ନିଆରା ଢଙ୍ଗରେ ବାହାରିଲେ କାଉଡ଼ିଆ: ଷଣ୍ଢ ରୂପରେ ସଜ୍ଜାଇଲେ ବାଇକ୍, ପଛରେ ବସିଲେ ଶିବ, ହନୁମାନ
ବିହାର: ଏବେ ଶ୍ରାବଣ ମାସ ଚାଲିଛି । ଜଳାଭିଷେକ କରିବା ପାଇଁ ପ୍ରତ୍ୟେକ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଜମୁଛି । ଅନେକ ଭକ୍ତ ନିଷ୍ଠାର ସହିତ କଷ୍ଟ କରି ଚାଲି ଚାଲି ଜଳ ନେଇ ଯାଉଥିବା ବେଳେ ଆଉ କିଏ ଗାଡ଼ିରେ ଯାଉଛନ୍ତି । କିନ୍ତୁ ଏବେ ଜଳ ନେଇକି ଯିବା ଏକ ପ୍ରକାର ଫ୍ୟାଶନ ପାଲଟିଗଲାଣି । ସାଙ୍ଗ…