Latest Odisha News

BREAKING NEWS

ଥାନାରେ ଜମିଛି ମଦର ଆସର, ଭାଇରାଲ ଭିଡିଓରେ ପୋଲିସ କର୍ମଚାରୀ ଜଣଙ୍କ କିଏ କି?

ଢେଙ୍କାନାଳ: ଅଫିସ କାର୍ଯ୍ୟାଳୟରେ ଜମିଛି ମଦର ଆସାର। ପାଖରେ ଇଲେକ୍ଟି ଚୁଲାରେ ଚାଲିଛି ଚାଖଣା ପ୍ରସ୍ତୁତି। ଆଉ ବୋତଲରୁ ଟିକେ ଟିକେ ଗ୍ଲାସରେ ମଦ ରଖାଯାଇ ପେଗ୍ ପ୍ରସ୍ତୁତ କରାଯାଇଛି। ମୋଟଙ୍ଗା ଥାନାର ଜଣେ କନେଷ୍ଟବଳ ନିଜ କାର୍ଯ୍ୟାଳୟ ଭିତରେ ମଦ ପିଇବା ସମୟରେ ଏକ ଭିଡିଓରେ ନଜର ଆସିଛନ୍ତି।…

କଟକରେ ଅଜଣା ବ୍ୟକ୍ତିର ଗୁଳିରେ ଯୁବକ ମୃତ, ପୂର୍ବ ଶତ୍ରୁତା ସନ୍ଦେହ

କଟକ: କଟକ ସଦର ଥାନା ଅନ୍ତର୍ଗତ ସୁଭଦ୍ରାପୁର ଅଞ୍ଚଳରେ ଗତକାଲି ଅପରାହ୍ନରେ ଜଣେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଛି। ମୃତକଙ୍କ ନାଁ ଚିନ୍ତାମଣି ସାହୁ ବୋଲି ଥାନାର ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଜଣ ବାଇକ୍ ଆରୋହୀ ଦୁର୍ବୃତ୍ତ ଯୁବକଙ୍କ…

ଗଳାରେ ସଂକ୍ରମଣ: ଭୁଲ୍ ଔଷଧ ଦେଇ ଦୋକାନୀ ଅଟକ, ଝିଅ ଅସୁସ୍ଥ

ଭୁବନେଶ୍ୱର: ଜଣେ ମହିଳାଙ୍କୁ ଭୁଲ୍ ଔଷଧ ଯୋଗାଉଥିବା ଅଭିଯୋଗରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ମେଡପ୍ଲସ ଫାର୍ମାସିରେ ନିଯୁକ୍ତି ପାଇଥିବା ଜଣେ ସେଲ୍ସମ୍ୟାନଙ୍କୁ ପୁଲିସ ଅଟକ ରଖିଛି। ସୂଚନା ଅନୁଯାୟୀ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ମହିଳା ତାଙ୍କ ଝିଅର ଗଳାରେ ସଂକ୍ରମଣ ପାଇଁ ଔଷଧ…

ନକଲି ପୋଲିସ ସାଜି ପୋଲିସ ଅଧିକାରୀଙ୍କଠୁ ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ୪ ଅଭିଯୁକ୍ତ ଗିରଫ

କଟକ: ନିଜକୁ ସ୍ୱତନ୍ତ୍ର ପୁଲିସ ଅଧିକାରୀ ବୋଲି ପରିଚୟ ଦେଇ ଦୁଇ ଜଣ ପୁଲିସ କର୍ମଚାରୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଠକି ନେଇଥିବା ୪ ଜଣ ଠକଙ୍କୁ ମଙ୍ଗଳବାର କଟକ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମନୋଜ ପଟ୍ଟନାୟକ, ସରୋଜ କାନ୍ତ ଜେନା, ରାଜେଶ କୁମାର ଖୁଣ୍ଟିଆ, ସୁଶାନ୍ତ କୁମାର ସେଠୀ।…

ସସ୍ମିତ ପାତ୍ରଙ୍କ ଦସ୍ତଖତ ନକଲ ଅଭିଯୋଗ, ବଡ଼ ଅଡ଼ୁଆରେ ଆପ୍ ସାଂସଦ ରାଘବ; ହରାଇପାରନ୍ତି ପଦ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ସାଂସଦ ରାଘବ ଚଢ଼ା ସୋମବାର ଦିନ ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍କୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ପ୍ରସ୍ତାବ ଆଣିବା ପରେ ଏକ ବଡ଼ ବିବାଦରେ ଫସିଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) ଏହି ପ୍ରସ୍ତାବରେ ଚଢାଙ୍କ ବିରୋଧରେ ଦସ୍ତଖତ ଜାଲିଆତି ଅଭିଯୋଗ…

ଅନାସ୍ଥା ପ୍ରସ୍ତାବ: କାହିଁକି ପ୍ରଥମ ଦିନରେ ଅଭିଭାଷଣ ରଖିଲେନି ରାହୁଲ ଗାନ୍ଧୀ, କଂଗ୍ରେସ ଦେଲା ବଡ଼ ବାର୍ତ୍ତା

ନୂଆଦିଲ୍ଲୀ: ମଙ୍ଗଳବାରଠୁ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଆରମ୍ଭ ହୋଇଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ବିତର୍କ ଗୁରୁବାର ଯାଏ ଚାଲିବ। କିନ୍ତୁ ପ୍ରଥମ ଦିନରେ ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଥମେ ରାହୁଲ ଗାନ୍ଧୀ ଉଭିଭାଷଣ ରଖିବେ ବୋଲି ବିରୋଧୀ ଦଳ ପକ୍ଷରୁ କୁହାଯାଇଥିଲା।…

କୁକୁର ପାଇଁ ଚାକିରି ଛାଡ଼ିଲେ ଯୁବତୀ

ଅଷ୍ଟ୍ରେଲିଆ: ଆମ ଭିତରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ ଘରେ ପଶୁ ପକ୍ଷୀ ରଖିବାକୁ ପସନ୍ଦ କରନ୍ତି । ସେମାନଙ୍କ ଭିତରେ ଏମିତି ବି କିଛ ଲୋକ ଅଛନ୍ତି, ଯେଉଁମାନେ ନିଜ ଜୀବନଠାରୁ ପାଳିତ ପଶୁପକ୍ଷୀଙ୍କୁ ବେଶୀ ଭଲ ପାଇଥାନ୍ତି । ଏପରିକି ଏହି ପଶୁପକ୍ଷୀ ପ୍ରେମ ପାଇଁ ଅନେକ ନିଜ କ୍ୟାରିୟର…

“ଫିଲ୍ମ ଅପରେସନ ୧୨/୧୭’ର ଶୁଭ ମହୁରତ

ଭୁବନେଶ୍ୱର: ଆଗକୁ ଆସୁଛି ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ "ଅପରେସନ ୧୨/୧୭’ । ଏଥିରେ ମୁଖ୍ୟ ଚରିତ୍ରରେ ଭୂମିକା ଦାଶ ଏବଂ ଶ୍ରେୟାନ ଅଛନ୍ତି । ଏହି ଫିଲ୍ମର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ । ଏହି ଫିଲ୍ମର ଶୁଭ ମହୁରତ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଶିରିଡି ସାଇ…

ଶିକ୍ଷୟିତ୍ରୀ ବର୍ଷକୁ ରୋଜଗାର କରନ୍ତି ୧୦ କୋଟି , ଶିକ୍ଷାଦାନ କରି ନୁହେଁ, ଭିନ୍ନ ଉପାୟରେ

ଆମ ଦେଶରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ଦରମା ଘରୋଇ ଶିକ୍ଷକଙ୍କଠାରୁ ବହୁତ ଅଧିକ । ଏତେ ବଡ ଦାୟିତ୍ୱ ତୁଲାଉଥିବା ଶିକ୍ଷକମାନେ ଯେତେ ରୋଜଗାର କରନ୍ତୁ ନା କାହିଁକି, ସେମାନେ ଗୋଟିଏ ବର୍ଷରେ ଅତି କମରେ ଏକ କୋଟି ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ ନାହିିଁ । ଭାବନ୍ତୁ, ଏପରି…

ଆମେରିକାର ପରମାଣୁ ମିସାଇଲ ବେସରେ କାମ କରୁଥିବା ୨୬୮ ବ୍ୟକ୍ତିଙ୍କୁ କ୍ୟାନ୍ସର

ନ୍ୟୁୟର୍କ: ଆମେରିକାର ପରମାଣୁ ମିସାଇଲ ବେସରେ କାର୍ଯ୍ୟ କରଥିବା ୨୬୮ ବ୍ୟକ୍ତି କ୍ୟାନ୍ସର ଆକ୍ରାନ୍ତ ଜଣାପଡିବା ପରେ ଚିନ୍ତାର ବାତାବରଣ ଖେଳି ଯାଇଛି । ଆମେରିକା ଏୟାରଫୋର୍ସ ପକ୍ଷରୁ ମଧ୍ୟ ଏହା ସ୍ପଷ୍ଟ କରାଯାଇଛି । ମୋଟେଂନା ବେସରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ସାମ୍ପୁଲରୁ କ୍ୟାନ୍ସର…