦେଲେ ବସା: ନନ୍ଦନକାନନ ଆସିଲେ ୭୫ ଧଳା ବଗ

ଭୁବନେଶ୍ୱର: ରାସ୍ତା ସମ୍ପ୍ରସାରଣ ବେଳେ ଭାଙ୍ଗି ଦେଲେ ଶତାଧିକ ବଗ ବସା। ଫଳରେ ବଗ ଶାବକ ଉଡ଼ି ନପାଡି ତଳେ ପଡ଼ିଗଲେ। ଉଦ୍ଧାର କଲେ ନନ୍ଦନକାନନର ପୂର୍ବତନ ଉପନିର୍ଦ୍ଦେଶକ। ବଡ଼ଗଡ଼ ନିକଟରେ ଏକ ବରଗଛରେ ଶଧାଧିକ ଧଳା ବଗ ବସା କରିଥିଲେ। ଏଠାରେ ରାସ୍ତା ସମ୍ପ୍ରାସରଣ ଲାଗି ଗଛଟିକୁ କାଟି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଷାଠିଏ ପଉଟି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ରାଜଭୋଗ ପ୍ରସ୍ତୁତି ବିଷୟରେ ଆଲୋଚନା ଜାରି ରହିଛି। ଇତିହାସ କହେ ଗଙ୍ଗବଂଶର ରାଜାମାନେ, ବିଶେଷ କରି ଅନଙ୍ଗଭୀମ ଦେବ ତୃତୀୟ ଏହି ନୂତନ ଭୋଗର…

ଡିବିଟି ମାଧ୍ୟମରେ ୧ ଲକ୍ଷ ଆପ୍ରେଣ୍ଟିସଙ୍କୁ ୧୫ କୋଟି ଟଙ୍କା ବିତରଣ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ଜାତୀୟ ଆପ୍ରେଣ୍ଟିସ-ସିପ୍ ପ୍ରୋତ୍ସାହନ ଯୋଜନା (ଏନ୍ଏପିଏସ୍) ରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବା ଡିବିଟିର ଶୁଭାରମ୍ଭ କରିଛନ୍ତି । ଏହି ଏନଏପିଏସ ଅଧୀନରେ ୧ ଲକ୍ଷ…

କେନ୍ଦ୍ର ସରକାର ବଫର ଷ୍ଟକରୁ ଛାଡ଼ିଲେ ୩ ଲକ୍ଷ ମେଟ୍ରିକ ଟନ ପିଆଜ

ନୂଆଦିଲ୍ଲୀ: ଖାଉଟି ବ୍ୟାପାର ବିଭାଗ ପିଆଜର ବଫର ଷ୍ଟକରୁ ୩ ଲକ୍ଷ ମେଟ୍ରିକ ଟନ୍ ପିଆଜ ବଜାରକୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ବିଭାଗୀୟ ସଚିବ ଶ୍ରୀ ରୋହିତ କୁମାର ସିଂହ ଗତକାଲି (୧୦-୦୮-୨୦୨୩) ଦିନ ନାଫେଡ ଓ ଏନସିସିଏଫର ପରିଚାଳନା ନିର୍ଦ୍ଦେଶକଙ୍କ ସହ ଏକ ବୈଠକ କରିବା ପରେ ଏଥି ନେଇ…