Latest Odisha News

BREAKING NEWS

ଏମିତି ଚାଲିଛି ସରକାରୀ ଯୋଜନା: ଜମି ପଟ୍ଟା ମିଳିଲା ହେଲେ ଜମି କେଉଁଠି ଲୋକେ ଜାଣି ନାହାଁନ୍ତି

ନୂଆପଡା: ସରକାର ଗରିବ , ଅସହାୟ ଲୋକମାନଙ୍କ ଉନ୍ନତି ଲାଗି ମାଳ ମାଳ ଯୋଜନା କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି  । ହେଲେ କିଛି ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ଏବଂ ବୈମାତୃକ ମନୋଭାବ ଯୋଗୁଁ ଏହା ଏକ ପ୍ରହସନରେ ପରିଣତ ହୋଇଛି  ।  ପ୍ରକୃତ ହିତାଧିକାରୀ ନିଜ ହକ୍…

ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ

ଭୁବନେଶ୍ୱର: ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ ।  ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 5T ଉପକ୍ରମରେ ଏହି ଯୋଜନା ହାତକୁ ନିଆଯାଇଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ…

ଆପଣ ଗ୍ରୀନ୍ ଟି ପିଉଛନ୍ତି କି? ତେବେ ଜାଣି ରଖନ୍ତୁ ଏହାର ସ୍ଵାସ୍ଥ୍ୟଗତ ଫାଇଦା

ଭୁବନେଶ୍ଵର: ଦୈନନ୍ଦିନ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଆମେ ସମସ୍ତେ ଚିନ୍ତିତ। ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ବେଶ ସଚେତନ ରହିଛୁ। ବଢୁଥିବା ମେଦବହୁଳତା ଉପରେ ନିୟନ୍ତ୍ରଣ ପାଇବା ପାଇଁ ଲୋକମାନେ ପ୍ରାୟତଃ ଗ୍ରୀନ୍ ଟି ପିଇବା ଆରମ୍ଭ କରନ୍ତି । ତେବେ ଆସନ୍ତୁ ଜାଣିବା ଗ୍ରୀନ୍ ଟିରୁ ଆମକୁ କ’ଣ ଲାଭ…

ଆଜି ଜଟଣୀ ବିଧାୟକଙ୍କ ଜନ୍ମଦିନ..୮୦ ବର୍ଷରେ ପାଦ ଥାପିଲେ ସୁର ଭାଇ

ଭୁବନେଶ୍ୱର: ୮୦ ବର୍ଷ ବୟସ । ହେଲେ ପାଦ ଥକିନି । ପାଟି ବି ଥକିନି । ଯେଉଁଠି ଖୋଜିବ ସେଠି ହାଜର  । ସେମିତି ରାଜା ହସ..ମଉଜିଆ କଥା.. । ଆମେ କହୁଛୁ ସୁର ଭାଇଙ୍କ କଥା । ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ କଥା । ଆଜି ସୁର ଭାଇ ୮୦ ବର୍ଷରେ ପାଦ ଦେଇଛନ୍ତି । ଆଜି…

ମୂର୍ତ୍ତିମାନଙ୍କ ଗାଁ ପାଲଟିଛି ତ୍ରିପୁରାର ରଘୁନନ୍ଦନ ପାହାଡ ପାହାଡ, ଜାଣନ୍ତୁ ଏହାର ରହସ୍ୟ

ଅଗରତାଲା: ବିଚିତ୍ର ଏ ବିଶ୍ୱ ବ୍ରହ୍ମାଣ୍ଡ, ବିଚିତ୍ର ତାର ପରିକଳ୍ପନା । ଯେଉଁଠାରେ ଲୁଚି ରହିଛି ଅନେକ ରହସ୍ୟମୟ ତଥ୍ୟ ଓ ପରମ୍ପରା । ଯାହାକି ଆଜିବି ରହସ୍ୟ ହୋଇ ରହିଛି । ତେବେ ସେହିଭଳି ଏକ ପାହାଡ ହେଉଛି ତ୍ରିପୁରାର ରଘୁନନ୍ଦନ ପାହାଡ । ଯେଉଁଠାରେ ରହିଛି ଅନେକ ମୂର୍ତ୍ତି । ଯାହାକୁ…

‘ଆମ ଦୁହିଁଙ୍କର ଆଉ କେବେ ଦେଖା ନ ହେଉ’… KBCର ମଞ୍ଚରେ ଏମିତି କାହିଁକି କହିଲେ ଅମିତାଭ, ଜାଣନ୍ତୁ କାରଣ …

ମୁମ୍ବାଇ: ଟିଭି ପରଦାର ମୋଷ୍ଟ ପପୁଲାର କ୍ଵିଜ୍ ସୋ କନ ବନେଗା କରୋଡପତିର ନୁଆ ସିଜିନ ପୁଣିଥରେ ଟେଲିଭିଜନ ପରଦାରେ ଆସିବାକୁ ଯାଉଛି । ସିଜିନ-୧୫ର ଅନେକ ଗୁଡ଼ିଏ ପ୍ରୋମୋ ସୋସିଆଲ ମିଡିଆରେ ଏପର୍ଯ୍ୟନ୍ତ ରିଲିଜ ହୋଇସାରିଲାଣି । ତେବେ ରିଲିଜ ହୋଇଥିବା ପ୍ରୋମୋରେ ଅମିତାଭ୍ ବଚ୍ଚନ ଓ…

ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ ଖାନଙ୍କୁ ହଟାଇବା ପାଇଁ ଧମକ ଦେଇଥିଲା ଆମେରିକା; ସାମ୍ନାକୁ ଆସିଲା ବଡ ତଥ୍ୟ

ଇସଲାମବାଦ: ଇମ୍ରାନଙ୍କ ଉପରେ ଅସନ୍ତୁଷ୍ଟ ଥିଲା ଆମେରିକା । ସେଥିପାଇଁ ତାଙ୍କୁ ପିଏମ ପଦରୁ ହଟାଇବା ପାଇଁ ଚାପ ପକାଇଥିଲା  । ରୁଷ-ୟୁକ୍ରେନ ଯୁଦ୍ଧରେ ଇମ୍ରାନଙ୍କ ନିରପକ୍ଷ ଭୂମିକାକୁ ଦେଖି ଆମେରିକା ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ପାକିସ୍ତାନ ଉପରେ ଚାପ ପକାଇଥିଲା  ।…

ଟାଇମ ଟ୍ରାଭେଲ: ବ୍ୟକ୍ତିଙ୍କ ଦୃଢ଼ୋକ୍ତି, ସାଲ ୬୦୦୦ରୁ ସେ ପ୍ରତ୍ୟାବର୍ତନ କରିଛନ୍ତି

ନୂଆଦିଲ୍ଲୀ: ଟାଇମ ଟ୍ରାଭେଲକୁ ନେଇ ଅଦ୍ଭୁତପୂର୍ଣ୍ଣ ଓ ଅକଳ୍ପନୀୟ ତଥ୍ୟ ସର୍ବଦା ସମ୍ମୁଖକୁ ଆସିଥାଏ । ବୈଜ୍ଞାନିକମାନେ ଏ ସମ୍ପର୍କରେ ସଠିକ ତଥ୍ୟ ଉପସ୍ଥାପନ କରିପାରୁ ନ ଥିବାରୁ ଏହା ସତ୍ୟ ନା ମିଥ୍ୟା ତାହା ପ୍ରମାଣିତ ହୋଇପାରି ନାହିଁ । ନିକଟରେ ଜଣେ ବ୍ୟକ୍ତି ଏ ସମ୍ପର୍କରେ ଅଦ୍ଭୁତପୂର୍ଣ୍ଣ…

ସେନାର ବରିଷ୍ଠ ଜେନେରାଲଙ୍କୁ ବରଖାସ୍ତ କଲେ କିମ ଜୋଙ୍ଗ

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ-ଜୋଙ୍ଗ-ଉନ ସେନାର ବରିଷ୍ଠ ଜେନେରାଲଙ୍କୁ ବରଖାସ୍ତ କରିଛନ୍ତି। ଶତ୍ରୁମାନଙ୍କ ସହ ମୁକାବିଲା କରିବାକୁ ଆରମ୍ଭ କରିଛନ୍ତି ପ୍ରସ୍ତୁତି। ଯୁଦ୍ଧର ପ୍ରତ୍ୟେକ ସମ୍ଭାବ୍ୟ ପରିସ୍ଥିତିରେ ସେନାକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। କେବଳ ଏତିକି…