“ଫିଲ୍ମ ଅପରେସନ ୧୨/୧୭’ର ଶୁଭ ମହୁରତ
ଭୁବନେଶ୍ୱର: ଆଗକୁ ଆସୁଛି ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ "ଅପରେସନ ୧୨/୧୭’ । ଏଥିରେ ମୁଖ୍ୟ ଚରିତ୍ରରେ ଭୂମିକା ଦାଶ ଏବଂ ଶ୍ରେୟାନ ଅଛନ୍ତି । ଏହି ଫିଲ୍ମର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ ।
ଏହି ଫିଲ୍ମର ଶୁଭ ମହୁରତ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଶିରିଡି ସାଇ…