Latest Odisha News

BREAKING NEWS

୨୭ ବର୍ଷ ପରେ ସ୍ୱଦେଶ ପ୍ରତ୍ୟାବର୍ତନ କଲେ ଥାଇଲାଣ୍ଡ ରାଜାଙ୍କ ପୁତ୍ର, ଦେଶ ଉତ୍ସବ ମୁଖରିତ

ବ୍ୟାଙ୍କକ: ଥାଇଲାଣ୍ଡ ରାଜାଙ୍କ ଦ୍ୱିତୀୟ ପୁତ୍ର ୱାଚରସୋର୍ଣ୍ଣ ବିବାଚରାଭୋଙ୍ଗେସମ ୨୭ ବର୍ଷ ପରେ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଫଳରେ ଦେଶ ଉତ୍ସବ ମୁଖରିତ ହୋଇ ପଡିଛି । ସେ ଆମରେିକାରେ ରହି ପାଠ ପଢ଼ୁଥିଲେ । ସୁବର୍ଣ୍ଣଭୂମି ଆନ୍ତର୍ଜାତୀୟ ବିମାନ ବନ୍ଦରର ଟର୍ମିନାଲରୁ ସେ ବାହାରକୁ…

ସିନେମା ହଲରେ ଧମାଲ କରୁଛି ‘ରକି ଔର ରାନି କି ପ୍ରେମ କାହାନୀ’, ୧୦ ଦିନରେ ୧୦୦ କୋଟି ଡେଇଁଲା

ମୁମ୍ବାଇ: ସିନେମା ହଲରେ ଧମାଲ କରୁଛି କରନ ଜୋହରଙ୍କ ଫିଲ୍ମ ‘ରକି ଔର ରାନି କି ପ୍ରେମ କାହାନୀ’ । ଏହି ଫିଲ୍ମରେ ରଣବୀର ସିଂହ ଏବଂ ଆଲିଆ ଭଟ୍ଟଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏହା ବକ୍ସ ଅଫିସରେ ଏବେ ଭଲ ବ୍ୟବସାୟରେ କରୁ଼ୁଛି । ଏହା ରିଲିଜ ପ୍ରଥମ ସପ୍ତାହରେ ଭଲ ରୋଜଗାର…

ଯବାନଙ୍କ ପାରା ସଉକ: ୩୫ ବର୍ଷ ହେଲାଣି ପାଳୁଛନ୍ତି ପାରା, ରଖିଛନ୍ତି ୮୦ ପ୍ରଜାତିର

ରାଜସ୍ଥାନ: ପ୍ରତ୍ୟେକ ବ୍ୟକ୍ତିଙ୍କର ସଉକ ଭିନ୍ନ ଭିନ୍ନ ହୋଇଥାଏ । କେହି କୁକୁର, ବିଲେଇ, ଠେକୁଆ ବା ଶୁଆ ରଖିବାକୁ ଭଲ ପାଇଥାନ୍ତି । ସେମାନେ ତାଙ୍କର ପ୍ରିୟ ପଶୁ-ପକ୍ଷୀଙ୍କ ପାଇଁ ସବୁକିଛି କରିଥାନ୍ତି । ସେମାନେ ନିଜ ପିଲାଙ୍କ ପରି ଯତ୍ନ ନେଇଥାନ୍ତି । ସେମିତି ରାଜସ୍ଥାନର ଜଣେ ଯବାନ ୩୫…

ଜୁଲାଇରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ୬୨ ନାବାଳକ, ନାବାଳିକା ଉଦ୍ଧାର

ଭୁବନେଶ୍ୱର: ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳ (ଆରପିଏଫ୍) ଜୁଲାଇ ୨୦୨୩ରେ ଅପରେସନ୍ ନହ୍ନେ ଫରିସ୍ତେ ଅଭିଯାନ ମାଧ୍ୟମରେ ବିଭିନ୍ନ ଷ୍ଟେସନ ପ୍ଲାଟଫର୍ମ ଏବଂ ଟ୍ରେନରୁ ୬୨ ନାବାଳକ/ନାବାଳିକା ଶିଶୁଙ୍କୁ ଉଦ୍ଧାର କରିଛି । ଚାଇଲ୍ଡଲାଇନ ପରି ଏନଜିଓ ଏବଂ ଜିଲ୍ଲା ଶିଶୁ କଲ୍ୟାଣ କମିଟି ସହାୟତାରେ…

ସୁରକ୍ଷା ବଳୟ ଭାଙ୍ଗି ତମନ୍ନାଙ୍କ ହାତ ଧରିଲେ ଯୁବକ

ମୁମ୍ବାଇ: ସୁରକ୍ଷା ବଳୟ ଭାଙ୍ଗି ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ହାତ ଧରିଲେ ଯୁବକ । ଏହା ଦେଖି ତମନ୍ନା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ସମୟରେ ତମନ୍ନାଙ୍କ ସୁରକ୍ଷା କର୍ମୀମାନେ ଯୁବକଙ୍କୁ କାବୁ କରି ବାହାରକୁ ନେବା ବେଳେ ଅଭିନେତ୍ରୀ ଅଟକାଇଥିଲେ । ପରେ ଯୁବକଙ୍କ ସହ ହାତ ମିଶାଇବା ସହ…

ଶାହାରୁଖଙ୍କ ବିନା ଡନ ୩ କରିବେ ଫରହାନ, ପ୍ରଶଂସକ ଅସନ୍ତୁଷ୍ଟ

ମୁମ୍ବାଇ: ଫରହାନ ଅଖତାର ତାଙ୍କ ଡନ ଫ୍ରାଚାଇଜକୁ ଆଉ ପାଦେ ଆଗକୁ ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ସେ ଶାହାରୁଖ ଖାଁଙ୍କ ବଦଳରେ ଡନ ୩ ଆରମ୍ଭ କରିବାକୁ ଯାଉଛନ୍ତି । ଏହା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ଅମିତାଭ ବଚ୍ଚନ ଓ ଶାହାରୁଖ ଖାଁଙ୍କ ପରେ ଆପଣମାନେ ନୂତନ ଡନକୁ ବି ସ୍ୱାଗତ କରିବେ ବୋଲି…

ନାବେଟ୍‍ କ୍ୟୁସିଆଇ ରାଙ୍କିଂ-୨୦୨୩, କିଟ୍‍ ପଲିଟେକ୍‍ନିକ ଲଗାତର ରାଜ୍ୟରେ ପ୍ରଥମ

ଭୁବନେଶ୍ୱର: କ୍ୱାଲିଟି କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ (କ୍ୟୁସିଆଇ)ର ନ୍ୟାସ୍‍ନାଲ୍‍ ଆକ୍ରିଡିଟେସନ୍‍ ବୋର୍ଡ ଫର ଏଜୁକେସନ୍‍ ଆଣ୍ଡ ଟ୍ରେନିଂ (ନାବେଟ୍‍) କ୍ୟୁସିଆଇ ରାଙ୍କିଂ ୨୦୨୩ରେ ଉଭୟ ସରକାରୀ ଓ ବେସରକାରୀସ୍ତରରେ କିଟ୍‍ ପଲିଟେକ୍‍ନିକ୍‍ ଲଗାତର ଭାବେ ଦ୍ୱିତୀୟ ବର୍ଷ ପାଇଁ ଓଡ଼ିଶାର ପ୍ରଥମ…

ଇଣ୍ଡୋନେସିଆ ମିସ ୟୁନିଭର୍ସ ପ୍ରତିଯୋଗିତା: ଟପଲେସ ହେବାକୁ କହିଥିଲେ ଆୟୋଜକ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଅନୁଷ୍ଠିତ ମିସ ୟୁନିଭର୍ସ ପ୍ରତିଯୋଗିତାକୁ ନେଇ ଏକ ବଡ ବିବାଦ ମୁଣ୍ଡ ଟେକିଛି । ଆୟୋଜକମାନେ ଆବଶ୍ୟକ ନ ଥିବା ସତ୍ୱେ ୬ଜଣ ପ୍ରତିଯୋଗୀଙ୍କୁ ଏକ ବନ୍ଦ ଘରେ ଟପଲେସ ହେବାକୁ କହିଥିଲେ । ଏବେ ସମସ୍ତ ପୀଡିତା ଏକଜୁଟ ହୋଇ ପୋଲିସ ଓ ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି…

ଦୁନିଆର ସବୁଠୁ ଦାମୀ ମହୁ; ଯାହାର କିଲୋ ୯ ଲକ୍ଷ ଟଙ୍କା

ତୁର୍କୀ: ମହୁ ଆମ ଶରୀରରେ ଅନେକ ରୋଗରୁ ରକ୍ଷା କରିଥାଏ । ସେଥିପାଇଁ ଶୁଦ୍ଧ ମହୁର ମୂଲ୍ୟ ବହୁତ ଅଧିକ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଦୁନିଆର ସବୁଠାରୁ ମହଙ୍ଗା ମହୁର ମୂଲ୍ୟ ? ଏହାର ଦାମ ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଆଉ ଭାବିବେ ଏହା ଏତେ ମହଙ୍ଗା କାହିଁକି ? ଆସନ୍ତୁ ଜାଣିବେ ।…

ମିଳିଲା ୩ ଲକ୍ଷ ବର୍ଷ ତଳର ପ୍ରାଚୀନ ଜୀବାଶ୍ମ, ମାନବର ନୂଆ ପ୍ରଜାତି ନେଇ ବୈଜ୍ଞାନିକମାନେ ଆଶାୟୀ

ବେଜିଂ: ବୈଜ୍ଞାନିକମାନେ ୩ ଲକ୍ଷ ବର୍ଷ ତଳର ଏକ ଛୋଟ ପିଲାର ଜୀବାଶ୍ମ ପାଇଛନ୍ତି । ଏହି ପୁରାତନ ଖପୁରୀ ଏବଂ ଅନ୍ୟ ଅଂଶ ବିଶେଷ ମିଳିବା ପରେ ବୈଜ୍ଞାନିକମାନେ ଉତ୍ସାହିତ ଅଛନ୍ତି । ମାନବର ଏକ ନୂତନ ପ୍ରଜାତିର ଏହା ହୋଇପାରେ ବୋଲି ସେମାନେ ଆଶାୟୀ ଅଛନ୍ତି । ଏହି ଜୀବାଶ୍ମ ନିଏଣ୍ଡରଥଲ,…