ସୁରକ୍ଷା ବଳୟ ଭାଙ୍ଗି ତମନ୍ନାଙ୍କ ହାତ ଧରିଲେ ଯୁବକ
ମୁମ୍ବାଇ: ସୁରକ୍ଷା ବଳୟ ଭାଙ୍ଗି ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ହାତ ଧରିଲେ ଯୁବକ । ଏହା ଦେଖି ତମନ୍ନା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ସମୟରେ ତମନ୍ନାଙ୍କ ସୁରକ୍ଷା କର୍ମୀମାନେ ଯୁବକଙ୍କୁ କାବୁ କରି ବାହାରକୁ ନେବା ବେଳେ ଅଭିନେତ୍ରୀ ଅଟକାଇଥିଲେ । ପରେ ଯୁବକଙ୍କ ସହ ହାତ ମିଶାଇବା ସହ…